Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶେଷ ଅଧିବେଶନରେ ପୁଣି ଚମକାଇବେ ମୋଦି ! ଜାତିଗତ ଜନଗଣନା ପ୍ରସଙ୍ଗରେ ବିରୋଧୀଙ୍କ ପାଇଁ ସଜାଡୁଛନ୍ତି…

ନୂଆଦିଲ୍ଲୀ: ବିଶେଷ ଅଧିବେଶନରେ ଦେଶର ନାଁ ପରିବର୍ତ୍ତନକୁ ନେଇ ବେଶ ହଙ୍ଗାମା କଲେ ବିରୋଧୀ । ତେବେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ପରେ ଏବେ ବିରୋଧୀ ଚୁପ । ନିଜ ଚୋଟରେ ନିଜେ ହାଲିଆ ।  ଏହା ଗୁଜବ ଏବଂ ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି କହିବା ପରେ…

ଆଦିତ୍ୟ L1 ଇସ୍ରୋକୁ ପଠାଇଲା ଚନ୍ଦ୍ର-ପୃଥିବୀର ସ୍ୱତନ୍ତ୍ର ସେଲ୍‌ଫି

ବେଙ୍ଗାଲୁରୁ: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ଏହି ସମୟରେ, ସୂର୍ଯ୍ୟ-ପୃଥିବୀ L1 ପଏଣ୍ଟକୁ ଯାଉଥିବା ଆଦିତ୍ୟ- L1 ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ତଥା ଇସ୍ରୋ ଦ୍ୱାରା ସୋସିଆଲ୍ ମିଡିଆ…

ଆଜି ମେରଠରେ ପାଳିତ ହେବ ଜନ୍ମାଷ୍ଟମୀ

ଦିଲ୍ଲୀ : ଯଦି ଆମେ ପଶ୍ଚିମ ଉତ୍ତରପ୍ରଦେଶର ଅଗଦନାଥ ମନ୍ଦିର ବିଷୟରେ କଥା ହେବା, ତେବେ ଏଠାରେ ଆଜି ବି ଭଗବାନ କୃଷ୍ଣଙ୍କ ଜନ୍ମ ବାର୍ଷିକୀ ଆୟୋଜିତ ହେବ । ବିଭିନ୍ନ ରାଜ୍ୟରୁ ଫୁଲ ମାଧ୍ୟମରେ ବଙ୍ଗଳା ତିଆରି କରି ମନ୍ଦିର କମ୍ପ୍ଲେକ୍ସକୁ ସଜାଯାଇଛି। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ…

ଏକବିଂଶ ଶତାଦ୍ଦୀ ଏସିଆର ଶତାଦ୍ଦୀ : ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ : ଏସିଆନ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ବିକାଶର କେନ୍ଦ୍ରସ୍ଥଳ ହେଉଛି ଏସିଆନ୍ । ଭାରତ ଏବଂ ଏସିଆନ ମଧ୍ୟରେ ଦ୍ରୁତ ଗତିରେ ସହଯୋଗ ବଢିଛି  । ଏକବିଂଶ ଶତାଦ୍ଦୀ ଏସିଆର ଶତାଦ୍ଦୀ । ଓ୍ବାନ୍ ଆର୍ଥ, ଓ୍ବାନ୍…

ସତର୍କ ସୂଚନା ଜାରି ହେବା ପରେ ସମସ୍ତ ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେଲା କମ୍ପାନୀ

ନୂଆଦିଲ୍ଲୀ: ଅଜୀର୍ଣ୍ଣ ଓ ବଦହଜମୀ ପାଇଁ ବ୍ୟବହାର ଡେଉଥିବା ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେବା ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ଏହି ଜେଲରୁ ଉତ୍କଟ ଗନ୍ଧ ଓ କଡା ସ୍ୱାଦ ବାହାରୁଥିବାରୁ ଡିସିଜିଆଇ କମ୍ପାନୀକୁ ସତର୍କ ସୂଚନା ଜାରୀ କରିଥିଲା । ଫଳରେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି…

ଛେଳି ପାଇଁ ଟ୍ରେନ ଟିକେଟ କାଟି ଚର୍ଚ୍ଚାରେ ବୃଦ୍ଧା

ରାଂଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ । ତେବେ ରାଂଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରି....ରାଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା…

ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ ଯୋଜନାର ଶୁଭାରମ୍ଭ କଲେ ସରକାର

ନୂଆଦିଲ୍ଲୀ: ବ୍ୟାଟେରୀ ଇନ୍ଧନ ସଂରକ୍ଷଣ ପ୍ରଣାଳୀ (ବିଇଏସଏସ)ର ବିକାଶ ପାଇଁ ସାଧନଯୋଗ୍ୟ ଶୂନ୍ୟସ୍ଥାନ ପାଣ୍ଠି ନାମକ ଯୋଜନାକୁ ମିଳିଲା କ୍ୟାବିନେଟ୍ ଅନୁମୋଦନ ।  ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେଶକୁ ସକ୍ରିୟ କରିବା ପାଇଁ ବିଇଏସ୍ଏସ୍ ଯୋଜନା ଶୁଭାରମ୍ଭ କଲେ ସରକାର । ଏହି ଯୋଜନା ଅଧୀନରେ…

ଏଲପିଜି ପରେ କମିବ ପେଟ୍ରୋଲ, ଡିଜେଲ ଦର: ଜାଣନ୍ତୁ କେତେ କମିବ

ନୂଆଦିଲ୍ଲୀ: କମିବ ଡିଜେଲ ପେଟ୍ରୋଲ ଦର । ଏଲପିଜି ପରେ ଏବେ କମିବ ପେଟ୍ରୋଲ ଡିଜେଲ ଦର କମାଇ ପାରନ୍ତି ସରକାର ।  ଦରଦାମ ବୃ୍ଦ୍ଧି ନେଇ ଲୋକେ ଅତିଷ୍ଠ ହୋଇ ପଡିଥିବାବେଳେ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ହ୍ରାସ କରିବା ମୁଡରେ ଅଛନ୍ତି ଯାହା ଖାଉଟିଙ୍କୁ ଆଶ୍ୱସ୍ତ କରିବ ।…

ଜି ୨୦ ସମ୍ମିଳନୀରେ ନେତାଙ୍କୁ ମିଳିବ ଗୀତାଜ୍ଞାନ: ଏଆଇ ଦେବ ଉତ୍ତର

ନୂଆଦିଲ୍ଲୀ:ସେପ୍ଟେମ୍ବର ୯ ଏବଂ ୧୦ ତାରିଖ  ଦିଲ୍ଲୀରେ ଆୟୋଜିତ ହେଉଛି ଜି ୨୦ ଶିଖର ସମ୍ମିଳନୀ । ଯୋଗ ଦେବେ ଦେଶ ବିଦେଶର ବଡ ବଡ ହସ୍ତୀ । ଏହି ଅବସରରେ ୱାର୍ଲଡ ଲିଡରଙ୍କୁ ଦିଆଯିବ ଗୀତା ଜ୍ଞାନ । ଆଧ୍ୟାତ୍ମିକ ଜୀବନର ଦର୍ଶନ ଏବଂ ଏହି ରହସ୍ୟ ସହ ଜଡିତ ପ୍ରଶ୍ନ ଯଦି କେହି ପଚାରେ ତେବେ…

ଦଳିତ ବୋଲି ମହିଳାଙ୍କ ହାତ ରନ୍ଧା ଜଳଖିଆ ଖାଇଲେ ନାହିଁ ଛାତ୍ରଛାତ୍ରୀ !

ଚେନ୍ନାଇ: ଦେଶ ସ୍ୱାଧୀନ ହେବାକୁ ୭ ଦଶନ୍ଧି ପୂରଣ ହୋଇସାରିଛି। ହେଲେ ଦେଶରୁ ଜାତି ପ୍ରଥା ଭଳି କୁତ୍ସିତ ବ୍ୟବସ୍ଥା ଲୋପ ପାଇ ପାରିନାହିଁ। ସଦ୍ୟ ଏହାର ଉଦାହରଣ ତାମିଲନାଡୁରେ ଦେଖିବାକୁ ମିଳିଛି। ଅଭିଭାବକମାନେ ନିଜର ପିଲାଙ୍କୁ ଦଳିତ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଜଳଖିଆ ଖାଇବାକୁ ବାରଣ…