Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭକୁ ନେଇ ଉଠୁଛି ପ୍ରଶ୍ନ: ପୁଣି ଥରେ ହୋଇପାରେ ଲକ୍ଡ଼ାଉନ୍

ନୁଆଦିଲ୍ଳୀ: ଜିଲ୍ ବାଇଡେନ୍ କରୋନା ପଜିଟିଭ୍: ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭ୍ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ଏଥି ସହିତ ଆମେରିକାରେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଆମେରିକାର…

ତାମିଲନାଡୁ ସଲିମରେ ଛାତିଥରା ଦୁର୍ଘଟଣା, ୬ ମୃତ: ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଚେନ୍ନାଇ: ତାମିଲନାଡୁର ସଲିମରେ ଛାତିଥରା ଦୁର୍ଘଟଣା  । ନିମିଷକରେ ଚାଲିଗଲା ୬ଜଣଙ୍କ ଜୀବନ  । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ସୂଚନା ଅନୁସାରେ ତାମିଲନାଡୁର ସେଲମ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି  । ସଙ୍କାରୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ- କାର…

୩୦ ବର୍ଷରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଛି: ଷ୍ଟଡି

ଏଡିନବର୍ଗ: ଦିନକୁ ଦିନ ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଏକ ଷ୍ଟଡିରେ ଖୁଲାସା କରାଯାଇଛି ଯେ, ୩୦ ବର୍ଷ ମଧ୍ୟରେ ୮୦ ପ୍ରତିଶତ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୧୯୯୦ରେ ୧୮.୨ ଲକ୍ଷ କ୍ୟାନ୍ସର ରୋଗୀ ଥିଲେ । ୨୦୧୯ ବେଳକୁୂ ଏହାର ସଂଖ୍ୟା…

ମାଲବୀୟ ମିଶନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଦକ୍ଷତା ବୃଦ୍ଧି…

ଦିଲ୍ଲୀ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଦକ୍ଷତା ବଢିବ  । ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ଗୁରୁ ଦିବସ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ…

ତେଜିଲା ଇଣ୍ଡିଆ ବନାମ ଭାରତ ବିବାଦ: ବିରୋଧୀ କହିଲେ ‘ଇଣ୍ଡିଆ’କୁ ଡରୁଛି ବିଜେପି

ନୂଆଦିଲ୍ଲୀ: କ’ଣ ରହିବ ଦେଶର ନାଁ ? ଭାରତ ନା ଇଣ୍ଡିଆ ?  ଜି-୨୦ ସମ୍ମିଳନୀ ପୂର୍ବରୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଭବନର  ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ବେଶି ଜୋର ଧରିଛି । ଏହି ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ…

ଅଦ୍ଭୁତ, ଅବିଶ୍ୱସନୀୟ, ଅଲୌକିକ, ବୃନ୍ଦାବନର ନିଧି ବନ: ଯେଉଁଠି ଆଜି ବି ଆସନ୍ତି ଭଗବାନ କୃଷ୍ଣ

ଉତ୍ତରପ୍ରଦେଶ: ଭାରତରେ ଏମିତି ଅନେକ ସ୍ଥାନ ଅଛି,  ଯାହାକୁ ନେଇ ଅନେକ ରହସ୍ୟମୟ ଓ ଅଲୌକିକ କାହାଣୀ ରହିଛି।  ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ…

ଭାରତର ସବୁଠୁ ଶସ୍ତା ବଜାର: କେଉଁଠାରେ ରହିଛି ଏସବୁ ମାର୍କେଟ୍…

ଦିଲ୍ଲୀ: ଯେତେବେଳେ ସପିଂର ଚିନ୍ତା ଆମ ମନକୁ ଆସେ, ମହିଳାମାନେ ପ୍ରଥମେ ଏପରି ବଜାର ବିଷୟରେ ଚିନ୍ତା କରନ୍ତି , ଯେଉଁଠାରେ ଶସ୍ତାରେ ଜିନିଷ ମିଳେ । ଆପଣ ଜାଣନ୍ତି କି , ପ୍ରତ୍ୟେକ ସହରରେ ଏପରି ବଜାର ଅଛି, ଯାହାକୁ ଭାରତର ଶସ୍ତା ବଜାର କୁହାଯାଏ  ।  ଆପଣମାନେ  ଏହି ବଜାରରେ ସବୁକିଛି ପାଇବେ…

ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସୁଛି ମଥୁରା ନଗରୀ, ଅଧ ରାତ୍ରୀରେ ଜନ୍ମ ନେବେ ପ୍ରଭୂ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ଦେଶର କୋଣ ଅନୁକୋଣରେ ଥିବା ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଦ୍ଵାରିକାନଗରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ପ୍ରଭୂ…

ରକ୍ତହୀନତା ସାଙ୍ଗକୁ କୋଷ୍ଠକାଠିନ୍ୟ ଦୂର କରିଥାଏ ପୋଟଳ ! ଜାଣନ୍ତୁ ସ୍ୱାସ୍ଥ୍ୟ ପ୍ରତି କେତେ ଫଳପ୍ରଦ ..

ଦିଲ୍ଲୀ : ପୋଟଳ ଏକ ଭଲ ପରିବା, ଯାହାକି ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭପ୍ରଦ। ପୋଟଳରେ ଭିଟାମିନ୍ ଏ,ବି ଓ୍ଵାନ୍,ବି ଟୁ ଏବଂ ଭିଟାମିନ୍ ସି ଆଦି ବହୁଳ ମାତ୍ରାରେ ରହିଛି  । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ରୋଗ ଦାଉରୁ ଲଢିବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଥିରେ ଆଣ୍ଟି…