Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

JEEResult 2026:ପ୍ରକାଶ ପାଇଲା JEE (ମେନ୍‌) ସେସନ-୨ ରେଜଲ୍ଟ; ୨୬ ପ୍ରାର୍ଥୀଙ୍କର ସ୍କୋର ୧୦୦ ପ୍ରତିଶତ

ନୂଆଦିଲ୍ଲୀ: JEE (ମେନ୍‌) ସେସନ-୨ ରେଜଲ୍ଟ ପ୍ରକାଶ । JEE ମେନ୍‌ ଦେଶର ସବୁଠାରୁ ବଡ଼ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଗୋଟିଏ। ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍…

Plane Crash:ଛତିଶଗଡ଼ରେ ବିମାନ ଦୁର୍ଘଟଣାର ଖବରକୁ ଖଣ୍ଡନ କଲେ ଅଧିକାରୀ;କହିଲେ-“କୌଣସି ପ୍ରମାଣ…

ରାୟପୁର:ସୋମବାର ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ଘରୋଇ ବିମାନ ପାହାଡ଼ରେ ଖସିପଡ଼ିବା ଖବରକୁ ଜିଲ୍ଲା ପ୍ରଶାସନ ଖାରଜ କରିଦେଇଛି। ଜଶପୁର କଲେକ୍ଟର ରୋହିତ ବ୍ୟାସ ଏବଂ ଏସ୍ଏସ୍ପି ଡକ୍ଟର ଲାଲ ଉମେଦ ସିଂହ ଘଟଣାସ୍ଥଳ ଯାଞ୍ଚ କରିବା ପରେ କହିଛନ୍ତି ଯେ ଏହି ଖବରଟି ଏକ ଗୁଜବ। ସେମାନେ କହିଛନ୍ତି ଯେ…

କାନାଡାକୁ ଟ୍ରମ୍ପଙ୍କ ଧମକ: “ଚୀନ ସହିତ ବାଣିଜ୍ୟ ଚୁକ୍ତି ଶେଷ କର, ନଚେତ୍ ଲାଗୁ ହେବ ୧୦୦ ପ୍ରତିଶତ ଶୁଳ୍କ

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହା ଚୀନ୍ ସହିତ ଏକ ବାଣିଜ୍ୟ ଚୁକ୍ତି କରେ, ତେବେ ସେ ସୀମା ପାର ହୋଇ ଆସୁଥିବା ସମସ୍ତ ସାମଗ୍ରୀ ଉପରେ 100% ଶୁଳ୍କ ଲାଗୁ କରିବେ । "ଯଦି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାବନ୍ତି…

Assembly Elections: ଆସନ୍ତା ୪୮ ଘଣ୍ଟା ପାଇଁ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ‘dry day’ଘୋଷଣା

ନୂଆଦିଲ୍ଲୀ: ୨୩ ଏପ୍ରିଲରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି, ଭାରତୀୟ ନିର୍ବାଚନ କମିଶନ (ECI) ଉଭୟ ରାଜ୍ୟରେ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଆଗାମୀ ୪୮ ଘଣ୍ଟା ପାଇଁ 'ଡ୍ରାଏ ଡେ' ପାଳନ କରିବାକୁ ନିର୍ଦ୍ଦେଶ…

ଫିଲ୍ମ ନିର୍ମାତା ଆଟଲିଙ୍କ ଘରକୁ ଆସିଲା କୁନି ଅତିଥି

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଆଟଲି ଏବଂ ତାଙ୍କ ପତ୍ନୀ କୃଷ୍ଣା ପ୍ରିୟାଙ୍କ ଘରକୁ ଆସିଲା କୁନି ଅତିଥି। ଆଟଲି ଏବଂ ପ୍ରିୟା ଏହି ଖୁସି ଖବରକୁ ଏକ ଅନନ୍ୟ ଉପାୟରେ ସେୟାର କରିଛନ୍ତି ଯାହା ସମସ୍ତଙ୍କ ହୃଦୟ ଜିତିଛି। ଏହି ଖବର ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ସୃଷ୍ଟି କରିଛି। …

plane crash: ହଠାତ୍ ପାହାଡ଼ରେ ଧକ୍କା ହେଲା ଚାର୍ଟର୍ଡ ବିମାନ; ମୃତାହତଙ୍କ ସଂଖ୍ୟା ତଦନ୍ତ ପରେ…

ରାୟପୁର: ସୋମବାର ଦିନ ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ଘଟିଛି। ଆରା ପାହାଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗ୍ରାମବାସୀଙ୍କ ଅନୁଯାୟୀ, ଚାର୍ଟର୍ଡ ବିମାନଟି ଜଶପୁରର ନାରାୟଣପୁର ଅଞ୍ଚଳର ରତନପହାଲି ଜଙ୍ଗଲରେ ଗଛରେ ପିଟି ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।…

ଖରାପ ପାଗ ଯୋଗୁଁ ୪ ଘଣ୍ଟା ଆକଶରେ ଘୂରି ବୁଲିଲା ବିମାନ, ଯାତ୍ରୀଙ୍କ କରୁଣ ଭିଡିଓ…

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ହାଇଦ୍ରାବାଦରୁ ହୁବଲି ଯାଉଥିବା ଏକ Fly91 ବିମାନକୁ ବେଙ୍ଗାଲୁରୁ ଡାଇଭର୍ଟ କରାଯାଇଛି। ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ। ଗତ ରବିବାର ଖରାପ ପାଗ ଯୋଗୁଁ ୪ ଘଣ୍ଟା ଧରି ଆକାଶରେ ଘୂରି ବୁଲୁଥିବା ବିମାନର ଥିବା…

କଂଗ୍ରେସ ନା ବିଜେପି.. କିଏ ଓ କେଉଁ ରାଜ୍ୟରେ ମହିଳାଙ୍କୁ ପ୍ରଥମଥର ପାଇଁ କରାଗଲା ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ବିଫଳ ହେବା ପରେ ଏକ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହା ପୁଣି ଥରେ ଭାରତୀୟ ରାଜନୀତିରେ ମହିଳା ପ୍ରତିନିଧିତ୍ୱ ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ଏହି ବିତର୍କ ଏକ ପ୍ରମୁଖ ପ୍ରଶ୍ନ ଉଠାଏ ଯେ କେଉଁ ଦଳ ଐତିହାସିକ ଭାବରେ…

ହରିୟାଣା ମାଟିରୁ ୟୁପି ନିର୍ବାଚନ ନେଇ ଅଖିଳେଶଙ୍କ ବଡ଼ ରାଜନୈତିକ ଘୋଷଣା

ନୂଆଦିଲ୍ଲୀ: ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହି ସମୟରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର (୧୯ ଏପ୍ରିଲ) କହିଛନ୍ତି ଯେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପରେ ତାଙ୍କ ଦଳ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିବ।…

ମୋଦିଙ୍କ ‘ଝାଲମୁଢ଼ି’ ଯୋଗୁଁ ସିଏମ ସୋରେନଙ୍କୁ ଝାଡ଼ଖଣ୍ଡ ଫେରିବାକୁ ପଡିଲା: ଦିଦି

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୧୯ ଏପ୍ରିଲ) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଝାରଗ୍ରାମ ପହଞ୍ଚିଥିଲେ। ତାଙ୍କ ଗସ୍ତ ସମୟରେ ସେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଢ଼ି ଦୋକାନରେ ଅଟକିଗଲେ। ସେ ସେଠାରେ “ଝାଲମୁଢି” ଖାଇଲେ। ଏହି ଫଟୋ ଏବଂ ଭିଡିଓ ଏବେ…