Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Apple Phone for free: ଏଠି iPhone 17 ସମ୍ପୂର୍ଣ୍ଣ ମାଗଣା!

ନୂଆଦିଲ୍ଲୀ: ବଜାରରେ iPhone 17ର ମୂଲ୍ୟ ୮୦,୦୦୦ରୁ ଲକ୍ଷେ ଟଙ୍କା କିନ୍ତୁ, ଏବେ ପାଇପାରିବେ ପୂରା ମାଗଣା! ଟଙ୍କାଟେ ବି ଖର୍ଚ୍ଚ ହେବନି! Apple ଫୋନର ଫିଚର ଏବଂ ଚାହିଦା ଏତେ ଯେ, ଏବେ ପରିବା ଦୋକାନୀ ଠାରୁ ଆରମ୍ଭ କରି ବଡ ବଡ ଟେକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଏହା…

ମୋଦି ନେବେ ବଡ଼ ନିଷ୍ପତ୍ତି! ମନ୍ତ୍ରିମଣ୍ଡଳରେ ପଶିଲା ଛନକା, କିଏ ହେବେ ବିଦା?

ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଗାଁଠୁ ସହର ସବୁଠି ଅସନ୍ତୋଷର ନିଆଁ। ପରୀକ୍ଷା ପରିଚାଳନା ଠିକ୍ ଭାବରେ ନ ହୋଇଥିବାରୁ ସରକାର ମଧ୍ୟ ଆକ୍ରୋଶର ଶିକାର ହୋଇଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯେ ମୋଦି ସରକାର ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ…

Vijay Proves Majority: ଆସ୍ଥା ଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ, ମିଳିଲା ୧୪୪ ବିଧାୟକଙ୍କ ସମର୍ଥନ

ଥିରୁଅନନ୍ତପୁରମ୍: ଗତ କିଛି ଦିନ ଧରି ତାମିଲନାଡୁ ରାଜନୀତିରେ ଚାଲିଥିବା ହାଇ-ଭୋଲଟେଜ୍ ଡ୍ରାମାର ଆଜି ଅନ୍ତ ଘଟିଛି। ବିଧାନସଭାରେ ଅନୁଷ୍ଠିତ ଫ୍ଲୋର ଟେଷ୍ଟରେ, ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି, ତାଙ୍କର କ୍ଷମତା ବଜାୟ ରଖିଛନ୍ତି। ମୋଟ ୧୪୪ ବିଧାୟକ ତାଙ୍କ…

ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ କିପରି ହେଲା ମୃତ୍ୟୁ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅପ୍ରତୀକ ଯାଦବଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଯାଇଛି। ତାଙ୍କୁ ଲକ୍ଷ୍ନୌର ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା, ଯେଉଁଠାରେ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ଜିପି ଗୁପ୍ତା ତାଙ୍କ ମୃତ୍ୟୁକୁ ନିଶ୍ଚିତ…

ମହଙ୍ଗା ହେଲା ସୁନା ଓ ରୁପା ଦର: ବୃଦ୍ଧି ହେଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ: ବଢିଲା ସୀମା ଶୁଳ୍କ। ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା। ସୁନା, ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଆମଦାନୀ ଉପରେ ସୀମା ଶୁଳ୍କକୁ ୧୫%କୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ସୁନା, ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହାର…

NEET Exam Cancelled: ୫ ଲକ୍ଷରେ ପେପର ବିକ୍ରି! ୬ ରାଜ୍ୟ ଯାଏଁ ଲମ୍ବିଛି ନେଟଓ୍ବର୍କ…

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ପଛରେ ବଡ ନେଟଓ୍ବର୍କ ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ପିଲାଙ୍କ ଭବିଷ୍ୟତ! ରାଜସ୍ଥାନରୁ ବିହାର ଲମ୍ବିଛି କେଳଙ୍କାରୀର ପାଦ! ମେ ୩…ଛାତ୍ରଛାତ୍ରୀଙ୍କ ଛାତି ଧଡଧଡ । ଏହି ଥର ହୋଇଯିବ…ଅନେକଙ୍କ ମନରେ ଏହି ଗୋଟିଏ ଆଶା । ତଥାପି ମନରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଶକ୍ତି ସଂରକ୍ଷଣ’ ଆହ୍ୱାନ ପରେ ପ୍ରଥମ କ୍ୟାବିନେଟ ବୈଠକ: ପୁଣି କିଛି…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ବିଶ୍ବରେ ଅସ୍ଥିରତା ଲାଗିରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ 'ଶକ୍ତି ସଂରକ୍ଷଣ' ପାଇଁ ଆହ୍ୱାନ କରୁଛନ୍ତି। ଏହାରି ଭିତରେ ଆଜି (୧୩ ମଇ) ପୂର୍ବାହ୍ନ ୧୧ଟାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ…

ଇନ୍ଧନ କଟକଣା: ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ନିଜେ ମାନିଲେ, ଭିଭିଆଇପି ଗସ୍ତରେ ଅଙ୍କୁଶ ଲଗାଇଲେ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ବିଶ୍ବରେ ଅସ୍ଥିରତା ଲାଗିରହିଛି। ବର୍ତ୍ତମାନର ବିଶ୍ୱ ଶକ୍ତି ସଙ୍କଟ ସମୟରେ, ବିଭିନ୍ନ ଦେଶର ସରକାରମାନେ ନାଗରିକଙ୍କୁ ଇନ୍ଧନ ବ୍ୟବହାର କମେଇବା, ଯାତାୟାତ ସୀମିତ କରିବା ଓ ଶକ୍ତି ସଂରକ୍ଷଣ ପାଇଁ ଆହ୍ୱାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମୁମ୍ବାଇ ପରେ ଏବେ ଛତିଶଗଡ଼ରେ ତରଭୁଜ ଆତଙ୍କ: ଫୁଡ୍ ପଏଜନ ସନ୍ଦେହ; ୧୫ ବର୍ଷୀୟ ନାବାଳକର ମୃତ୍ୟୁ

ରାୟପୁର: ଖରାଦିନେ ତରଭୁଜ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ବୋଲି କୁହାଯାଏ। କିନ୍ତୁ ଏହି ସ୍ୱାଦିଷ୍ଟ ଫଳ ଯେ କାହାର ଜୀବନ ନେଇପାରେ, ତାହା ହୁଏତ କେହି କଳ୍ପନା କରିନଥିବେ। ମୁମ୍ବାଇର ଏକ ହୃଦୟ ବିଦାରକ ଘଟଣା ପରେ, ଏବେ ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲାରୁ ଏକ ସମାନ ଧରଣର ଅଭାବନୀୟ ଖବର…

NEET-UG ପେପର୍ ଲିକ୍ ମାମଲାରେ ଛାତ୍ର ଗିରଫ, ୧୦ ଲକ୍ଷ ଟଙ୍କା ଦେଇଥିଲା: ସୂତ୍ର

ନୂଆଦିଲ୍ଲୀ: NEET UG 2026 ପରୀକ୍ଷା ବାତିଲ ହେବା ପରେ ପେପର ଲିକ୍ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ମହାରାଷ୍ଟ୍ରର ନାସିକରେ ଗିରଫ ହୋଇଥିବା ଜଣେ ଛାତ୍ର ପ୍ରାୟ ୧୦ ଲକ୍ଷରେ ଲିକ୍ ହୋଇଥିବା ପରୀକ୍ଷା ପେପର କିଣିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁଯାୟୀ, ଗିରଫ ଛାତ୍ରଙ୍କ ନାମ ଶୁଭମ୍…