Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା: ଜନଜୀବନ ପ୍ରଭାବିତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ଫଳରେ ପାହାଡ଼ ଧସି ବଡ଼ବଡ଼ ପଥର ଖଣ୍ଡ ଖସିବା ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଫସି ରହିଥିଲେ। ରିଆସୀ ଜିଲ୍ଲାରେ ବନ୍ୟାଜଳରେ ଭାସି…

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ :୨୮୦ ମୃତ

କାବୁଲ : ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ୨୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ଭାଙ୍ଗିରୁଜି ନଷ୍ଟ ହୋଇଛି। ମୃତାହାତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରାକ୍ଟିକା ପ୍ରଦେଶର ୪ଟି ଜିଲ୍ଲାରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା।…

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ: ଶହେରୁ ଅଧିକ ମୃତ, ପାକିସ୍ତାନରେ ବି ଭୂକମ୍ପର ଝଟକା

ଦିଲ୍ଲୀ : ଆଫଗାନିସ୍ତାନରେ ଭୂମିକମ୍ପ । ଏଥିରେ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କେବଳ ଆଫଗାନିସ୍ତାନ ନୁହେଁ ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରହିଛି । ୟୁଏସ ଜିୟୋଲୋଜିକାଲ…

ଦ୍ରୈାପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ଦ୍ରୈାପଦୀ ମୁର୍ମୁ ହୋଇପାରନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ନିର୍ବାଚିତ ହୁଅନ୍ତି ତେବେ ସେ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୈାପଦୀ ହେଉଛନ୍ତି ମୟୂରଭଞ୍ଜ ଅଂଚଳର ଆଦିବାସୀ ନେତ୍ରୀ,…

କେନ୍ଦ୍ରମନ୍ତ୍ରୀ କହିଲେ କାହିଁକି ଏକନାଥ ସିନ୍ଦେ ଦଳ ବିରୋଧରେ ବିଦ୍ରୋହ କଲେ ?

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ଦାବି କରିଛନ୍ତି । ମଙ୍ଗଳବାର ଇସ୍ତଫା ଦେବା କରି ସେ କହିଛନ୍ତି ଯେ ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କିଛି ବିଧାୟକ ଏବେ ସୁରତରେ ରହିଛନ୍ତି। ଯେଉଁସଂଖ୍ୟାରେ…

ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ସମସ୍ତ ଦିଗ ଉପରେ ନଜର ରଖିଛୁ : ପୂର୍ବତନ ମନ୍ତ୍ରୀ

ମୁମ୍ବାଇ: ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ସରକାର ଗଠନର ସମ୍ଭାବନା ଖୋଜୁଛି। ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଶାସକ ମହା ବିକାଶ ଅଘାଡିରେ ସଙ୍କଟ ଦେଖାଦେଇଥିବା ବେଳେ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ…

ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ: ଏକନାଥଙ୍କ ସହ ଶିବସେନାର ୪୦ ବିଧାୟକ !

ଗୌହାଟି: ମହାରାଷ୍ଟ୍ରରେ ଶାସକ ଦଳରେ ବିଦ୍ରୋହ । ଶିବସେନାର ୪୦ ବିଧାୟକ ସୁରତରୁ ଆସି ଗୌହାଟିରେ ପହଁଚିଛନ୍ତି। ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନ ଯୋଗେ ଏହି ବିଧାୟକ ଆସି ଆସାମରେ ପହଁଚିଛନ୍ତି। ଗୌହାଟିରେ ପହଞ୍ଚିବାପରେ ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ସହିତ ଏଠାରେ ୪୦ ବିଧାୟକ ରହିଛନ୍ତି।…

ଏନଡିଏ ପ୍ରାର୍ଥ ଦ୍ରୌପଦୀ ମୁର୍ମୁ ବିଜୟୀ ହେବାକୁ କ’ଣ ରହିଛି ଗଣିତ ?

ଊୁବନେଶ୍ୱର: କିଏ ହେବେ ଏନଡିଏ ଏବଂ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ । ଏ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଉଭୟ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିଛି। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କ ନାଁ…

ରୁଚିରା କମ୍ବୋଜ ଜାତିସଂଘର ସ୍ଥାୟୀ ପ୍ରତିନିଧି

ନୂଆଦିଲ୍ଲୀ: ବରିଷ୍ଠ କୂଟନୀତିଜ୍ଞ ରୁଚିରା କମ୍ବୋଜ ଜାତି ସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୂପେ ନିଯୁକ୍ତ ହୋଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମଙ୍ଗଳବାର ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ୧୯୮୭ ବ୍ୟାଚ ଆଇଏଫଏସ ରୁଚିରା କମ୍ବୋଜ ଏବେ ଭୂଟାନରେ ଭାରତୀୟ…

ହସ୍ପିଟାଲରୁ ଘରକୁ ଫେରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୋମବାର ସୋନିଆ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲରୁ ତାଙ୍କ ବାସ ଭବନକୁ ଫେରିଛନ୍ତି । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଘରେ ରହି ମଧ୍ୟ ତାଙ୍କର ଚିକିତ୍ସା ଜାରି ରହିବ । କୋଭିଡ…