Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

India Taliban Deal: ଭାରତ – ଆଫଗାନିସ୍ତାନ ମଧ୍ୟରେ ୪୬ ମିଲିୟନ ଡଲାରର ହେଲା ଚୁକ୍ତି ;ଜାଣନ୍ତୁ ସଂପୂର୍ଣ୍ଣ…

ନୂଆଦିଲ୍ଲୀ:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆର୍ଥିକ ଏବଂ ବୈଷୟିକ ସହଯୋଗକୁ ଏକ ନୂତନ ଗତି ପ୍ରଦାନ କରି ୪୬ ମିଲିୟନ ଡଲାରରୁ ଅଧିକ ମୂଲ୍ୟର ଏକ ପ୍ରମୁଖ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୁଧବାର ଦିନ ତାଲିବାନ ଏକ ଭାରତୀୟ କମ୍ପାନୀ ସହିତ ୪୬.୩ମିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷର କରିଛି।…

NEET UG Exam Paper Leak: NEET ପେପର ଲିକ୍ ମାମଲାରେ CBIର ବଡ଼ କାର୍ଯ୍ୟାନୁଷ୍ଠାନ, ଏପର୍ଯ୍ୟନ୍ତ ୫ ଗିରଫ…

ନୂଆଦିଲ୍ଲୀ:ନିଟ୍-ୟୁଜି (NEET-UG) ପେପର ଲିକ୍ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ତଦନ୍ତକୁ ଜୋରଦାର କରିଛି । ଏଯାଏଁ ଏହି ମାମଲାରେ CBI ୫ ଜଣଙ୍କୁ ଗିରଫ କରିଛି । ବେଳେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । CBI ଟିମ୍ ଜୟପୁରରୁ ୩ ଜଣ, ଗୁରୁଗ୍ରାମରୁ ଜଣେ ଓ…

Milk Price Hike:ମହଙ୍ଗା ମାଡ଼; ୨ଟଙ୍କା ବଢ଼ିଲା କ୍ଷୀର

ନୂଆଦିଲ୍ଲୀ: ଅମୁଲ ଓ ମଦର ଡେରୀ ବୁଧବାର ଦିନ କ୍ଷୀର ମୂଲ୍ୟ ପ୍ରତି ଲିଟର ପିଛା ₹୨ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଉଭୟ କମ୍ପାନୀ ପାଇଁ ନୂତନ ଦର ଗୁରୁବାର (୧୪ ମେ) ଠାରୁ ଲାଗୁ ହେବ। ଅମୁଲ ମେ ୨୦୨୫ ପରେ ପ୍ରଥମ ଥର ପାଇଁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ମଦର ଡେରୀ ପୂର୍ବରୁ ଏପ୍ରିଲ…

Kharif Crops:କ୍ୟାବିନେଟରୁ ଚାଷୀଙ୍କ ପାଇଁ ଖୁସି ଖବର;୧୪ଟି ଫସଲର MSP ବୃଦ୍ଧି ନେଇ ମଞ୍ଜୁରୀ

ନୂଆଦିଲ୍ଲୀ:୨୦୨୬-୨୭ ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କଲେ କେନ୍ଦ୍ର ସରକାର । ଏଥିପାଇଁ ସରକାର ମୋଟ ୨.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। କ୍ୟାବିନେଟ୍…

ଇନ୍ଧନ ସଙ୍କଟ; ଏହି ରୁଟରେ ବିମାନ ଉଡାଣ ହ୍ରାସ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇନ୍ଧନ ସଙ୍କଟ ଦେଖାଦେଇଛି। ଏୟାରସ୍ପେସ୍ କଟକଣା ଏବଂ ବର୍ଦ୍ଧିତ ଜେଟ୍ ଇନ୍ଧନ ମୂଲ୍ୟ ହେତୁ ଏୟାର ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିମାନ କମ୍ପାନୀ ଏହାର ଅନ୍ତର୍ଜାତୀୟ ବିମାନ ଉଡାଣ ହ୍ରାସ କରିବ ବୋଲି ସୂଚନା ଦେଇଛି।…

ଚାଲିଛି କି ଜ୍ୟୋତିଷ ରିକି ରାଧାନଙ୍କ ଖରାପ ସମୟ; ୨୪ ଘଣ୍ଟା ମଧ୍ୟରେ ନିଯୁକ୍ତି ବାତିଲ କଲେ ବିଜୟ ସରକାର

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ନିଯୁକ୍ତିର ୨୪ ଘଣ୍ଟା ମଧ୍ୟରେ ଜ୍ୟୋତିଷ ପଣ୍ଡିତ ରିକି ରାଧାନ ଭେଟ୍ରିଭେଲଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବିଜୟ ପଣ୍ଡିତ ରିକି ରାଧାନ ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର…

Super El Niño: ପୁଣି ଫେରିବ କି ମହାବିନାଶ? ୧୪୦ ବର୍ଷ ପୂର୍ବେ ଜାଳି ଦେଇଥିଲା କୋଟି କୋଟି ଜୀବନ…

ନୂଆଦିଲ୍ଲୀ: ୧୪୦ ବର୍ଷ ପୂର୍ବେ, ଜାଳି ଦେଇଥିଲା ବିଶ୍ବର ୪% ଜନସଂଖ୍ୟା ୧୮୭୭ର ସେ ଭୟଙ୍କର ଇତିହାସ ପୁଣି ଲେଉଟାଇପାରେ କଡ? ମୁକାବିଲା ପାଇଁ କେତେ ପ୍ରସ୍ତୁତ ଆଜିର ଦୁନିଆ? ଭାରତ ସମେତ ଜଳୁଛି ପୂରା ବିଶ୍ବ । ବଢୁଥିବା ତାପମାତ୍ରା ଯୋଗୁଁ ବିଶ୍ୱ ଏବେ ଭୟଙ୍କର ଗରମପ୍ରବାହ ଅନୁଭବ…

ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ, ବାଜି ମାରିଲେ ଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଯାହା ସହିତ ସାମଗ୍ରିକ ପାସ୍ ହାର ଗତ ବର୍ଷର ୮୮.୩୯ ପ୍ରତିଶତ ତୁଳନାରେ ୮୫.୨୦ ପ୍ରତିଶତକୁ ହ୍ରାସ ପାଇଛି। ବୁଧବାର ପ୍ରକାଶିତ ରେଜଲ୍ଟ ଅନୁଯାୟୀ ଭୁବନେଶ୍ୱର ଅଞ୍ଚଳରେ ପାସ୍…

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି 

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ବୁଧବାର ଦିନ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମାର୍ଚ୍ଚ ମାସ ପୂର୍ବରୁ ଜ୍ୱର ଏବଂ ସଂକ୍ରମଣ ପାଇଁ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ…

ପାକିସ୍ତାନରେ ହାହାକାର

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାରା ବିଶ୍ୱ ଅଶାନ୍ତ। କିନ୍ତୁ ଏହି ଯୁଦ୍ଧର ସବୁଠାରୁ ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି ପାକିସ୍ତାନରେ। ଆକାଶଛୁଆଁ ମହଙ୍ଗା ମାଡ଼ରେ ପାକିସ୍ତାନବାସୀ ହନ୍ତସନ୍ତ ହେଉଥିବା ବେଳେ, ଏବେ ନିଜ ଦେଶର ସରକାରଙ୍କୁ କାଠଗଡ଼ାକୁ…