Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୦ ବର୍ଷ ତଳର ଅଭିଶାପ, ପୁରୁଷ ଧାରଣ କରନ୍ତି ମହିଳାଙ୍କ ବେଶ

ଓଡିଶା ସମ୍ବାଦ ବ୍ୟୁରୋ: ଗରବା ନାଚ । ଖାସ କରି ଗୁଜରାଟରେ ନବରାତ୍ରୀ ପାଳନ ସମୟରେ ଏହି ନାଚ ସାମ୍ନାକୁ ଆସିଥାଏ । ୯ଦିନ ପର୍ଯ୍ୟନ୍ତ ଗୁଜରାଟର ଲୋକେ ଗରବା ନାଚରେ ମସଗୁଲ ଥାଆନ୍ତି । ହେଲେ ନବରାତ୍ରୀର ଅଷ୍ଟମ ଦିନରେ ପୁରୁଣା ସହର ଅହମଦାବାଦରେ ପୁରୁଷ ଲୋକେ ଶାଢୀ ପିନ୍ଧି ଗରବା କରିବାରେ…

ଜେଲ୍‌ ଭିତରୁ ଭିଡିଓ କଲ୍‌ରେ ପୁଅ ସହ କଥା ହେଲେ ଶାହାରୁଖ୍‌ ଓ ଗୌରୀ

ମୁମ୍ବାଇ: ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହୁଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ତାଙ୍କ ପିତାମାତା ଅର୍ଥାତ୍‌ ଶାହାରୁଖ୍‌ ଓ ଗୌରୀଙ୍କ ସହ କଥା ହୋଇଛନ୍ତି। କୋଭିଡ-୧୯ ପ୍ରୋଟୋକଲ ଯୋଗୁଁ ଜେଲରେ ଥିବା ପ୍ରତ୍ୟେକ…

ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ନୋଟିସ ଜାରି କରିଥିଲା। ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ସମନ କରିଥିଲା। ତେବେ ସୂଚନା ମୁତାବକ ଜ୍ୟାକଲିନ ଇଡି ସମ୍ମୁଖରେ ହାଜର ହୋଇନଥିବା ଜଣାପଡ଼ିଛି। ଶେଷ ମୁହୂର୍ତ୍ତର…

ଆର୍ୟନ୍‌ଙ୍କ ପାଇଁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ୟନ୍‌ଙ୍କୁ ୪୫୦୦  ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ…

ଆର୍ୟନଙ୍କ ଜାମିନ ପାଇଁ ମା’ ଗୌରୀଙ୍କ ମାନସିକ; ନ ମୁକୁଳିବା ଯାଏ ଖାଇବେନି…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଛି। ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ଜାମିନକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ରିପୋର୍ଟ ଅନୁଯାୟୀ ପୁଅ ଆର୍ୟନଙ୍କ ଶୁଭ ମନାସୀ ନବରାତ୍ରୀ ଉପଲକ୍ଷେ ମା' ଗୌରୀ ପୁଅ ମୁକୁଳି…

ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା,୨ ଯବାନଙ୍କ ସହ ଜେସିଓ ସହିଦ

ଜମ୍ମୁ : ଜମ୍ମୁ-କଶ୍ମୀର ପୁଞ୍ଚ ସେକ୍ଟରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଜୁନିଅର କମିଶନ ଅଫିସର ଜେସିଓ ସମେତ ଦୁଇ ଯବାନ ସହିଦ ହୋଇଛନ୍ତି। ଗତକାଲି ରାତିରେ ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ରାତି…

ପୁଣି ବଢିଲା ତୈଳ ଦର

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଦୁଇ ଦିନ ବିରତି ପରେ ଦ୍ବିତୀୟ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ୧୦୫.୧୪ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ମଧ୍ୟ ୩୫ ପଇସା…

ଭୋକିଲା ତାଲିକାରେ ୯୪ରୁ ୧୦୧ତମ ସ୍ଥାନକୁ ଖସିଛି ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ (GHI) ୨୦୨୧ ରିପୋର୍ଟ ଅନୁଯାୟୀ ୧୧୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୦୧ରେ ରହିଛି। ୨୦୨୦ ରେ, ୧୦୭ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୯୪ ଥିଲା। ୨୦୨୧ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ…

ଦାର୍ଜିଲିଂ ଚା’ର ସଙ୍କଟ ବଢାଉଛି ନେପାଳ ଚା’

ନୂଆଦିଲ୍ଲୀ: ଦାର୍ଜିଲିଂ ଚା ଏହାର ଅନନ୍ୟ ସ୍ୱାଦ ଏବଂ ସୁଗନ୍ଧ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏହି ବିଶେଷତା ହେତୁ ଏହି ଚାକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି। କିନ୍ତୁ ବର୍ତ୍ତମାନ ପଡୋଶୀ ଦେଶ ନେପାଳରୁ ଆସୁଥିବା ଚା' ଏବେ ଏହାର ପରିଚୟ ପ୍ରତି ବିପଦ ସୃଷ୍ଟି କରୁଛି। ନେପାଳ ସହିତ ମୁକ୍ତ…

କରୋନା ଯୋଗୁ ଦେଶରେ ଟିବି ରିପୋର୍ଟ ୪୧% ହ୍ରାସ ପାଇଛି

ଜେନେଭା: ଗୁରୁବାର ଦିନ ପ୍ରକାଶିତ ହୁର ୨୦୨୧ ଗ୍ଲୋବାଲ୍ ଟିବି ରିପୋର୍ଟ ଅନୁଯାୟୀ କୋଭିଡ୍-୧୯ ମହାମାରୀ ହେତୁ ୨୦୧୯ ରୁ ୨୦୨୦ ମଧ୍ୟରେ ଭାରତରେ ଯକ୍ଷ୍ମା ରୋଗର ରିପୋର୍ଟ ୪୧% ହ୍ରାସ ପାଇଛି। ଭାରତ, ତା’ପରେ ଇଣ୍ଡୋନେସିଆ (୧୪%), ଫିଲିପାଇନ୍ସ (୧୨%) ଏବଂ ଚୀନ୍ (୮%) ଏହି ଶୀର୍ଷ ଚାରିଟି ଦେଶ…