Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ-‘ଏପରି ମାନସିକତା ପାଇଁ ଆମ ପାଖରେ କେବଳ ସହାନଭୂତି ଅଛି’

ନୂଆଦିଲ୍ଲୀ: ଜାତିସଂଘରେ ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ । ପାକିସ୍ତାନ ସ୍ଥାୟୀ ସଦସ୍ୟଙ୍କ ଭାରତ ବିରେଧୀ ବକ୍ତବ୍ୟ ଉପରେ କଡ ଟୀପ୍ପଣୀ ଶୁଣାଇଛି ଭାରତ ।  ଜାତିସଂଘର ସ୍ଥାୟୀ ପ୍ରତିନିଧି  ରୁଚିରା କମ୍ବୋଜ ପାକିସ୍ତାନକୁ ତାହାର ଅଜ୍ଞାନ ମାନସିକତା ଏବଂ ଶାନ୍ତିର ସଂସ୍କୃତି ବୁଝିବାରେ…

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣଙ୍କୁ କ୍ଲିନଚିଟ୍

 ନୂଆଦିଲ୍ଲୀ:ରେସଲିଂ ଫେଡେରେସନ ଅଫ ଇଣ୍ଡିଆା (WFI)ର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ଚାର୍ଜସିଟ ଦାଖଲ କରିଛି । ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ କୁମାରଙ୍କ ପାଖରେ ଏହି ଚାର୍ଜସିଟ ଦାଖଲ କରିଛି ପୋଲିସ  । ଏଥିରେ ପଟିଆଲା…

ଖଲିସ୍ତାନ ଆତଙ୍କୀ ଅବତାର ଖାଣ୍ତାର ମୃତ୍ୟୁ; ଅମ୍ରିତପାଲର ଥିଲା ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ:ଆତଙ୍କୀ ସଂଗଠନ ଖଲିସ୍ଥାନ ଲିବରେଶନ ଫୋର୍ସ (କେଏଲଏଫ)ର ପ୍ରମୁଖ ଅବତାର ସିଂହ ଖାଣ୍ଡାର ବର୍ମିଂହୋମର ସେଣ୍ଡବଲ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଅବତାର ସିଂ ଖାଣ୍ଡା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଥିଲା । ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନ ଥିଲେ ହେଁ…

ଗ୍ରୀସ୍ ଉପକୂଳ ଭୂମଧ୍ୟ ସାଗରରେ ବୁଡ଼ିଗଲା ଜାହାଜ: ୭୯ ମୃତ, ଅନେକ ନିଖୋଜ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀସ୍ ଉପକୂଳ ଅନ୍ତର୍ଗତ ଭୂମଧ୍ୟ ସାଗରରେ ଭାରସାମ୍ୟ ହରାଇ ବୁଡ଼ିଗଲା ମାଛଧରା ଜାହାଜ। ଏହି ଜାହାଜରେ ୭୫୦ଜଣ ଲୋକ ଥିବା କୁହାଯାଉଛି। ଅତି କମରେ ୭୯ ଜଣ ପ୍ରବାସୀ ବୁଡ଼ି ମରିଯାଇଥିବା ବେଳେ ଶହ ଶହ ଲୋକେ ନିଖୋଜ ଥିବା ସୂଚନା ରହିଛି। ଗତ କିଛି ବର୍ଷ ମଧ୍ୟରେ…

ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ବିପର୍ଯ୍ୟୟ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଜୁରାଟ ତଟ ମୁହାଁ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’। ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା। ସମୁଦ୍ରରେ ଆସିପାରେ ଉଚ୍ଚ ଜୁଆର। ଆଜି ସନ୍ଧ୍ୟା ୪ ଟାରୁ ରାତି ୮ ଟା ମଧ୍ୟରେ ଗୁଜୁରାଟର କଚ୍ଛ ଜିଲ୍ଲା ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା।…

‘ଡେଭେଲପିଂ କଣ୍ଟ୍ରି’ ମାନ୍ୟତା ହରାଇବ ଚୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ସବୁଠାରୁ ବଡ଼ ଅର୍ଥନୀତି ଦେଶ ଆମେରିକା ଏବଂ ଚୀନ୍ ମଧ୍ୟରେ ପାରସ୍ପରିକ ତିକ୍ତତା ବୃଦ୍ଧି ପାଉଛି। ଅର୍ଥନୈତିକ ଦୃଷ୍ଟିରୁ ଆମେରିକା ସଂସଦ ଏକ ନୂତନ ନିୟମକୁ ଅନୁମୋଦନ କଲାବେଳେ ଚୀନକୁ ବଡ଼ ଝଟକା ଦେଇଛି। ମଙ୍ଗଳବାର ଆମେରିକା ସିନେଟ ବାଇପାର୍ଟିସନ୍ ବିଲକୁ…

ଅଜିତ୍ ଡୋଭଲଙ୍କୁ ଅନ୍ତର୍ଜାତୀୟ ସମ୍ପତ୍ତି କହିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତୀର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ୍ ଡୋଭଲଙ୍କୁ ଭୁରି ଭୁରି ପ୍ରଂଶସା କଲେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟ୍ଟି। ସୂଚନା ଅନୁସାରେ ନୂଆଦିଲ୍ଲୀରେ ଆମେରିକା-ଭାରତର ମିଳିତ କାର୍ଯ୍ୟକ୍ରମ କ୍ରିଟିକାଲ୍‌ ଆଣ୍ଡ୍‌ ଏମର୍ଜିଂ…

ଆମେରିକାର ଜଣେ ଟ୍ରକ ଡ୍ରାଇଭର ମାସକୁ କେତେ ରୋଜଗାର କରନ୍ତି?

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଜଣେ ଭାରତୀୟ ଡ୍ରାଇଭରଙ୍କ ସହ ଆମେରିକାରେ ଏକ ଟ୍ରକ୍ ଯାତ୍ରା କରୁଥିବା ନଜର ଆସିଛନ୍ତି। ଏହି ସମୟରେ ରାହୁଲ ଏହି ଟ୍ରକ୍ ଡ୍ରାଇଭର ସହିତ ଅନେକ…

ବିପର୍ଯ୍ୟୟ ପାଇଁ ଅନେକ ଗାଁ ବିପଦରେ, କାହିଁକି ଗୁଜରାଟ ଓଡ଼ିଶାଠୁ ଶିଖିବା ଉଚିତ?

ନୂଆଦିଲ୍ଲୀ: ଗୁଜରାଟରେ ବାତ୍ୟା 'ବିପର୍ଯ୍ୟୟ' ପାଇଁ ୧୭୦୦ ରୁ ଅଧିକ ଗାଁ, ୭୫ଟି ଉପକୂଳ ସହର ଏବଂ ୪୧ ଟି ବନ୍ଦରର ସ୍ଥିତି ବିପଦରେ ରହିଛି। ଆସନ୍ତାକାଲି ଗୁଜରାଟରେ ଲ୍ୟାଣ୍ଡଫଲ କରିବାର ଅଛି ଏହି ବାତ୍ୟା। ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୩୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…