Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଧାରା ୩୭୦ ଉଚ୍ଛେଦ ଉପରେ ଜୁଲାଇ ୧୧ ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଶୁଣାଣିକୁ ସ୍ୱାଗତ କରିଛନ୍ତି ଜମ୍ମୁ କାଶ୍ମୀରର ରାଜନେତା। ସେମାନେ କହିଛନ୍ତି ଯେ ଶୁଣାଣି ସଠିକ୍ ଦିଗରେ ହେବ ବୋଲି ଆଶା କରୁଛୁ। ସିଜେଆଇ ଡି.ଓ୍ବାଇ…

ଆଜି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ, ଭର୍ଚ୍ଚୁଆଲି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଭାରତର ଅଧ୍ୟକ୍ଷତାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ଭର୍ଚ୍ଚୁଆଲି କରାଯିବ। ଆଜି ଭର୍ଚ୍ଚୁଆଲି ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଅଧ୍ୟକ୍ଷତା କରିବା…

ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଭିତରେ ବସିଲା କ୍ୟାବିନେଟ ବୈଠକ, ପ୍ରସ୍ତୁତ ହେଲା ୨୦୨୪ର ରୋଡମ୍ୟାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦିଲ୍ଲୀର ପ୍ରଗତି ମଇଦାନରେ ନବନିର୍ମିତ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକ କରିଛନ୍ତି। ଏହି ସମୟରେ ମୋଦୀ ସମସ୍ତ ମନ୍ତ୍ରୀଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।…

ଏଣିକି ଅନଲାଇନ୍‌ରେ ଆର୍ଥିକ କାରବାର ବିବରଣୀ ଦାଖଲ କରିପାରିବେ ରାଜନୈତିକ ଦଳ

କଟକ: ଏଣିକି ରାଜନୈତିକ ଦଳଗୁଡ଼ିକ ଅନଲାଇନ୍‌ରେ ନିଜର ଆର୍ଥିକ କାରବାର ବିବରଣୀ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଦାଖଲ କରିପାରିବେ । ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ - ଯୋଗଦାନ ରିପୋର୍ଟ, ଅଡିଟ୍‌ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର…

ପ୍ରଧାନମନ୍ତ୍ରୀ ‘ଦୁର୍ନୀତିର ପୃଷ୍ଠପୋଷକତା’, ଆପ୍ ନେତା ସଞ୍ଜୟ ସିଂହ ଏପରି କାହିଁକି କହିଲେ?

ନୂଆଦିଲ୍ଲୀ: ଏନସିପି ନେତା ଅଜିତ ପାଓ୍ବାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ତାଙ୍କୁ 'ଦୁର୍ନୀତିର ସବୁଠାରୁ ବଡ଼ ପୃଷ୍ଠପୋଷକ' ବୋଲି କହିଛି। ରବିବାର ଏନସିପିର…

ରୁଷ ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ କରୁଛି ମାରାତ୍ମକ କୀଟ ପତଙ୍ଗ !

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୱାଗନର ଗ୍ରୁପର ଆନ୍ଦୋଳନ ପରେ ଏହି ଯୁଦ୍ଧ କିଛି ମାତ୍ରାରେ ଥମି ଯାଇଥିଲା । ଏହା ପରେ ରୁଷ ପୁନର୍ବାର ୟୁକ୍ରେନର ଉପରେ ଜୋରଦାର ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ରୁଷର ସଂସଦୀୟ ସମିତି ପ୍ରମୁଖ ଇରିନା ୟାରାବାୟାଙ୍କ ଏକ ବୟାନ ଏବେ…

ଜମି ଦୁର୍ନୀତି ମାମଲା: ସିବିଆଇ ଚାର୍ଜସିଟରେ ଲାଲୁ, ରାବ୍ରି ସମେତ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: ଚାକିରି ନାଁରେ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ଅଡୁଆ ବୃଦ୍ଧି ପାଉଛି। ଏବେ ସିବିଆଇ ସୋମବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏହି ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ ବିହାରର ଉପ…

‘ବିହାରରେ ହେବ ମହାରାଷ୍ଟ୍ର ଅବସ୍ଥା, ଭାଙ୍ଗିଯିବ ନୀତିଶ ସରକାର’

ଭୁବନେଶ୍ୱର: ବିହାରରେ ମହାରାଷ୍ଟ୍ର ଭଳି ସ୍ଥିତି ହେବ। ଖୁବ ଶୀଘ୍ର ବିହାରରେ ନୀତିଶଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାର ଭାଙ୍ଗିଯିବ। ନୀତିଶଙ୍କ ଦଳର ବହୁ ସାଂସଦ ଓ ବିଧାୟକ ଏନଡିଏ ସହ ସମ୍ପର୍କରେ ଅଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ମଧ୍ୟରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି…

ମୌସୁମୀ ଅଧିବେଶନ ପୂର୍ବରୁ ବେଙ୍ଗାଲୁରୁରେ ବିରୋଧୀ ଦଳ ଏକାଠି ହେବେ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଏକାଠି ହୋଇ ପାଟନା ପରେ ବେଙ୍ଗାଲୁରୁରେ ବୈଠକ କରିବେ। କିନ୍ତୁ ମହାରାଷ୍ଟ୍ରର ଏନସିପିରେ ବିଭାଜନ ପରେ ଏହି ବୈଠକ ସ୍ଥଗିତ ହେଲା ବୋଲି କୁହାଯାଉଥିଲା। କିନ୍ତୁ ଏହି ବିରୋଧୀ ବୈଠକ ସମ୍ପର୍କରେ କଂଗ୍ରେସ ପ୍ରତିକ୍ରିୟା ରଖିଛି। କଂଗ୍ରେସ ଦଳର…

କର୍ଣ୍ଣାଟକ ବିଜେପିକୁ କଂଗ୍ରେସ ଝଟକା! ବିନା ବିରୋଧୀ ଦଳ ନେତାରେ ଚାଲିଲା ବିଧାନସଭା

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିର ଘର କଳି ଶୀର୍ଷରେ ପହଂଚିଛି। ସ୍ଥିତି ଏଭଳି ହୋଇଛି ଯେ ନିର୍ବାଚନ ଶେଷ ହୋଇ କଂଗ୍ରେସ ସରକାର ଗଠନ ହେବା ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଲାଣି। କିନ୍ତୁ ଏ ଯାଏ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରି ନାହିଁ। ଏପରିକି ବିନା ବିରୋଧୀ ଦଳ ନେତା…