Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ମାଗିଲେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ପୁଣିଥରେ ଅଦଳ ବଦଳ ଚର୍ଚ୍ଚା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ବୈଠକ ଡାକିଛନ୍ତି। ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ବସିବ ଏହି ବୈଠକ। ସମସ୍ତ ମନ୍ତ୍ରୀଙ୍କୁ ଏହି ବୈଠକରେ ଯୋଗଦେବାକୁ କୁହାଯାଇଛି। ଏହି ସମୟରେ ସମସ୍ତ ମନ୍ତ୍ରୀ ନିଜ ନିଜ…

ଦଳରେ ବିଦ୍ରୋହ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଲେ ଏନସିପିର ଅଧ୍ୟକ୍ଷ କିଏ?

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପାର୍ଟି ଏନସିପିରେ ଦେଖାଦେଇଥିବା କଳହ ଭିତରେ ଦାଦା ଓ ପୁତୁରା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଅଜିତ ପାୱାର ସିନ୍ଦେ-ଫଡନାଭିସ୍ ଶିବିରରେ ସାମିଲ ହେବା ପରେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏନସିପି ରାଷ୍ଟ୍ରୀୟ ସଭାପତି ଶରଦ…

ଦିଲ୍ଲୀ ଏନସିଆର ର‌୍ୟାପିଡ ରେଲ ପ୍ରୋଜେକ୍ଟ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ରେଲ ପ୍ରୋଜେକ୍ଟ ନେଇ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ଭର୍ତ୍ସନା କରିଛି । ଏହି ପ୍ରୋଜେକ୍ଟ ପାଇଁ ଅର୍ଥର ଅଭାବ ରହିଛି ବୋଲି ଦିଲ୍ଲୀ ସରକାର ପକ୍ଷରୁ କୁହାଯାଇଥିଲା । ସୁପ୍ରିମକୋର୍ଟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜ୍ଞାପନ…

କାନବେରାରେ ଶ୍ରଦ୍ଧା ଓ ଭକ୍ତିରେ ପାଳିତ ହେଲା ଘୋଷଯାତ୍ରା

କାନବେରା: ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରଦ୍ଧା ଆଉ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇ ଯାଇଛି ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା  । ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି ଭବ୍ୟ ସମାରୋହର ସଫଳ କାର୍ଯ୍ୟାନ୍ଵୟନ ପାଇଁ ଅଷ୍ଟ୍ରେଲିଆ ଓଡ଼ିଆ…

ଶାଶୁଙ୍କ ଡ଼୍ୟାନ୍ସ ଦେଖି ମଣ୍ଡପ ଛାଡ଼ି ଛୁ ମାରିଲା ବର

ଉତ୍ତରପ୍ରଦେଶ: ଏପଟେ କନ୍ୟାର ଫ୍ଲାଇଙ୍ଗ୍ କିସ ସେପଟେ ଶାଶୁର ସିଗାରେଟ ଧରି ଡ଼୍ୟାନ୍ସ । ଭୟର ବର ଫେରାର । ବ୍ୟାଣ୍ଡ, ବାଜା, ବାରାତ୍ ଧରି ବାହାଘର ମଣ୍ଡପରେ ପହଞ୍ଚିଲା ବର । ନାଚଗୀତରେ ମସଗୁଲ ଥିଲେ ବର ଓ କନ୍ୟା ପକ୍ଷ । ହେଲେ ବର ଆଖିରେ ପଡ଼ିଲା କନ୍ୟା ଆଉ ଶାଶୁର ରଙ୍ଗଢ଼ଙ୍ଗ । ଡ଼ିଜେର ତାଳେ…

ଜୁଲାଇ ୧୩ ରେ ଚନ୍ଦ୍ରୟାନ-୩

ଜୁଲାଇ ୧୩ ରେ ଆରମ୍ଭ ହେବ ଚନ୍ଦ୍ରୟାନ -୩ର ମିଶନ ପକ୍ରିୟା । ଏନେଇ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) । ଭାରତୀୟ ମହାକାଶ ଗବେଷଣା ସଂଗଠନ ଚେୟାରମ୍ୟାନ ଏସ୍.ସୋମନାଥ କହିଛନ୍ତି ଯେ, ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରୟାନ -୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆମର ଆଶା । ଜୁଲାଇ ୧୩ରେ…

ଜାତୀୟ ପୁରୁଷ କମିଶନ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାଲି ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି ତାହା ନୁହେଁ। ପୁରୁଷମାନେ ମଧ୍ୟ ଘରୋଇ ହିଂସାର ଶିକାର ହେଉଛନ୍ତି। ଏନେଇ ବିବାହିତ ପୁରୁଷମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। କିନ୍ତୁ ଜୁଲାଇ ୩ ତାରିଖରେ ସୁପ୍ରିମକୋର୍ଟ ଜାତୀୟ ପୁରୁଷ…

ସାବତ ମା’ର ଏସିଡ ମାଡ ଶରୀରକୁ କୁରୂପ କରିଦେଲା, ତଥାପି ଜୀବନ ଯୁଦ୍ଧରେ ଚମକୁଛନ୍ତି ରୂପା

ଉତ୍ତରପ୍ରଦେଶ: ମା, କେତେ ମିଠା ଶବ୍ଦଟିଏ । ସନ୍ତାନ ପାଇଁ ମା’ ର ମନ ସବୁବେଳେ ବ୍ୟାକୁଳ । ସନ୍ତାନର ଶୁଭ ମନାସି ମା କରେ କେତେ ପୁଜା ପାଠ । ଆଉ ଯେତେବେଳେ ସେଇ ମା ସ୍ନେହ ମମତା ଭୁଲି ରାକ୍ଷାସି ପାଲଟି ଯାଏ ସେତେବେଳେ ଗୋଟେ ସନ୍ତାନ ପାଇଁ ତାର ପୁରା ପୃଥିବୀ ନିଷ୍ତବ୍ଦ ହୋଇଯାଏ । କ୍ରୋଧର…

ପିଓକେରେ ଷଡଯନ୍ତ୍ର ରଚୁଛି ପାକିସ୍ଥାନ: ଛୋଟ ପିଲାଙ୍କୁ ଅପହରଣ କରି ଦେଉଛି ଆତଙ୍କୀ ତାଲିମ

ଇସଲାମବାଦ: ଆତାଙ୍କବାଦର ପୁଷ୍ଠପୋଷକ ସାଜିଛି ପାକିସ୍ତାନ । ବିଭିନ୍ନ ପ୍ରଲୋଭନ ଦେଖାଇ ଏଇ ଘୃଣ୍ୟ କାମରେ ଯୁବଗୋଷ୍ଠୀକୁ ସାମିଲ କରୁଥିଲା । ଏବେ ଛୋଟ ପିଲାଙ୍କୁ ବି ଛାଡିନି ।  ପାକ ଅଧିକୃତ କଶ୍ମୀରରେ ଛୋଟ ଛୋଟ ପିଲାମାନଙ୍କୁ ଜବରଦସ୍ତ ଆତଙ୍କବାଦୀ ସଜାଇବାର ଷଡଯନ୍ତ୍ର ଚାଲିଛି ।…

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍, ଆକ୍ସନ୍ ମୋଡରେ ଏସପିଜି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରେ ଉଡିଲା ଡ୍ରୋନ୍। ଆକ୍ସନ ମୋଡରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧୀନରେ ନିୟୋଜିତ ଏସପିଜି। ଏନେଇ ଆଜି ସକାଳ ୫.୩୦ରେ ଏସପିଜି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଫୋର୍ସ ବରିଷ୍ଠ ଅଧିକାରୀଙ୍କ ସହ…