Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାର ପରମାଣୁ ମିସାଇଲ ବେସରେ କାମ କରୁଥିବା ୨୬୮ ବ୍ୟକ୍ତିଙ୍କୁ କ୍ୟାନ୍ସର

ନ୍ୟୁୟର୍କ: ଆମେରିକାର ପରମାଣୁ ମିସାଇଲ ବେସରେ କାର୍ଯ୍ୟ କରଥିବା ୨୬୮ ବ୍ୟକ୍ତି କ୍ୟାନ୍ସର ଆକ୍ରାନ୍ତ ଜଣାପଡିବା ପରେ ଚିନ୍ତାର ବାତାବରଣ ଖେଳି ଯାଇଛି । ଆମେରିକା ଏୟାରଫୋର୍ସ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ମୋଟେଂନା ବେସରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ସାମ୍ପୁଲରୁ କ୍ୟାନ୍ସର…

୨୭ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ଥାଇଲାଣ୍ଡ ରାଜାଙ୍କ ପୁତ୍ର, ଦେଶ ଉତ୍ସବ ମୁଖରିତ

ବ୍ୟାଙ୍କକ: ଥାଇଲାଣ୍ଡ ରାଜାଙ୍କ ଦ୍ୱିତୀୟ ପୁତ୍ର ୱାଚରସୋର୍ଣ୍ଣ ବିବାଚରାଭୋଙ୍ଗେସମ ୨୭ ବର୍ଷ ପରେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଫଳରେ ଦେଶ ଉତ୍ସବ ମୁଖରିତ ହୋଇ ପଡିଛି । ସେ ଆମରେିକାରେ ରହି ପାଠ ପଢ଼ୁଥିଲେ । ସୁବର୍ଣ୍ଣଭୂମି ଆନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲରୁ ସେ ବାହାରକୁ…

ଇଣ୍ଡୋନେସିଆ ମିସ ୟୁନିଭର୍ସ ପ୍ରତିଯୋଗିତା: ଟପଲେସ ହେବାକୁ କହିଥିଲେ ଆୟୋଜକ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଅନୁଷ୍ଠିତ ମିସ ୟୁନିଭର୍ସ ପ୍ରତିଯୋଗିତାକୁ ନେଇ ଏକ ବଡ ବିବାଦ ମୁଣ୍ଡ ଟେକିଛି । ଆୟୋଜକମାନେ ଆବଶ୍ୟକ ନ ଥିବା ସତ୍ୱେ ୬ଜଣ ପ୍ରତିଯୋଗୀଙ୍କୁ ଏକ ବନ୍ଦ ଘରେ ଟପଲେସ ହେବାକୁ କହିଥିଲେ । ଏବେ ସମସ୍ତ ପୀଡିତା ଏକଜୁଟ ହୋଇ ପୋଲିସ ଓ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି…

ମିଳିଲା ୩ ଲକ୍ଷ ବର୍ଷ ତଳର ପ୍ରାଚୀନ ଜୀବାଶ୍ମ, ମାନବର ନୂଆ ପ୍ରଜାତି ନେଇ ବୈଜ୍ଞାନିକମାନେ ଆଶାୟୀ

ବେଜିଂ: ବୈଜ୍ଞାନିକମାନେ ୩ ଲକ୍ଷ ବର୍ଷ ତଳର ଏକ ଛୋଟ ପିଲାର ଜୀବାଶ୍ମ ପାଇଛନ୍ତି । ଏହି ପୁରାତନ ଖପୁରୀ ଏବଂ ଅନ୍ୟ ଅଂଶ ବିଶେଷ ମିଳିବା ପରେ ବୈଜ୍ଞାନିକମାନେ ଉତ୍ସାହିତ ଅଛନ୍ତି । ମାନବର ଏକ ନୂତନ ପ୍ରଜାତିର ଏହା ହୋଇପାରେ ବୋଲି ସେମାନେ ଆଶାୟୀ ଅଛନ୍ତି । ଏହି ଜୀବାଶ୍ମ ନିଏଣ୍ଡରଥଲ,…

‘ଦିଲ୍ଲୀ ବିଲ’, ହାରିକି ବି ଜିତିଲେ ବିରୋଧୀ!

ଭୁବନେଶ୍ୱର: ଦିଲ୍ଲୀ ସର୍ଭିସ ବିଲ ପ୍ରସଙ୍ଗରେ ବିରୋଧୀ ବିଫଳ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆହୁରି ତୀଵ୍ର ହେବାରେ ଲାଗିଛି। ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲକୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ବିଲ ସପକ୍ଷରେ ୧୩୧ ଖଣ୍ଡ ଭୋଟ…

ବଂଲାଦେଶରେ ଜାଳିଦେଲେ କୋରାନ; ଉତ୍ତେଜନା, ୧୪ ପୋଲିସ ଆହତ

ଢାକା:ଡେନମାର୍କ ଓ ସ୍ୱୀଡେନରେ କୋରାନ ଜଳାଇବା ଘଟଣାର ତାତି ଲିଭି  ନ ଥିବାବେଳେ ମୁସଲିମ ବହୁଳ ବାଂଲାଦେଶରେ କୋରାନ ଜାଳି ଦେଇଛନ୍ତି । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି । ମିଳିଥିବା ସୂଚନା ଅନୁଯାଇ, ୨ ଜଣ ଲୋକ ମିଶି କୋରାନର ଏକାଧିକ ପୁସ୍ତକ ଜାଳି ଦେଇଛନ୍ତି । ଏହାକୁ ବିରୋଧ…

ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ -ପିନାକୀ ମିଶ୍ର

ନୂଆଦିଲ୍ଲୀ:ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ବିଜେଡି । ଅନାସ୍ଥା ପ୍ରସ୍ତାବ ବିତର୍କରେ ମତ ରଖି ବିଜେଡି ସାଂସଦ ପିନାକୀ ମିଶ୍ର  ‘କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି । ତେଣୁ କଂଗ୍ରେସ ପାର୍ଟି ଆଣିଥିବା…

୧୦ ବର୍ଷର କୁନି ଝିଅର ମନ ରଖିଲେ ବାପା ମାଆ, ମୃତ୍ୟୁର ଦିନକ ପୂର୍ବରୁ କରାଇଲେ ବିବାହ

ନ୍ୟୁୟର୍କ: ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି, ଯାହା କି ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ୧୦ ବର୍ଷର କୁନି ଝିଅ ଏମା ଏଡୱାର୍ଡ୍ସ ଏବେ ଆଉ ଦୁନିଆରେ ନାହିଁ । ବ୍ଲଡ କ୍ୟାନ୍ସରରେ ତାର ମୃତ୍ୟୁ ଘଟିଛି । ତେବେ ସେ ପିଲା ବେଳୁ ବାହାହେବାକୁ ଚାହୁଁଥିଲା । ବାପା ମାଆଙ୍କୁ ଯେତେବେଳେ ଡାକ୍ତର…

କାନ୍ଧାର ବିମାନ ହାଇଜାକ ଘଟଣା: ପାକିସ୍ତାନର କଳା କାରନାମାର ଖୁଲାସା କଲେ ପାଇଲଟ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC-814 ସମ୍ବନ୍ଧରେ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି। ଏହି ରହସ୍ୟ ଲାହୋର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ ସହିତ ଜଡିତ  ।୧୯୯୯ ଡିସେମ୍ବର ମାସରେ ନେପାଳର ରାଜଧାନୀ କାଠମାଣ୍ଡୁରୁ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC-814 ଅପହରଣ କରାଯାଇଥିଲା…