Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ୨୪ ଘଣ୍ଟା ପାଇଁ ଖୋଲା ରହିବ ବାଣିଜ୍ୟିକ ପ୍ରତିଷ୍ଠାନ, ଅନୁମୋଦନ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ସ୍ଥାନୀୟ ଲୋକେ କରିପାରିବେ ନାଇଟ ସପିଂ। ୨୪ ଘଣ୍ଟା ପାଇଁ ଖୋଲା ରହିବ ଦୋକାନ। ଜାତୀୟ ରାଜଧାନୀ ଦିଲ୍ଲୀରେ ୧୫୫ଟି ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ମୃତ୍ୟୁର ଦୁଇ ଦିନ ପରେ ମୃତକଙ୍କୁ ମିଳିଲା ଜାମିନ

ମୁମ୍ବାଇ: ମୃତ୍ୟୁର ଦୁଇ ଦିନ ପରେ ଜଣେ ବ୍ୟକ୍ତିଙ୍କୁ ମିଳିଲା "ଚିକିତ୍ସା ଏବଂ ମାନବ ଅଧିକାର" ଆଧାରରେ ଅସ୍ଥାୟୀ ଜାମିନ। ଏକ ଠକେଇ ମାମଲାରେ ଗିରଫ ହୋଇଥିବା ୬୨ ବର୍ଷିୟ ବ୍ୟକ୍ତିର ମୃତ୍ୟୁ ପରେ ମୁମ୍ବାଇ କୋର୍ଟ ଅସ୍ଥାୟୀ ଜାମିନ ପ୍ରଦାନ କରିଛନ୍ତି। ମେ ୯ ତାରିଖରେ ତାଙ୍କ ଜାମିନ ଆବେଦନ ଉପରେ…

ଆତଙ୍କବାଦୀ ସହଯୋଗୀଙ୍କ ୧୦ଟି ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କାନାଡାରେ ରହୁଥିବା ଆତଙ୍କବାଦୀ ଅର୍ଶଦୀପ ଡାଲାର କିଛି ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ପଞ୍ଜାବ ଏବଂ ହରିୟାଣାରେ ସେମାନଙ୍କ ସହ ଜଡିତ ୧୦ ଟି ସ୍ଥାନରେ ଚଢାଉ କରିଛି। ଏନେଇ ଜଣେ ଅଧିକାରୀ ସୂଚନା…

ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କୁ ସହାୟତାର ହାତ ବଢାଇଲେ ମୁକେଶ ଅମ୍ବାନୀ : ପୀଡ଼ିତ ପରିବାରର ଜଣଙ୍କୁ ଦେବେ ଚାକିରି

ନୂଆଦିଲ୍ଲୀ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ…

‘ହିମାଚଳ ରାଜନୀତି’, ଦଳୀୟ ନେତାଙ୍କ କଥା ଶୁଣୁନି କଂଗ୍ରେସ ସରକାର!

ଭୁବନେଶ୍ୱର: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିଭିନ୍ନ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ସହ ଏହାକୁ ପ୍ରଚାର ପ୍ରସାର କରୁଛି। ଏପରିକି ବିଧାନସଭା ନିର୍ବାଚନ ପରେ ଶିମଲା ନଗର ନିଗମ ନିର୍ବାଚନରେ ମଧ୍ୟ ବାଜି ମାରିଛି କଂଗ୍ରେସ। କିନ୍ତୁ ଏବେ ଦଳ ଭିତରେ ନେତୃତ୍ୱକୁ ନେଇ ଟୀକା…

‘ମହାରାଷ୍ଟ୍ର ରାଜନୀତି’, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେ ଭାଙ୍ଗିଯିବ ସରକାର !

ଭୁବନେଶ୍ୱର: ଆଗକୁ ଦେଶର ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଉପରେ ପ୍ରମୁଖ ଦଳଗୁଡିକର ନଜର ରହିଛି। ପ୍ରଥମେ ଏମଭିଏ ମେଣ୍ଟ ସରକାର ଗଢିଥିବା ବେଳେ ଘଟଣାକ୍ରମେ ସିନ୍ଦେ ବିଜେପି ସରକାର ଏବେ ରାଜ୍ୟରେ ଚାଲିଛି। ମହାରାଷ୍ଟ୍ର ରାଜନୀତି ଏବେ ବହୁ ଉତ୍ଥାନପତନ ମଧ୍ୟରେ…

‘ବାଲେଶ୍ଵର ଟ୍ରେନ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ’

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦେଶର ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗୋଟିଏ ପଟେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୃଣମୂଳ କଂଗ୍ରେସ ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଥିବା…

ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିଲା, ଖରସୋନରେ ହାଇ ଆଲର୍ଟ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ମଙ୍ଗଳବାର ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗି ଯାଇଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛନ୍ତି । ରଏଟର୍ସ ରିପୋର୍ଟ ଅନୁସାରେ ଖରସୋନାରେ ଏହାର ପାଣି ପଶିବାରୁ ହାଇ ଆଲର୍ଟ ଜାରୀ କରାଯାଇଛି । ଏବେ ୮୦ ଗ୍ରାମ ବିପଦରେ ପଡିଛି ।…

୨୦ ବର୍ଷ ପରେ ଏନସିବି ହାତରେ ସବୁଠୁ ବଡ଼ ଡ୍ରଗ୍ସ ରାକେଟ୍; ଡାର୍କନେଟ୍ ଓ କ୍ରିପ୍ଟୋରେ ହେଉଥିଲା କାରବାର

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ସବୁଠୁ ବଡ଼ ଡ୍ରଗ୍ସ ରାକେଟକୁ ଧରିବାରେ ସକ୍ଷମ ହୋଇଛି । ରେଡ୍ ବେଳେ ଏନସିବି ହଜାରେ କୋଟିର ଅଧିକ ମୂଲ୍ୟର ଲିସର୍ଜିକ ଏସିଡ୍ ଡାଇଏଥିଲେମାଇଡ୍ (LSD) ଜବତ କରିଛି । ଚଢ଼ାଉ ସହ ଏନସିବି ଦେଶବ୍ୟାପୀ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା କରି ଅନେକ…

ବାହାନଗା ଟ୍ରେନ୍ ଦୁର୍ଘଟଣା; ଭୁବନେଶ୍ୱର ଏମ୍ସରେ ଥିବା ୬୬ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣରେ ଭୁବନେଶ୍ୱର ଏମ୍ସରେ ଥଇବା ୧୨୩ ମୃତଦେହ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୬ଟି ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ଦିଆଯାଇ ସାରିଲାଣି। ବାକି ୫୭ ମୃତଦେହ ମଧ୍ୟରୁ ୪୧ଟି ମୃତଦେହକୁ ଦୁଇଟି କଣ୍ଟେନରରେ ରଖାଯାଇଥିବା ସୂଚନା ମିଳିଚି। ଏମ୍ସରେ ଏଠାରେ…