Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିବେକାନନ୍ଦଙ୍କୁ ସମାଲୋଚନା ପଡ଼ିଲା ମହଙ୍ଗା, ମାସକ ପାଇଁ ଏହି ସନ୍ୟାସୀଙ୍କ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ମଙ୍ଗଳବାର ଇସ୍କନ ପକ୍ଷରୁ ସେମାନଙ୍କ ଜଣେ ସନ୍ୟାସୀ ଅମୋଘ ଲୀଳା ଦାସଙ୍କୁ ନିଷିଦ୍ଧ ଘୋଷଣା କରାଯାଇଛି। ଆଧ୍ୟାତ୍ମିକ ପ୍ରେରଣାଦାୟୀ ବକ୍ତା ଅମୋଘ ଲୀଳା ଦାସଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍…

ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର…

ବିରୋଧୀଙ୍କୁ ଧୋକା ଦେବେ ନୀତିଶ !

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ କାଉଣ୍ଟର କରିବ ଏନଡିଏ ବୈଠକ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଗୁଡିକ ଏକ ହେଉଛନ୍ତି। ବିରୋଧୀଙ୍କ ପ୍ରଥମ ବୈଠକ ପାଟନାରେ ହୋଇସାରିଥିବା ବେଳେ ଦ୍ଵିତୀୟ ବୈଠକ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ। ସେଥିପାଇଁ ବିରୋଧୀ ଦଳ ଗୁଡିକ…

ମିଶନ ଚନ୍ଦ୍ରଯାନ: ୬୦୦ କୋଟି ଖର୍ଚ୍ଚ କରି ଚନ୍ଦ୍ରରେ କଣ ହାତେଇବାକୁ ଚାହୁଁଛି ଭାରତ ?

ଭୁବନେଶ୍ୱର: ୨ ଦଶନ୍ଧିରେ ତୃତୀୟ ମିଶନ । ଚନ୍ଦ୍ରରେ ପହଞ୍ଚିବାକୁ ପୁଣି ଥରେ ଭାରତର ପ୍ରୟାସ । ଶେଷଥର ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୧୯ ଜୁଲାଇ ୨୨ରେ ଚନ୍ଦ୍ରୟାନ-୨କୁ ମହାକାଶକୁ ପଠାଇଥିଲା । ଯେଉଁଥିରେ ଉତକ୍ଷେପଣକୁ ବାଦ୍ ଦେଲେ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ…

ଭାରତ ବିଭିନ୍ନ ସଂସ୍କୃତି ଓ ଜାତିର ମିଶ୍ରଣ, କୌଣସି ଧର୍ମକୁ ନାହିଁ ବିପଦ: ଅଜିତ ଡୋଭାଲ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର କହିଛନ୍ତି ଯେ ଭାରତ ବିଭିନ୍ନ ସଂସ୍କୃତି ଏବଂ ଧର୍ମର ମିଶ୍ରଣ ଅଟେ। ଯାହା ଶତାବ୍ଦୀ ଧରି ସମନ୍ୱୟ ରକ୍ଷା କରିଆସୁଛି। ଦେଶରେ ଇସଲାମର ଏକ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଗର୍ବର ସ୍ଥାନ ରହିଛି। ଭାରତରେ କୌଣସି ଧର୍ମକୁ…

କେନ୍ଦ୍ର ସରକାରଙ୍କୁ ଝଟକା, ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ହ୍ରାସ କଲେ ସୁପ୍ରମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା। ସୁପ୍ରିମକୋର୍ଟ ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ହ୍ରାସ କରିଛନ୍ତି। ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ବୋଲି କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି। କେନ୍ଦ୍ର ସରକାର ଲଗାତାର ତୃତୀୟ ଥର ପାଇଁ…

ବିଶ୍ୱର ରହସ୍ୟମୟ ସ୍ଥାନ; ଯାହାର ରହସ୍ୟ ଭେଦ କରିପାରିନାହିଁ ବିଜ୍ଞାନ

ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବାରେ ସକ୍ଷମ ହୋଇଛି ମଣିଷ । ହେଲେ କ’ଣ ଆପଣ ଜାଣିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ ଏପରି କିଛି ସ୍ଥାନ ଅବସ୍ଥିତ ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଭେଦ କରିବାରେ ସକ୍ଷମ ହୋଇନାହିଁ ବିଜ୍ଞାନ । ଏହି ସ୍ଥାନ ସହ ଜଡ଼ିତ ଅନେକ କାହାଣୀ,…

ନେପାଳ ଆକାଶରୁ ନିଖୋଜ ହେଲିକପ୍ଟର କ୍ରାଶ; ସମସ୍ତ ଯାତ୍ରୀ ମୃତ

କାଠମାଣ୍ଡୁ:ନେପାଳ ଆକାଶରୁ ନିଖୋଜ ହେଲିକପ୍ଟର କ୍ରାଶ । ହେଲିକପ୍ଟରରେ ଥିବା ୬ ଜଣ ଯାତ୍ରୀଙ୍କର ମୃତ୍ୟୁ  । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର 9NMV ହେଲିକପ୍ଟର ସହ  ସକାଳ ପ୍ରାୟ ୧୦ଟା ୧୨ ମିନିଟରେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ସେତେବେଳକୁ ବିମାନ ୧୨ ହଜାର…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା, ବଙ୍ଗଳା ଛାଡି ଆସାମରେ ଆଶ୍ରୟ ନେଲେ ୧୩୩ ଲୋକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନା ଜାରି ରହିଛି। ପଞ୍ଚାୟତ ନିର୍ବାଚନ ବେଳେ ହୋଇଥିବା ହିଂସାକାଣ୍ଡରେ ଭୟଭୀତ ହୋଇ ଅନେକ ଲୋକେ ନିଜ ରାଜ୍ୟ ଛାଡି ବାହାର ରାଜ୍ୟରେ ଆଶ୍ରୟ ନେଇଛନ୍ତି। ନିଜର ସୁରକ୍ଷା କଥା ଚିନ୍ତା କରି ବଙ୍ଗଳାର ପ୍ରାୟ…

ଉତ୍ତର ଭାରତରେ ଜଳ ପ୍ରଳୟ: ୨୪ ଘଣ୍ଟାରେ ୪୧ ମୃତ, ଫସିଛନ୍ତି ୩,୦୦୦ ପର୍ଯ୍ୟଟକ

ନୂଆଦିଲ୍ଲୀ: ଉତ୍ତର ଭାରତ ଭାସୁଛି । ପ୍ରବଳ ବର୍ଷାରେ ରାସ୍ତାଘାଟରେ ପାଣିର ସୁଅ । ସବୁଆଡେ ଜଳପ୍ରଳୟ । ଲକ୍ଷ ଲକ୍ଷ ଲୋକ ଜଳବନ୍ଦୀ । ଯାତାୟାତ ପୂରା ଠପ ।  ଗତ ୨୪ ଘଣ୍ଟା ମଧ୍ୟର ୪୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶହଶହ ଲୋକ ପାଣିଘରରେ । ବିଶେଷକରି ହିମାଚଳ ପ୍ରଦେଶ ଅବସ୍ଥା ଶୋଚନୀୟ…