Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

IED Blast: ଏୟାରଲିଫ୍ଟ ହେଲେ ଆଇଇଡି ବିସ୍ଫୋରଣରେ ଆହତ ସିଆରପିଏଫ ଯବାନ

ରାୟପୁର: ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ଶନିବାର ଅପରାହ୍ନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ ଏବଂ ତାଙ୍କୁ ଏୟାରଲିଫ୍ଟ କରାଯାଇ ରାୟପୁର ନିଆଯାଇଛି। ଆହତ ଯବାନଙ୍କ ରାୟପୁରରେ ଚିକିତ୍ସା ଚାଲିଛି। ସୁକମା ଜିଲ୍ଲାର ଫୁଲବାଗଡି ପୋଲିସ…

୨ ମିନିଟ ଡେରିରେ ପହଞ୍ଚିଲେ ବୋଲି ରାହୁଲଙ୍କୁ ମିଳିଲା ଦଣ୍ଡ, ମାରିଲେ ୧୦ଟି ପୁଶ୍‌ଅପ୍

ନୂଆଦିଲ୍ଲୀ:  ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାର ଚାଲିଥିବା କଂଗ୍ରେସ୍ ପ୍ରଶିକ୍ଷଣ ଶିବିରରେ ରବିବାର ୨ ମିନିଟ୍ ଡେରିରେ ପହଞ୍ଚିଥିଲେ। ଏହାର ‘ସଜା’ ସ୍ୱରୂପ ସେ ୧୦ଟି ପୁଶ୍‌ଅପ୍ ଲଗାଇଥିଲେ। ଦଳର ଜଣେ ନେତା ଏହି ସୂଚନା ଦେଇଛନ୍ତି।ମଧ୍ୟପ୍ରଦେଶ…

ଭୋଟ ଚୋରିକୁ ଲୁଚାଇବା ପାଇଁ SIR ଆସିଛି; ବଡ ଅଭିଯୋଗ ଆଣିଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ୍ ଦୁଇ ଦିନିଆ ପଚମଢ଼ି ଗସ୍ତରେ ଅଛନ୍ତି। ବିଜେପି ହରିୟାଣା ପରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ନିର୍ବାଚନରେ ଭୋଟ ଚୋରି କରିବା ସହ SIR ଏହାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।…

ବିହାର ନିର୍ବାଚନରେ ପିକେ କରିବେ ଖେଳ? ରୋଚକ ହେଉଛି ରାଜନୀତି

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଭୂମିକାକୁ ନେଇ ଆଲୋଚନା ଜୋର୍ ଧରୁଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ବିଶ୍ଳେଷଣ ହେଉଛି। ଏହିକ୍ରମରେ ରବିବାର ସନ୍ଧ୍ୟାରେ NDTVରେ ବିଭିନ୍ନ ନିର୍ବାଚନ ବିଶେଷଜ୍ଞ ଓ ନେତାଙ୍କ ସହ ବିଶେଷ ଆଲୋଚନା ହୋଇଥିଲା। ଏଥିରେ ପ୍ରଶାନ୍ତ…

ଆବର୍ଜନା ବିକିଲେ ମୋଦି ସରକାର, ଚନ୍ଦ୍ରାୟନ-୩ ବଜେଟଠୁ ଅଧିକ ଆୟ

ନୂଆଦିଲ୍ଲୀ: ମୋଦି ସରକାର ଗତ ଏକ ମାସ ମଧ୍ୟରେ ସ୍କ୍ରାପ୍ ବିକ୍ରୟ କରି ୮୦୦ କୋଟି ଟଙ୍କା ରୋଜଗାର କରିଛନ୍ତି।ଯାହାକି ଚନ୍ଦ୍ରାୟନ-୩ର ବଜେଟ ଠାରୁ ମଧ୍ୟ ଅଧିକ ଅଟେ। ଏହି ଚନ୍ଦ୍ରୟାନ-୩ ମୂଲ୍ୟ ୬୧୫ କୋଟି ଥିବା ନେଇ ଜଣାପଡ଼ିଛି। ଏହି ଅଭିଯାନ ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ…

ଆମେରିକାକୁ ଋଷର ନାଲି ଆଖି, ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କଲା ରୁଷିଆ

ମସ୍କୋ: ଆମେରିକାକୁ ଋଷର ନାଲି ଆଖି। କାରଣ ଆମେରିକା ପରେ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କଲା ରୁଷିଆ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମ୍ପ୍ରତି ପରମାଣୁ ପରୀକ୍ଷଣ ବିଷୟରେ କହିଥିଲେ, କିନ୍ତୁ ଏବେ ରୁଷିଆ ଏକ ପରମାଣୁ ପରୀକ୍ଷଣ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛି।…

ବଡ ଷଡଯନ୍ତ୍ର କରୁଛନ୍ତି କି ଅସୀମ ମୁନିର… କାହିଁକି ବାଂଲାଦେଶରେ ପହଞ୍ଚିଲା ପାକିସ୍ତାନୀ ଯୁଦ୍ଧଜାହାଜ?

ନୂଆଦିଲ୍ଲୀ: ପାକିସ୍ତାନୀ ନୌସେନା ଯୁଦ୍ଧଜାହାଜ PNF SAIF ବାଂଲାଦେଶର ଚିଟାଗଙ୍ଗ ବନ୍ଦରରେ ପହଞ୍ଚିଛି। ବାଂଲାଦେଶ ନୌସେନା ଚାରି ଦିନିଆ ସଦିଚ୍ଛା ଗସ୍ତରେ ଯୁଦ୍ଧଜାହାଜକୁ ସ୍ୱାଗତ କରିଛି। ରିପୋର୍ଟ ଅନୁଯାୟୀ, ଜାହାଜଟି କ୍ୟାପ୍ଟେନ ଶୁଜାତ ଆବାସ ରାଜାଙ୍କ ନେତୃତ୍ୱରେ ବନ୍ଦରରେ ପହଞ୍ଚିଥିଲା।…

Earthquake: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ; ତ୍ରୀବତା ରହିଛି ୫.୪

ନୂଆଦିଲ୍ଲୀ: ରବିବାର (ନଭେମ୍ବର ୯, ୨୦୨୫) ଦିନ ୧୨:୦୬ ସମୟରେ ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହାର ତୀବ୍ରତା ୫.୪ ବୋଲି ରିପୋର୍ଟ କରିଛି, ଯାହାର କେନ୍ଦ୍ରସ୍ଥଳ ଭୂମିରୁ ପ୍ରାୟ ୯୦…

Ukraine war: ପୁଟିନଙ୍କ ସ୍ବପ୍ନ ପୂରଣ କରିବ ଟ୍ରମ୍ପଙ୍କ ଜିଦ୍ଦି!, ଚିନ୍ତାରେ ଜେଲେନସ୍କି…

ନୂଆଦିଲ୍ଲୀ: ୨୧ ମାସ ଧରି ଚାଲିଛି ଯୁଦ୍ଧ...ଧିରେ ଧିରେ ୟୁକ୍ରେନୀୟ ଅଞ୍ଚଳକୁ ଅକ୍ତରିଆର କରୁଛନ୍ତି ପୁଟିନ୍...କିଛି କରିପାରୁନାହାନ୍ତି ଟ୍ରମ୍ପ...ଓଲଟା ଜେଲେନସ୍କିଙ୍କୁ କହୁଛନ୍ତି ସାଲିସ୍ କର...ଏବେ ଜେଲେନସ୍କି ଚିନ୍ତାରେ… ପୂର୍ବ ୟୁକ୍ରେନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହର…

ପଥରରେ ପିଟିହୋଇ ଖଣ୍ଡଖଣ୍ଡ ହେଲା ହେଲିକପ୍ଟର, ୫ ମୃତ

ଦାଗେସ୍ତାନ: ନଭେମ୍ବର ୭ରେ ଋଷର ଦାଗେସ୍ତାନ ରାଜ୍ୟରେ ଏକ ଋଷୀୟ କେଏ-୨୨୬ ହେଲିକପ୍ଟର ନିୟନ୍ତ୍ରଣ ହରାଇ  କାସ୍ପିଆନ ସାଗର ଅଞ୍ଚଳରେ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଥିଲା। ତେବେ ମୃତକଙ୍କ ମଧ୍ୟରେ…