Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଙ୍କଡ଼କୁ ପସନ୍ଦ ଆସିଲା ମହିଳାଙ୍କ ନାଲି ବ୍ୟାଗ : ନ ଦେବାରୁ ଶିଶୁର କେଶ ଟାଣିଲା, ଆକ୍ରମଣ କଲା

ସାଧାରଣତଃ ଅନେକ ପର୍ଯ୍ୟଟନସ୍ଥଳୀରେ ମାଙ୍କଡ଼କୁ ଦେଖିବାକୁ ମିଳିଥାଏ । ସେମାନେ ସହଜରେ ଲୋକଙ୍କ ସହିତ ମିଶନ୍ତି । ପର୍ଯ୍ୟଟକ ଯାହା ଖାଇବାକୁ ଦିଅନ୍ତି ଆଗ୍ରହର ସହ ହାତରୁ ଆସି ନିଅନ୍ତି । ଏପରି ଦୃଶ୍ୟ ତ ପ୍ରାୟ ସମସ୍ତେ ଦେଖିଥିବେ । ହେଲେ ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ବିୟୋଗ

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ହୋଇଛି। ଶିରୋମଣି ଅକାଳି ଦଳର ପ୍ରତିଷ୍ଠାତା ହେଉଛନ୍ତି ପ୍ରକାଶ ସିଂ ବାଦଲ। ନିକଟରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ…

ସ୍ପେସ୍ଏକ୍ସ ଲଞ୍ଚ କଲା ଦୁନିଆର ପ୍ରଥମ ୫ଜି ସାଟେଲାଇଟ୍

ୱାଶିଂଟନ୍: ପୂରା ଦୁନିଆକୁ ଇଣ୍ଟରନେଟ୍ ସେବା ପ୍ରଦାନ ଲାଗି ଏବେ ମହାକାଶରେ ୨୫୦ଟି ସାଟେଲାଇଟ୍ ସ୍ଥାପନ ହୋଇଛି । ଏହା କରିଛି ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ । ପ୍ରଥମଥର ପାଇଁ ପୃଥିବୀର ସ୍ଥଳ କକ୍ଷପଥରେ ୫ଜି ଇଣ୍ଟରନେଟ ସେବା ପ୍ରଦାନ କାରୀ ଉପଗ୍ରହକୁ ସ୍ଥାପିତ କରାଯାଇଛି । ଏହି…

ସପ୍ତାହକରେ ଦୁଇ ଥର ବିବାହ କଲେ ଯୁବକ, ଦୁଇ ପତ୍ନୀଙ୍କୁ ଅଲଗା ରଖିଲେ

ବିହାର : ମୁଜାଫରପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ଗୋଟିଏ ସପ୍ତାହରେ ଦୁଇଥର ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । କେବଳ ଏତିକି ନୁହେଁ ଯୁବକ ଜଣକ ନିଜ ଦୁଇ ପତ୍ନୀଙ୍କୁ ଅଲଗା ଅଲଗା କରି ରଖିଛନ୍ତି । ବିହାର ମୁଜାଫରପୁରର ଦାମୁଚକ ଅଞ୍ଚଳରେ ରୁହନ୍ତି ବିକାଶ…

ଛାଡିବେନି ସତ୍ୟପାଲ !

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଜେପିକୁ ଟାର୍ଗେଟ କରି ଏବେ ସବୁଆଡେ ଚର୍ଚ୍ଚାରେ। ପୁଲୱାମା ଆକ୍ରମଣ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରି ସତ୍ୟପାଲ ଚର୍ଚ୍ଚାରେ ରହିଛନ୍ତି। ଏପରିକି ମୋଦି ସରକାରର ଅବହେଳା କାରଣରୁ…

ସୁନ୍ଦରୀ ଯୁବତୀ ବେଶରେ ସଜ୍ଜିତ ହେଲେ ଯୁବକ, ଲୋକେ ଦେଖି ଆଶ୍ଚର୍ଯ୍ୟ

ଉଭୟ ପୁରୁଷ ଏବଂ ମହିଳାମାନଙ୍କ ଶାରୀରିକ ଗଠନ ଭିନ୍ନ ଭିନ୍ନ । କିନ୍ତୁ କିଛି ଲୋକ ଏହି ପାର୍ଥକ୍ୟକୁ ହଟାଇବା ପାଇଁ କିଛି ବି କରିପାରନ୍ତି । ଏବେ ଜଣେ ଯୁବକ ନିଜକୁ ଯୁବତୀ ବେଶରେ ସଜ୍ଜେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ରାହୁଲଙ୍କୁ ମାନହାନି ଅଡୁଆ !

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚାରିଆଡୁ ବିପଦ। ବିଭିନ୍ନ ରାଜ୍ୟର କୋର୍ଟରେ ରାହୁଲଙ୍କ ବିରୋଧରେ ମାନହାନୀ ମାମଲା ଥିବାରୁ ବିଭିନ୍ନ ତାରିଖରେ ସେସବୁର ଶୁଣାଣି ରହୁଛି। ଗୋଟିଏ ପଟେ ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିବା ପରେ ଦଣ୍ଡାଦେଶ କାୟମ ରହିଛି। ଏଭଳି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ଅବହେଳା, ଘର ନିକଟରେ ଉଡିଲା ଡ୍ରୋନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ମାରାତ୍ମକ ତ୍ରୁଟି ଦେଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘର ନୋ ଫ୍ଲାଇଜୋନରେ ଥିଲେ ମଧ୍ୟ ତାଙ୍କ ବାସଭବନ ନିକଟରେ ଡ୍ରୋନ ଉଡିଥିବା ଅଭିଯୋଗ ଆସିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଡ୍ରୋନ ଉଡାଇଥିବା…

କର୍ଣ୍ଣାଟକ ନିର୍ବାଚନ, ରାହୁଲ ଖେଳିଲେ ଜିଏସଟି କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକରେ ଏବେ ପ୍ରତିଶୃତିର ପାହାଡ଼। ବିଜେପି କଂଗ୍ରେସର ପ୍ରଚାର ସାଙ୍ଗକୁ ପ୍ରମୁଖ ନେତାମାନେ ଗଦା ଗଦା ପ୍ରତିଶୃତି ଦେଉଛନ୍ତି। ଯାହାକୁ ନେଇ ସରଗରମ କର୍ଣ୍ଣାଟକ ରାଜନୀତି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ବଡ଼ ଘୋଷଣାଟିଏ କରିଦେଇଛନ୍ତି।…

ବିଶ୍ୱ କଲ୍ୟାଣ ପାଇଁ ତପସ୍ୟା : ଚାରିପଟେ ନିଆଁ ଜାଳି ଡ଼ହ ଡ଼ଡ ଖରାରେ ବସିଲେ ସାଧୁ

ଉଦୟପୁର: ଏପ୍ରିଲ ମାସରେ ପ୍ରବଳ ଖରା ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ରାଜସ୍ଥାନରେ ଏବେ ଜଣେ ସାଧୁ ବିଶ୍ୱର କଲ୍ୟାଣ ପାଇଁ ଡ଼ହ ଡ଼ହ ଖରାରେ ବସି ତପସ୍ୟା କରିବା ସମସ୍ତଙ୍କୁ ଚକିତ କରିଛି । ରାଜସ୍ଥାନ ଉଦୟପୁରର ଜାଡ଼ୋଲ ଉପଖଣ୍ଡ ଖାଗଡ଼ ଗାଁରେ ରହିଛି ଗୋପେଶ୍ୱର ମହାଦେବ…