Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱର ସର୍ବୋତ୍ତମ ଷ୍ଟ୍ରିଟ୍ ଫୁଡ୍ ମିଠା ତାଲିକାରେ ସ୍ଥାନ ପାଇଲା ୩ ଟି ଭାରତୀୟ ମିଠା

ନୂଆଦିଲ୍ଲୀ: ଭାରତୀୟ ମିଠା ପ୍ରସଙ୍ଗରେ ଯେତେବେଳେ ଆଲୋଚନା ହୁଏ, କେଉଁ ମିଠା ସବୁଠୁ ଭଲ ତାହା ଚୟନ କରିବା ଟିକେ କଷ୍ଟ ହୋଇପାଡେ। କାରଣ ଭାରତରେ ଏତେ ପ୍ରକାରର ମିଠା ରହିଛି ଯାହାର ସ୍ୱାଦ ସବୁଠାରୁ ଭିନ୍ନ। ପ୍ରତ୍ୟେକ ମିଠାର ଗୁଣବତ୍ତା ଏବଂ ବିବିଧତା ଅନ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। କିନ୍ତୁ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା, ନିର୍ବାଚନ ତଦନ୍ତ ବନ୍ଦ କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ଟ୍ରମ୍ପଙ୍କ ନିର୍ବାଚନ ଅନୁସନ୍ଧାନକୁ ରୋକିବା ପାଇଁ ଯେଉଁ ଆବେଦନ କରାଯାଇଥିଲା ସେହି ଆବେଦନକୁ ଜର୍ଜିଆ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଓକିଲ ଫନି ୱିଲିସ୍ଙ୍କୁ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ ନକରିବାକୁ…

ପ୍ରତିଶ୍ରୁତି ରକ୍ଷା କଲା ଆମେରିକା, ଭାରତକୁ ଫେରାଇଲା ୧୦୫ଟି ପ୍ରାଚୀନ ମୂର୍ତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକା ଭାରତକୁ ଫେରାଇଲା ୧୦୫ଟି ଚୋରି ହୋଇଥିବା ପ୍ରାଚୀନ ମୂର୍ତ୍ତି। ଖୁବ ଶୀଘ୍ର ଭାରତକୁ ଅଣାଯିବ ଏହି ଐତିହାସିକ ପ୍ରତୀମା। ଏହି ସମସ୍ତ ମୂର୍ତ୍ତି ପ୍ରାଚୀନ କାଳର। ଶହ ଶହ ବର୍ଷ ପୂର୍ବେ ଏହି ମୂର୍ତ୍ତିଗୁଡ଼ିକ ଭାରତରୁ ଚୋରି ହୋଇ ଆମେରିକାକୁ ସ୍ଥାନାନ୍ତର…

ସାହାରା ନିବେଶକଙ୍କୁ ଫେରସ୍ତ ମିଳିବ ଟଙ୍କା: ରିଫଣ୍ଡ ପୋର୍ଟାଲରେ କେମିତି କରିବେ ଆବେଦନ, ଜାଣନ୍ତୁ

ନୂଆଦିଲ୍ଲୀ: ସାହାରା ଜମାକାରୀଙ୍କ ପାଇଁ ଖୁସି ଖବର । ସାହାରାରେ ଟଙ୍କା ଜମା କରିଥିବା ହିତାଧିକାରୀ ଫେରି ପାଇବେ ନିଜ ନିଜ ଟଙ୍କା । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସାହାରା ରିଫଣ୍ଡ ପୋର୍ଟାଲର ଲଞ୍ଚ କରିଛନ୍ତି । ଆଜି ଦିଲ୍ଲୀର ଅଟଳ ଉର୍ଜା ଭବନରେ ଗୃହମନ୍ତ୍ରୀ ଅମିତ ଶାହ…

ଏୟାରଫିଲ୍ଡରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ସମେତ ୫ ମୃତ, ୫ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଧ୍ୟ ପୋଲାଣ୍ଡରେ ଏକ ଏୟାରଫିଲ୍ଡ ହ୍ୟାଙ୍ଗରରେ ସେସନା ବିମାନ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ପୋଲାଣ୍ଡର ରାଜ୍ୟ ଅଗ୍ନିଶମ ସେବାର ମୁଖ୍ୟ କମାଣ୍ଡାଣ୍ଟ ଆନ୍ଦ୍ରେଜେ ବାର୍ଟକୋୱିଆକ୍ ସୂଚନା ଦେଇ…

ପଣସ ମଞ୍ଜିରୁ କଫି ଓ ପାୟସମ କରି ସ୍ୱାବଲମ୍ବୀ ହେଲେ ଜୈମି

କେରଳ: ପଣସ ମଞ୍ଜି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ସାଧାରଣତଃ ଏହାକୁ ଭାଜି, ପୋଡି କିମ୍ବା ତରକାରୀରେ ରାନ୍ଧି ଖିଆଯାଇଥାଏ । ହେଲେ ପଣସ ମଞ୍ଜିରୁ କଫି କିମ୍ବା ଖିରି ପ୍ରସ୍ତୁତ ହେବା କଥା କେହି କଳ୍ପନା କରି ନଥିବେ । ତେବେ କେରଳର ଜୈମି ସାଜି ପଣସ ମଞ୍ଜିକୁ ଦେଇଛନ୍ତି ଏକ ନୂଆ…

ଓଟିଟି ପ୍ଲାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଞ୍ଝ ଜିଲ୍ଲାରେ ସୁରକ୍ଷା ବାହିନୀର ବଡ଼ ସଫଳତା। ଆତଙ୍କବାଦୀ ଓ ଯବାନାଙ୍କ ମଧ୍ୟରେ ଚାଲିଥିଲା ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୪ ଆତଙ୍କୀ। ମିଳିଥିବା ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଅନୁପ୍ରବେଶ କରିଥିଲେ ଏବଂ କାଶ୍ମୀରରେ କିଛି ବଡ଼…

ବିଜେପି ବିରୋଧରେ ବିରୋଧୀଙ୍କ ରଣନୀତି: ଆଜି ଏନଡିଏ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଯାଇଛି । ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ହଟାଇବା ଉଦ୍ଦେଶ୍ୟରେ ପ୍ରମୁଖ ବିରୋଧୀ ଦଳଙ୍କ ପ୍ରଥମ ବୈଠକ ଗତକାଲି ପାଟନା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବେଙ୍ଗାଲୁରୁ ଠାରେ ଦ୍ବିତୀୟ ବୈଠକ ହେବାକୁ ଯାଉଛି।…

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦର, ପୋର୍ଟ ବ୍ଲେୟାରର ନୂତନ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ। ପ୍ରାୟ ୭୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ଏହି ନୂତନ ଇଣ୍ଟିଗ୍ରେଟେଡ ଟର୍ମିନାଲ…