Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ଥାନ-ଆଫଗାନିସ୍ଥାନ ମୁହାଁମୁହିଁ, ତୋରଖମ ନିକଟରେ ଗୁଳିଗୁଳା ବିନିମୟ; ବର୍ଡର ସିଲ

ଇସଲାମବାଦ:ପାକିସ୍ଥାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ତୋରଖମ ସୀମାରେ  ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ମଧ୍ୟରେ ଗୁଳିଗୁଳା ବିନିମୟ ବି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତୋରଖମ ସୀମାକୁ ସିଲ କରି ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ…

ଭାଇ-ଭଉଣୀଙ୍କୁ ପ୍ରେମୀଯୁଗଳ ଭାବି ମାରିଲେ ନିସ୍ତୁକ ମାଡ଼

ଭୋପାଳ: ବେଳେବେଳେ ରାସ୍ତାରେ ଯାଉଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଥିବା ସମ୍ପର୍କ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଯେତେବେଳେ ବି ପୁଅ-ଝିଅ ରାସ୍ତାରେ ଚାଲନ୍ତି, ସେମାନଙ୍କ ବିଷୟରେ ସମସ୍ତଙ୍କର ସମାନ ଧାରଣା ନଥାଏ। ସମାଜ ବେଳେବେଳେ ସମ୍ପର୍କକୁ ନେଇ ସମାଲଚୋନା କରିବା ଆରମ୍ଭ କରେ। ଏହି…

ଜି-୨୦ ପୂର୍ବରୁ ଦିଲ୍ଲୀକୁ ଘାରିଛି ମାଙ୍କଡ ଭୟ, ଦିଲ୍ଲୀ ଗଳି କନ୍ଦିରେ ଲାଗିଲା ମାଙ୍କଡ କଟଆଉଟ୍

ନୂଆଦିଲ୍ଲୀ: ଜି-୨୦ ପାଇଁ ଉତ୍ସବମୁଖର ହୋଇଉଠିଛି ରାଜଧାନୀ ଦିଲ୍ଲୀ । ରାସ୍ତାଘାଟ ପରିଷ୍କାର କରାଯିବା ସହ ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । କିନ୍ତୁ ଏ ଉତ୍ସବ ଭିତରେ ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ ପଲ ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଭେଟି, ୭୨୦୦ ଡାଇମଣ୍ଡରେ ମୋଦିଙ୍କ ପ୍ରତିଛବି

ନୂଆଦିଲ୍ଲୀ: ଆସନ୍ତା ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୭୩ ତମ ଜନ୍ମଦିନ ପାଳନ କରିବେ । ଏହାକୁ ନେଇ ତାଙ୍କ ସମର୍ଥକ ଏବଂ ତାଙ୍କ ପ୍ରଶଂସକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ଜନ୍ମ ଦିନକୁ ଖାସ…

‘ଜି ୨୦ ଇଣ୍ଡିଆ’ ଆପ୍ ଡାଉନଲୋଡ କରିବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ସହିତ ଜଡିତ ସମସ୍ତ ସୂଚନା ବର୍ତ୍ତମାନ ମୋବାଇଲ୍ ଆପରେ ସହଜରେ ଉପଲବ୍ଧ ହେବ। ଏଥିଲାଗି ଭାରତ ସରକାରଙ୍କ ଏକ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି। ଏହି ମୋବାଇଲ ଆପ୍ଲିକେସନର ନାମ ‘ଜି ୨୦ ଇଣ୍ଡିଆ’ ରଖାଯାଇଛି। ଜି-୨୦ ଶିଖର ସମ୍ମିଳନୀରେ ପ୍ରାୟ ୧୨୦୦ ଗଣମାଧ୍ୟମ ଏବଂ…

G-20 ସମ୍ମିଳନୀ: ବିଶ୍ୱବାସୀଙ୍କୁ ମିଲେଟ ମିଶନର ସଫଳତା କହିବେ ଦୁଇ ଆଦିବାସୀ ମହିଳା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଓଡ଼ିଶାର ମିଲେଟ ମିଶନର ସଫଳତାର କଥା କହିବେ ଦୁଇ ଆଦିବାସୀ ମହିଳା । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ଆଦିବାସୀ ମହିଳା ଦିଲ୍ଲୀ ଶିଖର ସମ୍ମିଳନୀରେ ମାଣ୍ଡିଆ, ବିଭିନ୍ନ କୃଷି ଉତ୍ପାଦ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ମିଲେଟ ମିଶନର ସଫଳତାର ବିଶ୍ୱବାସୀଙ୍କୁ…

ଭାରତ ବନାମ ଇଣ୍ଡିଆ ବିବାଦର ଘଟିଲା ଅନ୍ତ, ବଦଳିବ ନାହିଁ ଦେଶର ନାମ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହାର ଏଜେଣ୍ଡାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏହି ସମୟରେ ଦେଶର ନାମକୁ ନେଇ ଏକ ରାଜନୈତିକ ବିବାଦ ଉପୁଜିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜି-୨୦ ରାତ୍ରିଭୋଜନରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଥିବା କାର୍ଡରୁ…

ସେଲମରେ ଛାତିଥରା ଦୁର୍ଘଟଣା, ଚାଲିଗଲେ ଗୋଟିଏ ପରିବାରର ୬ଜଣ ସଦସ୍ୟ

ଚେନ୍ନାଇ: ତାମିଲନାଡୁ ସେଲିମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଜରାସ୍ତାରେ ଛିଡା ହୋଇଥିବା ଏଜ ଭ୍ୟାନକୁ ପଛପଟି ଏକ ଟ୍ରକ ଆସି ଧକ୍କା ଦେଇଛି । ଆଜି ଭୋରୁ ଘଟିଥିବା ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସମସ୍ତ ମୃତକ ଗୋଟିଏ ପରିବାରର । ସୂଚନା…

ଏସପିଜି ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ୱିଙ୍ଗ ଦାୟିତ୍ୱରେ ଥିଲେ ଅରୁଣ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ ହୋଇଛି। ଅରୁଣ ସିହ୍ନା ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ସେପ୍ଟେମ୍ବର ୪ରେ ହଠାତ୍ ଯକୃତ ଜନିତ ସମସ୍ୟା ନେଇ ତାଙ୍କୁ ଦିଲ୍ଲୀର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ସଂସଦର ବିଶେଷ ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ; ୯ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରଖିଲେ…

ନୂଆଦିଲ୍ଲୀ: ସଂସଦର ବିଶେଷ ଅଧିବେଶନକୁ ନେଇ ବିରୋଧୀ ସମାଲୋଚନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଏହି ଚିଠି ଶ୍ରୀମତୀ ଗାନ୍ଧୀ ୯ଟି ପ୍ରସଙ୍ଗ ଉପରେ ସଂସଦର ବିଶେଷ ଅଧିବେଶନରେ ଆଲୋଚନା କରିବା ପାଇଁ ଦାବି…