Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ ବିଦେଶ ମନ୍ତ୍ରୀ ନିଖୋଜ; ଗତମାସରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ

ବେଜିଂ: କୁଆଡେ ଗଲେ ଚୀନ ବିଦେଶ ମନ୍ତ୍ରୀ ? ଗତ ମାସ ୨୫ ତାରିଖରୁ କେଉଁଠି ଦେଖିବାକୁ ମିଳୁ ନାହାନ୍ତି ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ । ନିଖୋଜ ହୋଇ ଯାଇଛନ୍ତି କି ଚୀନ ବିଦେଶ ମନ୍ତ୍ରୀ ? କାରଣ ଚଳିତ ମାସ ୧୩ ଓ ୧୪ ତାରିଖରେ ଜାକର୍ତ୍ତାଠାରେ ହେବାକୁ ଥିବା ବିଦେଶ ମନ୍ତ୍ରୀଙ୍କ ବୈଠକରେ…

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡିଙ୍କର ଆଜି ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ ବିଷୟରେ ତାଙ୍କର ପୁଅ ଚାଣ୍ଡି ଓମନ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।…

କେନ୍ଦ୍ରର ଅଧ୍ୟାଦେଶ: କଂଗ୍ରେସର ସମର୍ଥନ ପରେ ବି କମିନି କେଜ୍ରିଓ୍ବାଲଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ: ମେ' ୧୯ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିଲରେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କ୍ଷମତା ଏଲଜିଙ୍କ ହାତରେ ରହିବା ଉଦ୍ଦେଶ୍ୟରେ ଆଣିଛନ୍ତି। ଆପ୍ ସରକାର ଏହି ଅଧ୍ୟାଦେଶକୁ 'ପ୍ରତାରଣା' ବୋଲି କହିଛି। କାରଣ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ…

ବିରୋଧୀ ଏକାଠି ହେଉଥିବା ଦେଖି ବିଭିନ୍ନ ରାଜ୍ୟରେ ସମୀକରଣ ବଦଳାଉଛି ବିଜେପି?

ନୂଆଦିଲ୍ଲୀ: ଏକଦା ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ସେ ଏକୁଟିଆ ବିରୋଧୀଙ୍କ ଉପରେ ଭାରି ପଡ଼ିବେ। ଅର୍ଥାତ ସମସ୍ତ ବିରୋଧୀ ଯଦିବି ଏକାଠି ହେବେ ତାହାଲେ ତାଙ୍କୁ ମୁକାବିଲା କରିପାରିବେ ନାହିଁ। ମୋଦୀଙ୍କ ଏହି ପରିଭାଷା କିନ୍ତୁ ଏବେ ବଦଳିଯାଇଛି। ବିରୋଧୀ ୨୪ରୁ ଅଧିକ…

୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲେଟ ହେବ ନିଲାମ

ଲଣ୍ଡନ: ୧୨୧ ବର୍ଷ ତଳର କ୍ୟାଡବରୀ ଚକୋଲୋଟ ନିଲାମ ହେବ । ଆପଣମାନେ ଭାବୁଥିବେ ଏହି ଏକ୍ସପାୟରୀ ଚକୋଲେଟକୁ କିଏ ବା କିଣିବ ? ତେବେ ଏହାର ନିଲାମ କରୁଥିବା କମ୍ପାନୀର କହିବା ଅନୁସାରେ ଚକୋଲେଟ ବାବଦକୁ ଅତି କମରେ ୧୦୦ରୁ ୧୫୦ ଡଲାର ମିଳିବ । ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୬ରୁ ୨୦ ହଜାର ହେବ…

ଆଗ୍ରାର ତାଜମହଲ ପହଞ୍ଚିଲା ଯମୁନାର ବନ୍ୟା ପାଣି

ଆଗ୍ରା: ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ତଳକୁ ଖସିବା ପରେ ପୁଣି ଥରେ ଫୁଲିବାରେ ଲାଗିଛି । ଯାହା ଫଳରେ ଉତ୍ତରପ୍ରଦେଶର ଆଗ୍ରା-ମଥୁରାର କେତେକ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯମୁନାର ବନ୍ୟା ପାଣି ଆଗ୍ରାର ତାଜମହଲ ଯାଏ ପହଞ୍ଚିଛି । ମଥୁରାରେ ଯମୁନା ବିପଦ ସଂକେତ ଠାରୁ…

କିଲୋ ପିଛା ୬୦ ଟଙ୍କାରେ କେନ୍ଦ୍ର ବିକ୍ରି କରିବ ସବସିଡି ଡାଲି, ବଜାରକୁ ଆସିଲା ‘ଭାରତ୍‌ ଡାଲ୍‌’

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ  ପୀୟୂଷ ଗୋୟଲ ‘ଭାରତ ଡାଲ୍‌’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ବା ବୁଟ ଡାଲି ବିକ୍ରିର ଶୁଭାରମ୍ଭ କରିଛନ୍ତି । କିଲୋପ୍ରତି ୬୦ ଟଙ୍କା ଦରରେ ଗୋଟିଏ କିଲୋଗ୍ରାମ ପ୍ୟାକେଟ୍‌ ବିକ୍ରି…

ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ୧୧ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭାର ସମସ୍ତ୧୧ ସିଟ ପାଇଁ ପ୍ରାର୍ଥୀ ମନୋନୀତ ହୋଇ ସାରିଛନ୍ତି । ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ଏହି ୧୧ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗର ୬, ଗୁଜରାଟର ୩ ଏବଂ ଗୋଆର ଜଣେ ପ୍ରାର୍ଥୀ । ଏଥିସହିତ ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟ ସଭା…

ୟୁପିଏର ନୀତି ନାହଁ କି ନେତା ନାହିଁ, ଏନଡିଏ ବୈଠକରେ ସାମିଲ ହେବେ ୩୮ ଦଳ: ନଡ୍ଡା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ବିରୋଧୀ ଦଳମାନେ ଆଜି ବେଙ୍ଗାଲୁରୁରେ ଏକାଠି ହୋଇ ବୈଠକ କରୁଥିବା ବେଳେ ଆସନ୍ତାକାଲି ଏନଡିଏ ମଧ୍ଯ ବୈଠକ କରିବାକୁ ଯାଉଛି। ଦିଲ୍ଲୀରେ ଏନଡିଏର ଅଶୋକା…

ପୁଞ୍ଚରେ ବଡ ଧରଣର ଅନୁପ୍ରବେଶ ଉଦ୍ୟମ ବିଫଳ; ୨ ଆତଙ୍କୀ ନିପାତ

ଜମ୍ମୁ:ଜମ୍ମୁକାଶ୍ମୀରର ପୁଞ୍ଚରେ ଭାରତୀୟ ସେନାର ବଡ ସଫଳତା । ଏକ ବଡ ଧରଣର ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ସହ ନିୟନ୍ତ୍ରଣ ରେଖା ପାର କରୁଥିବା ୨ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା । ଘଟଣାସ୍ଥଳରୁ ଜଣେ ଆତଙ୍କୀର ଶବକୁ ଜବତ କରାଯାଇଛି । ଅନ୍ୟ ଜଣେ ଆତଙ୍କୀ ଶରୀରରେ…