Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ସ୍କୁଲ ପାଇଁ ବାଧ୍ୟତାମୂଳକ ହେଲା ‘ବନ୍ଦେ ମାତରମ୍’ ପାଠ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା। ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ବାଧ୍ୟତାମୂଳକ ହେଲା 'ବନ୍ଦେ ମାତରମ୍' ପାଠ କରିବା। ଗୋରଖପୁରରେ ଏକ 'ଏକତା ଯାତ୍ରା' (ଏକତା ମାର୍ଚ୍ଚ) କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆଜି ଏପରି ଘୋଷଣା କରିଛନ୍ତି।…

Terror plot in Faridabad: ଡାକ୍ତରଙ୍କ ଘରୁ ୩୬୦ କିଲୋ ବିସ୍ଫୋରକ, AK-47 ଜବତ; ଆତଙ୍କବାଦୀ କନେକ୍ସନ ସନ୍ଦେହ

ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ ସଂଲଗ୍ନ ଫରିଦାବାଦରେ ଥିବା ଜଣେ ଡାକ୍ତରଙ୍କ ଘରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଜମ୍ମୁ ଏବଂ କାଶ୍ମୀର ପୋଲିସ ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରେ ଚଢାଉ କରିଛି। ଚଢାଉ ସମୟରେ ପୋଲିସ ୩୬୦…

Pakistan 27th Amendment: କାହିଁକି ମୁନିରଙ୍କୁ ବେତାଜ୍ ବାଦଶାହ କରିବାକୁ ଚାହୁଁଛି ପାକିସ୍ତାନ?

ନୂଆଦିଲ୍ଲୀ: ପାକିସ୍ତାନର ବେତାଜ୍ ବାଦଶାହ ହେବେ ମୁନିର...ସବୁ ପ୍ରସ୍ତୁତି କରିସାରିଲାଣି ପାକିସ୍ତାନ...ସିଧା ସମ୍ବିଧାନରେ କଲା ସଂଶୋଧନ...ଶେଷ ହେବ କି ବାସାମରିକ ଶାସନ? ଭାରତର ଅପରେସନ ସିନ୍ଦୂରରୁ ଶିକ୍ଷା ନେଇ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସରକାର ଏକ ନୂତନ…

Emergency Landing: ଟଳିଲା ବଡ଼ ବିପଦ; ସ୍ପାଇସ୍ ଜେଟ୍ ବିମାନର ଇଞ୍ଜିନ୍ ଫେଲ୍, କଲା ଜରୁରୀ ଅବତରଣ

କୋଲକତା: ଅଘଟଣରୁ ବର୍ତ୍ତିଲା ସ୍ପାଇସ୍ ଜେଟ୍ ବିମାନ । ରବିବାର ରାତିରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ପାଇସଜେଟର ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବିମାନର ଗୋଟିଏ ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା,ଏହାପରେ ବିମାନକୁ କୋଲକତାରେ ଜରୁରୀ ଅବତରଣ…

Trump’s Tariffs: ଶୁଳ୍କ ବିରୋଧୀଙ୍କୁ ମୂର୍ଖ କହିଲେ ଟ୍ରମ୍ପ, “ପ୍ରତ୍ୟେକ ଆମେରିକୀୟଙ୍କୁ ମିଳିବ ୨୦୦୦…

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ନୀତି ଏବେ ଅନେକ ଦେଶକୁ ହଇରାଣ ପକାଇଥିବା ବେଳେ ଆମେରିକା ସର୍ବୋଚ୍ଚ କୋର୍ଟରୁ ଏହାକୁ ଲଗାତାର ଝଟକା ମିଳୁଛି । ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରବିବାର ତାଙ୍କର ଶୁଳ୍କ ନୀତିକୁ ଯଥାର୍ଥ ବୋଲି କହି ଏହି ପଦକ୍ଷେପର ବିରୋଧୀମାନଙ୍କୁ "ମୂର୍ଖ"…

Bihar Elections Phase 2: ଶେଷ ହୋଇଛି ପ୍ରଚାର, ମଙ୍ଗଳବାର ଶେଷ ପର୍ଯ୍ୟାୟ ମତଦାନ, ୧୪ କହିବ କାହାର ବିହାର…

ପାଟନା: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏବେ, ସମସ୍ତ ନେତା ଘର ଘର ବୁଲି ପ୍ରଚାର କରିବେ। ରାଜ୍ୟରେ ମୋଟ ୨୪୩ ବିଧାନସଭା ଆସନ ଅଛି, ଏବଂ ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୬ ତାରିଖରେ ୨୧୨ ଆସନ ପାଇଁ ଭୋଟ୍…

ଇନ୍ଦିରା ଆବାସ ଯୋଜନାରେ ନିର୍ମିତ ଘରର ଭୁଶୁଡ଼ିଲା ଛାତ, ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

ଦାନାପୁର: ବିହାରର ଦାନାପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଇନ୍ଦିରା ଆବାସ ଯୋଜନା ଅଧୀନରେ ନିର୍ମିତ ଏକ ଘରର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଅକିଲପୁର ଥାନା ଅଞ୍ଚଳ ଅନ୍ତର୍ଗତ ମାନସରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ…

Planning terror attacks: ଦେଶରେ ଆତଙ୍କବାଦୀ ଯୋଜନା ପଣ୍ଡ, ATS ୩ଆତଙ୍କବାଦୀଙ୍କୁ କଲା ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦୀ ବିରୋଧୀ ସ୍କ୍ବାଡ୍‌ର ଗୁଜରାଟ ୟୁନିଟ୍ ରବିବାର (ଅକ୍ଟୋବର ୯) ଦିନ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏମାନେ ଆକ୍ରମଣ ପାଇଁ ରାସାୟନିକ ବୋମା ପ୍ରସ୍ତୁତ କରୁଥିଲେ। ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଚୀନ୍‌ରୁ MBBS ଡିଗ୍ରୀ ମଧ୍ୟ ହାସଲ କରିଥିଲା। ଗୁଜରାଟ…

Tsunami advisory issued: ଜାପାନରେ ୬.୭ ତୀବ୍ରତାର ଭୂମିକମ୍ପ, ସୁନାମୀ ସତର୍କତା ଜାରି

ଟୋକିଓ:ରବିବାର ସନ୍ଧ୍ୟାରେ ଉତ୍ତର ଜାପାନରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି। ସଂସ୍ଥା କହିଛି ଯେ ଭୂମିକମ୍ପଟି ଇୱାଟେ ପ୍ରଦେଶର ଉପକୂଳରେ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଆସିଥିଲା।…

IED Blast: ଏୟାରଲିଫ୍ଟ ହେଲେ ଆଇଇଡି ବିସ୍ଫୋରଣରେ ଆହତ ସିଆରପିଏଫ ଯବାନ

ରାୟପୁର: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ଶନିବାର ଅପରାହ୍ନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ ଏବଂ ତାଙ୍କୁ ଏୟାରଲିଫ୍ଟ କରାଯାଇ ରାୟପୁର ନିଆଯାଇଛି। ଆହତ ଯବାନଙ୍କ ରାୟପୁରରେ ଚିକିତ୍ସା ଚାଲିଛି। ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ…