Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରତନ ଟାଟାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଅଷ୍ଟ୍ରେଲିଆ

କାନବେର୍ରା: ରତନ ଟାଟାଙ୍କୁ ଅଷ୍ଟ୍ରେଲିଆରେ ସମ୍ମାନ। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ୍ ଅଷ୍ଟ୍ରେଲିଆ(ଏଓ)ରେ ରତନ ଟାଟାଙ୍କୁ ସମ୍ମାନିତ କରାଯାଇଛି। ବାଣିଜ୍ୟ ପୁଞ୍ଜି ନିବେଶ ଆଦି ପ୍ରସଙ୍ଗରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାଖିକ ସମ୍ପର୍କକୁ ମଜଭୁତ୍ କରିବାରେ ରତନ ଟାଟାଙ୍କର…

ଦିଲ୍ଲୀ ମେୟର ଓ ଡେପୁଟି ମେୟର ନିର୍ବାଚନ; ନିଶ୍ଚିତ ଜିତିବା ନେଇ ଆଶାବାଦୀ ଆପ୍

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ପାଇଁ ଆଜି(ଏପ୍ରିଲ ୨୬) ଦିଲ୍ଲୀ ମେୟର ଓ ଡେପୁଟି ମେୟର ନିର୍ବାଚନ ହେବ। ମେୟର ପଦ ପାଇଁ ବର୍ତ୍ତମାନର ମେୟର ଥିବା ଆପ୍‌ ପ୍ରାର୍ଥୀ ଶେଲି ଓବରଏ ଓ ବିଜେପିର ଶିଖା ରୟଙ୍କ ମଧ୍ୟରେ ଟକ୍କର ହେବ। ସେହିପରି ଡେପୁଟି ମେୟର ପଦ ପାଇଁ ବର୍ତ୍ତମାନର ଏହି ପଦରେ ଆପର ଆଲେ…

ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌କୁ ବୋମାମାଡ଼ ଧମକ; ନିଜ ପିଲାଙ୍କୁ ଧରି ସ୍କୁଲ୍‌ରୁ ପଳାଇଲେ ଅଭିଭାବକ

ନୂଆଦିଲ୍ଲୀ: ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌କୁ ବୋମାମାଡ଼ ଧମକ ମିଳିଛି। ବୁଧବାର ସକାଳେ ସ୍କୁଲ୍‌ ପରିସରରେ ବୋମା ଖଞ୍ଜା ଯାଇଥିବା ଇ-ମେଲ୍ ଜରିଆରେ ଧମକ ଦିଆଯାଇଛି। ବୋମାମାଡ଼ ଧମକ ମିଳିବା ପରେ ସ୍କୁଲ୍ ପରିସରରେ ଭୟର ବାତାବରଣ ଖେଳିଯାଇଛି। ବୋମାମାଡ଼ ଧମକ ମିଳିବା ପରେ…

ପୁଣି ବଢିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: କିଛିଦିନ କମିବା ପରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୯୬୨୯ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ସେହିପରି ୨୯ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମୃତକଙ୍କୁ ମିଶାଇଲେ ଦେଶରେ ମୋଟ…

ଅପରେଶନ କାବେରୀର ତୃତୀୟ ପର୍ଯ୍ୟାୟ; ଯୁଦ୍ଧଗ୍ରସ୍ତ ସୁଦାନରୁ ଉଦ୍ଧାର ହେଲେ ୫୦୦ ଭାରତୀୟ

ନୂଆଦିଲ୍ଲୀ: ସୁଦାନରେ ଥମିନି ଗୃହ ଯୁଦ୍ଧ  । ଏବେ ବି ସେଠାରେ ସ୍ଥିତି ସାଂଘାତିକ । ଏପରି ସ୍ଥିତିରେ  ଫସି ରହିଛନ୍ତି ହଜାର ହଜାର ଭାରତୀୟ ତଥା ଅନ୍ୟ ବିଦେଶୀ । ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଭାରତ ସରକାର ଆରମ୍ଭ କରିଛନ୍ତି ଅପରେଶନ କାବେରୀ । ଅପରେଶନ କାବେରୀରେ ୩ଟି…

ଆଜି ହେବ ପ୍ରକାଶ ସିଂ ବାଦଲଙ୍କ ଶେଷକୃତ୍ୟ; ଘୋଷଣା ହେଲା ୨ ଦିନିଆ ରାଷ୍ଟ୍ରୀୟ ଶୋକ

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ପରଲୋକରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ   ବିଭିନ୍ନ ପ୍ରତିଷ୍ଠାନରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯିବ । କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ…

ତିକ୍ତତା ସତ୍ତ୍ୱେ ଏସବୁ ଜିନିଷ ପାଇଁ ପାକସ୍ତାନ ଉପରେ ନିର୍ଭର କରୁଛି ଭାରତ

ନୂଆଦିଲ୍ଲୀ: ପାକିସ୍ତାନ-ଭାରତ ସମ୍ପର୍କରେ ତିକ୍ତତା ନୂଆ ନୁହେଁ । ପାକିସ୍ତାନ ଗଠନ ଦିନରୁ ଏହି ଶତ୍ରୁତା ଲାଗି ରହିଛି । ପଡୋଶୀ ହେଲେ ମଧ୍ୟ ଆତଙ୍କବାଦକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ସୃଷ୍ଟି ହୋଇଛି ବିରାଟ ବ୍ୟବଧାନ । ଏପରିକି ଏହି ତିକ୍ତତା ଅନେକ ବାର ଦୁଇ ରାଷ୍ଟ୍ରକୁ ଯୁଦ୍ଧକ୍ଷେତ୍ରକୁ…

ଲଣ୍ଡନରେ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଓଡ଼ିଆ ବ୍ୟବସାୟୀ ଦାନ କଲେ ୨୫୦ କୋଟି

ଲଣ୍ଡନ: ବ୍ରିଟେନରେ ହେବ ପ୍ରଥମ ଜଗନ୍ନାଥ ମନ୍ଦିର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ମନ୍ଦିର ନିର୍ମାଣ ପାଇଁ ଲଣ୍ଡନରେ ପ୍ରାୟ ୧୫ ଏକର ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ମନ୍ଦିର ନିର୍ମାଣ ପାଇଁ ଜଣେ ଓଡ଼ିଆ ୨୫ ମିଲିୟନ ଡଲାର…

କୋଚି ୱାଟର ମେଟ୍ରୋର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କେରଳର ତିରୁବନ୍ତପୁରମ ସ୍ଥିତ କେନ୍ଦ୍ରୀୟ ଷ୍ଟାଡିୟମଠାରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି (୨୫.୪୨୦୨୩) ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଚି  ୱାଟର ମେଟ୍ରୋର ଜାତି ଉଦ୍ଦେଶ୍ୟରେ…

ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ ଗାନ୍ଧୀ

ସୁରଟ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଗୁଜୁରାଟର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡ ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହାପୂର୍ବରୁ ରାହୁଲ ଗାନ୍ଧୀ ସୁରଟର ତଳ କୋର୍ଟର ରାୟକୁ ଚ୍ଯାଲେଞ୍ଜ…