Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁଳିମାଡ଼ ପରେ ମେଡିକାଲ୍ ଯାଉଥିଲେ ମାଆପୁଅ, ଆମ୍ବୁଲାନ୍ସରେ ଜୀଅନ୍ତା ଜାଳିଦେଲେ ହିଂସାକାରୀ

ଇମ୍ଫାଲ୍: ମଣିପୁରରେ ମେ ୩ରୁ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆଉ ଏହାରି ଭିତରେ ହିଂସା ସୃଷ୍ଟି କରିଥିବା ଲୋକେ ମାଆପୁଅ ସହ ୩ ଜଣଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି । ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ…

ମୁଖତାର ଅନ୍ସାରୀର ଶୁଟର ସଞ୍ଜୀବଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା

ଲକ୍ଷ୍ନୌ: ସ୍ଥାନୀୟ କୋର୍ଟ ପରିସରାର ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍ସାରୀଙ୍କ ଡାହଣ ହାତ ତଥା ଶାର୍ପ ଶୁଟର ସଞ୍ଜୀବ ମାହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାରୀ ଓକିଲଙ୍କ ବେଶରେ ଆସି ଏହି କାଣ୍ଡ ରଚିଥିଲେ । ଏଥିରେ ସିପାହୀ ଲାଲ ମହମ୍ମଦ ଏକ ଛୋଟ ପିଲା ଆହତ ହୋଇଛନ୍ତି ।…

କାନାଡା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

ଓଟୱା: କାନାଡା ଜଙ୍ଗଲ ଏବେ ଜଳୁଛି । ଏହାର ପ୍ରଭାବରେ ୧୦ଟି ଅଂଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁସାରେ ୩୩ ହଜାର ସ୍କ୍ୱାୟର ଫୁଟ ଅଂଚଳ ଜଳି ସାରିଛି । ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକ ଘର ଛାଡି ସାରିଛନ୍ତି । ୪୧୩ଟି ଛୋଟ ବଡ ଜଙ୍ଗଲରେ ନିଆଁ ଲାଗିଛି । ୨୪୯ଟି ଅଂଚଳର…

ରାଜସ୍ଥାନରେ ବିଜେପିର ଜନ ଆକ୍ରୋଶ ଯାତ୍ରା ବନାମ ଗେହଲଟଙ୍କ ମାଗଣା ଯୋଜନା

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ବର୍ତ୍ତମାନ ରୋଚକ ମୋଡ଼କୁ ଆସିଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନ ହୁଏ। ତେଣୁ ବର୍ତ୍ତମାନ କଂଗ୍ରେସ ସରକାର ଥିବାରୁ ଆଗକୁ ବିଜେପି ଶାସନକୁ ଫେରିବା ପାଇଁ ସବୁ ଉଦ୍ୟମ କରୁଛି। ରାଜସ୍ଥାନ…

ବିଜେପି ହାରିବା କାରଣ ଖୋଜୁଛି, ଜିତିବା ରାସ୍ତା ପ୍ରସ୍ତୁତ କରୁଛି

ଭୁବନେଶ୍ୱର: ହାରିବାର କାରଣ ଖୋଜୁଛି ବିଜେପି। କର୍ଣ୍ଣାଟକରେ ସବୁ ଶକ୍ତି ଖଟାଇବା ପରେ ମଧ୍ୟ ଦଳ କାହିଁକି ହାରିଲା ତାର କାରଣ ଖୋଜା ଆରମ୍ଭ ହୋଇଛି। ବିଜେପିର ଜାତୀୟ ସଭାପତି ଜେ ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଦଳର ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ପ୍ରମୁଖ ବୈଠକ କରିବା ସହ ହାରିବାର…

ଧାନ ସହ ମୁଗ, ବିରି ଓ ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ୍ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ରର ମୋଦି ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଖରିଫ ଫସଲର ଏମଏସପି ବୃଦ୍ଧିକୁ ଅନୁମୋଦନ ଦେଇଛନ୍ତି । ଧାନ ଦର ୧୪୩ ଟଙ୍କା ବୃଦ୍ଧି କରିଛନ୍ତି…

ପୁଣି ଦୁର୍ଘଟଣା; ଏଲ୍‌ପିଜି ଗ୍ୟାସ୍ ନେଇ ଯାଉଥିବା ମାଲ୍‌ବାହୀ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ

ଜବଲପୁର: ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାରେ ଏକ୍ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ମଙ୍ଗଳବାର ରାତିରେ ମାଲବାହୀ ଟ୍ରେନ୍‌ର ଦୁଇଟି ଏଲ୍‌ପିଜି ରାକ୍‌ ବଗି ଲାଇନ୍‌ଚ୍ୟୁତ ହୋଇଛି। ଗ୍ୟାସ୍ ଟ୍ୟାଙ୍କର ଖାଲି କରିବାକୁ ଟ୍ରେନ୍‌ଟି ମଧ୍ୟ ପ୍ରଦେଶର…

୨୦୩୦ ସୁଦ୍ଧା ଲୋପ ପାଇବ ସମୁଦ୍ର ବରଫ, ବୃଦ୍ଧି ପାଇବ ବିଶ୍ୱର ତାପମାତ୍ରା

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରକୃତିର ପରିବର୍ତ୍ତନ ଯୋଗୁଁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିଲା ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ୍ ମହାସାଗରର ସମର ସି ଆଇସ ବା…

ଇରାନକୁ ଆହୁରି ଶକ୍ତିଶାଳୀ କଲା ହାଇପରସୋନିକ ମିସାଇଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶବ୍ଦ ଠାରୁ ଅଧିକ ୧୫ ଗୁଣ ଦୃତରେ ଗତି କରୁଥିବା ଏକ ହାଇପରସୋନିକ୍ ମିସାଇଲ ଲଞ୍ଚ କଲା ଇରାନ। ଇରାନ ଦାବି କରିଛି ଯେ ଫତାହ ନାମକ ଏହି ମିସାଇଲର ଲକ୍ଷ୍ୟ ଭେଦ କରିବାର କ୍ଷମତା ୧୪ଶହ କିମି ରହିଛି। ଏହାର ଗତି ଅଧିକ ସ୍ପିଡ ଥିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ…

ମଝି ଆକାଶରେ ଏୟାର ଇଣ୍ଡିଆକୁ ଝଟକା, ଋଷ ବିମାନ ବନ୍ଦରରେ କଲା ଜରୁରୀକାଳୀନ ଅବତରଣ

ଓଡିଶା ସମ୍ବାଦ ବ୍ୟୁରୋ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନର ଇଞ୍ଜିନ ତୃଟି। ଜରୁରୀକାଳୀନ ଅବତରଣ ପାଇଁ ଋଷକୁ ମାଗିଲା ଅନୁମତି। ସୂଚନା ଅନୁସାରେ ମଙ୍ଗଳବାର ଦିଲ୍ଲୀରୁ ସାନ ଫ୍ରାନ୍ସିସକୋକୁ ଏୟାର ଇଣ୍ଡିଆ ବିମାନ AI173 ଉଡ଼ାଣ ଭରିଥିଲେ। ହେଲେ ହଠାତ ମଝି ଆକାଶରେ ଦେଖାଦେଇଥିଲା ଯାନ୍ତ୍ରୀକ…