Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନରେ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ବୈଠକ ରଖିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୈତିକ ଦୁର୍ବଳତା ଜାରି ରହିଥିବା ବେଳେ ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ଦେଶର ଆବଶ୍ୟକତା ଅନୁଯାୟୀ ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ ସବୁକିଛି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚାରି ଘଣ୍ଟିଆ ମାରାଥନ…

ବିଗ୍ ବି ଅମିତାଭ୍ ବଚନଙ୍କ ଟ୍ବିଟ୍ ହେଲା ଭାଇରାଲ: ଇଣ୍ଡିଆ ହେବକି ଭାରତ ?!

ନୂଆଦିଲ୍ଲୀ: ଦେଶର ଇଂରାଜୀ ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। କାରଣ ଜି-୨୦ ସମ୍ମିଳନୀରେ ବିଶ୍ବନେତାଙ୍କୁ ନିମନ୍ତ୍ରଣ କରିବା ପାଇଁ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ପରିବର୍ତ୍ତେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାହୋଇଛି । ଯାହାକୁ ନେଇ ଏବେ ଜୋରଦାର ଆଲୋଚନା…

ଜି-୨୦ ପାଇଁ ଦିଲ୍ଲୀର ଏନଡିଏମସି ଅଞ୍ଚଳର ଅଳ୍ପ ସ୍ଥାନ କଟକଣାରେ ରହିବ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜି ୨୦ ସମ୍ମିଳନୀରେ କେବଳ ନୂଆଦିଲ୍ଲୀ ମ୍ୟୁନିସିପାଲଟି କାଉନସିଲ (ଏନଡିଏମସି) ଅଞ୍ଚଳର ଏକ ଛୋଟ ଅଂଶ ଉପରେ କଟକଣା ରହିବ। ଦିଲ୍ଲୀର ବାକି ଅଞ୍ଚଳ ଖୋଲା ରହିବ। ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବା ସହ…

ଜି-୨୦ ଶିଖର ସମ୍ମିଳନୀରେ ଆରବିଆଇ ପକ୍ଷରୁ ଖୋଲାଯିବ ସ୍ୱତନ୍ତ୍ର ପାଭିଲିୟନ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରଦର୍ଶନୀ ପାଭିଲିୟନ ଖୋଲାଯିବ। ଏଥିରେ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଏବଂ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଆରବିଆଇର ବିଭିନ୍ନ ସଫଳତାକୁ ପ୍ରଦର୍ଶିତ କରାଯିବ। ଆରବିଆଇ ପାଭିଲିୟନରେ ସମସ୍ୟାମୁକ୍ତ ଋଣ…

ଗୁରୁ ଦିବସ: ଓଡିଶାର ୪ ଜଣ ଶିକ୍ଷକଙ୍କ ସମେତ ୭୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା ୭୫ ଜଣିଆ…

ଚିନ୍ତାର ବିଷୟ: ହାର୍ଟରୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ

ନୂଆଦିଲ୍ଲୀ: କିଛି ଦିନ ତଳେ କରାଯାଇଥିବା ଷ୍ଟଡିରେ ମଣିଷର ରକ୍ତରେ ପ୍ଲାଷ୍ଟିକ ଥିବା ପ୍ରମାଣ ମିଳିଥିଲା । ପରୀକ୍ଷଣରେ ୮୦ ପ୍ରତିଶତ ଲୋକଙ୍କ ନିକଟରେ ଛୋଟ ଛୋଟ ପାର୍ଟିକିଲ୍ସ ରହିଥିବା ଜଣା ପଡିଥିଲା । ଏବେ ମାଇକ୍ରୋପ୍ଲାଷ୍ଟିକ୍ସ ମଣିଷର ହାର୍ଟ ଏବଂ ବ୍ରେନରେ ପଂହଚି ସାରିଛି । ଗୋଟିଏ କିମ୍ବା…

ଜଳ ଜୀବନ ମିଶନର ସଫଳତା: ୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ

ନୂଆଦିଲ୍ଲୀ: ଜଳ ଜୀବନ ମିଶନ (ଜେଜେଏମ୍‌) ଆଜି ୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। 'ସ୍ପିଡ୍ ଆଣ୍ଡ ସ୍କେଲ' ମାଧ୍ୟମରେ କାର୍ଯ୍ୟ କରି ଏହି ଜୀବନ ପରିବର୍ତ୍ତନକାରୀ ଅଭିଯାନ ମାତ୍ର ୪ ବର୍ଷ ମଧ୍ୟରେ ୧୩ କୋଟି ଗ୍ରାମୀଣ ପରିବାରକୁ…

ସ୍ବତନ୍ତ୍ର ଅଧିବେଶନରେ ‘ମୋଦୀ ଚାଳିଶା’ ଜପିବାକୁ ଯିବୁ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏଜେଣ୍ଡା ଓ ପ୍ରସ୍ତାବିତ କାର୍ଯ୍ୟସୂଚୀ ପ୍ରକାଶ ନପାଇବାରୁ ମଙ୍ଗଳବାର ସରକାରଙ୍କୁ କଂଗ୍ରେସ ତୀବ୍ର ଭର୍ତ୍ସନା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଯେତେବେଳେ ବି ସ୍ୱତନ୍ତ୍ର ଅଧିବେଶନ ଡକାଯାଏ, ସବୁ…

ବଢ଼ିଲା ବିତର୍କ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’ ଭାରତ ହେବ ?

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅଧିବେଶନରେ କଣ ଆଲୋଚନା ହେବ ସେନେଇ ସରକାର କୌଣସି ସୂଚନା ଦେଇନାହାନ୍ତି। ତେଣୁ ଏହାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରସଙ୍ଗରେ ବିତର୍କ ହେଉଛି। ଏହାରି ଭିତରେ ଦେଶର ନାଁ…

‘ଗୁରୁ ଦିବସ’ରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ ଆଜି ପବିତ୍ର ‘ଗୁରୁ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ ନିରନ୍ତର ଶିକ୍ଷକ…