Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ମାଗଣା ଯୋଜନା ଉପହାର’ ପ୍ରସଙ୍ଗର ଶୁଣାଣି କରି ନିଜ ଶ୍ୱଶୁର ଘର ଉଦାହରଣ ଦେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟ୍ ପାଇଁ ମାଗଣା ଉପହାର ପ୍ରସଙ୍ଗ ବୃଦ୍ଧି ପାଇଛି। ମାଗଣା ବିଦ୍ୟୁତ୍ ଏବଂ ଜଳ ସମେତ ରାଜନୀତିକ ଦଳର ଏଭଳି ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଜନସ୍ୱାର୍ଥ ମାମଲା ଦାୟରର ଶୁଣାଣି କରିଛନ୍ତି। ଏହି ସମୟରେ ପ୍ରଧାନ ବିଚାରପତି ଏନ.ଭି…

କଂଗ୍ରେସ ବିଧାୟକଙ୍କ ଜ୍ୱାଇଁଙ୍କ କାର ଧକ୍କାରେ ୬ ମୃତ

ଅହମଦାବାଦ: ଗୁରୁବାର ସନ୍ଧ୍ୟାରେ ଅଟୋ ରିକ୍ସା ଏବଂ ମୋଟରସାଇକେଲକୁ ଧକ୍କା ଦେଇଛି ଏକ ଏସୟୁଭି କାର । ଏହି ମୁହାଁମୁହିଁ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆନନ୍ଦ ନଗରୀ ଓ ତାରାପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅନ୍ତର୍ଗତ ସୋଜିତ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।…

ଓକିଲାତିରୁ ଉପରାଷ୍ଟ୍ରପତି : ଜଗଦୀପ ଧନଖଡ଼େ ଚତୁର୍ଦ୍ଦଶ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼  ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି । ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ…

ଶଶି ଥରୁରଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: କଂଗ୍ରେସର ସିନିୟର ନେତା ତଥା ଏମପି ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କୁ ଡେ ଲା ଲିଜନ ଡିରେ ସମ୍ମାନିତ କରାଯିବ । ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଲେଖା ଏବଂ…

ନୀତିଶ କୁମାରଙ୍କ ସ୍ବପ୍ନ ବାସ୍ତବ ହେବ କି?

୨୨ ବର୍ଷ ମଧ୍ୟରେ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର ।  ତେବେ ଏତେ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ କାହାର ବା ଇଚ୍ଛା ହେବ ନାହିଁ । ନୀତିଶଙ୍କର ମଧ୍ୟ ପୂର୍ବରୁ ଏହା ସ୍ପଷ୍ଟ କରିସାରିଛନ୍ତି । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବେ…

ଅନଲାଇନରେ ଲିକ ହେଲା ଅମୀରଙ୍କ ଲାଲ ସିଂ ଚଢା

ମୁମ୍ବାଇ: ଅମୀର ଖାଁଙ୍କ ବହୁ ପ୍ରତୀକ୍ଷୀତ ଫିଲ୍ମ ଲାଲ ସିଂ ଚଢ଼ା ଆଜି ରିଲିଜ ହୋଇଯାଇଛି । ୧୮୦ କୋଟି ବଜେଟର ଏହି ଫିଲ୍ମ ପ୍ରଥମ ଦିବସରେ ଆଶାନୁରୂପ କଲେକ୍ସନ କରି ନ ଥିବାରୁ ମେକର୍ସ ଏବଂ ଅମୀର ଖାଁ ଚିନ୍ତାରେ ଅଛନ୍ତି । ଏହା ମଧ୍ୟମରେ ଫିଲ୍ମ ଫୁଲ ଏଚଡି ଭର୍ସନ ଅନଲାଇନରେ ଲିକ ହୋଇଯାଇଛି ।…

ଗୋଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତଙ୍କୁ ଗିରଫ କଲା ସିବିଆଇ

କୋଲକାତା: ଗୋଚାଲାଣ ମାମଲାରେ ତୃଣମୂଳ କଂଗ୍ରେସର ବାହୁବଳୀ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଛି । ସେ ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ମାମଲାରେ ସିବିଆଇକୁ ସହଯୋଗ କରୁ ନ ଥିବା ଅଭିଯୋଗ ଆସିଥିଲା । ୨ ଥର ସମନ ପଠାଇବା…

ବରଯାତ୍ରୀ କାରରେ ଆସି ରେଡ୍ କଲା ଆଇଟି: ଟଙ୍କା, ସୁନା ଗହଣା ଦେଖି କୁବେର ବି ଆଖି ବୁଲେଇ ଦେବ !

ମୁମ୍ବାଇ: ପଶ୍ଚିମବଙ୍ଗର ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ରେଡ୍ ବେଳେ ଯେଉଁ ଟଙ୍କା ଜବତ ହୋଇଥିଲା ତାହା ପୂର୍ବ ରେକର୍ଡ ଭାଙ୍ଗିଦେଇଥିଲା ବୋଲି କୁହାଯାଉଥିଲା। ଏବେ କିନ୍ତୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ମହାରାଷ୍ଟ୍ରରେ ଏପରି ଏକ ରେଡ୍ କରିଛି ଯାହା ନୂଆ ରେକର୍ଡ କରିବ ବୋଲି କୁହାଯାଉଛି।…

ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ, ନ ପିନ୍ଧିଲେ ଦେବେ ଜରିମାନା

ନୂଆଦିଲ୍ଲୀ: ପୁଣି ଥରେ ମାସ୍କ ବାଧ୍ୟତାମୂଳକ ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।…

୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼ିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି…