Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରୁ ବିମାନ ଚଳାଚଳ ଉପରେ କଟକଣା ବଢାଇଲା ଏହି ଦେଶ

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଇଥିହାଡ୍‌ ଏୟାରୱେଜ୍ ସୋମବାର ସୂଚନା ଦେଇଛି ଯେ ଭାରତରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ବିମାନଗୁଡ଼ିକ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଅଗଷ୍ଟ ୨ ଯାଏ ୟୁଏଇକୁ ବିମାନ ଚଳାଚଳ ହୋଇପାରିବ ନାହିଁ। ତେବେ ଏହି ଅବଧି ଭିତରେ ଯେଉଁମାନେ ୟୁଏଇ…

ପୁଷ୍ଟିହୀନତା ଥିବା କରୋନା ରୋଗୀଙ୍କଠାରେ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ପୁଷ୍ଟିହୀନତାର ଶିକାର ହୋଇଥିବା ବୟସ୍କ ଏବଂ ଶିଶୁମାନଙ୍କଠାରେ କରୋନା ଜନିତ ମୃତ୍ୟୁର ବିପଦ ଅଧିକ ରହିଛି। ଅଧ୍ୟୟନ ଅନୁଯାୟୀ, ପୁଷ୍ଟିହୀନତା ପ୍ରତିରକ୍ଷା ପ୍ରଣାଳୀର ସଠିକ୍ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ ଏବଂ ଅନ୍ୟ ଭୂତାଣୁଙ୍କ ପାଇଁ…

ଦେଶକୁ ଖୁବ୍‌ ଶୀଘ୍ର ମିଳିପାରେ ଆଉ ଏକ ସ୍ୱଦେଶୀ ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତକୁ ମିଳିପାରେ ଆଉ ଏକ କରୋନା ଟିକା। ପ୍ରସ୍ତୁତି ଜୋରସୋରରେ ଚାଳିଛି। ଚୂଡାନ୍ତ ଫଳ ଆସିବା ପରେ ଏହା ସାଧାରଣ ନାଗରିକଙ୍କ ଲାଗି ଉପଲବ୍ଧ ହେବ ବୋଲି ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବାୟୋଲୋଜିକାଲ ଇ ସୂଚନା ଦେଇଛି। ଏହି କମ୍ପାନୀ ଏକ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ୟେଦିୟୁରପ୍ପା, ଘୋଷଣା ବେଳେ ଭାବୁକ ହେଲେ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଚର୍ଚ୍ଚା ଉପରେ ଯବନିକା ପଡ଼ିଛି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବି. ଏସ୍. ୟେଦିୟୁରପ୍ପା । ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି । ଅପରାହ୍ଣ ୪ଟାରେ ସେ ରାଜ୍ୟପାଳଙ୍କୁ ଭେଟିବେ । ଇସ୍ତଫା ଘୋଷଣା ବେଳେ ବେଶ ଭାବୁକ…

ସ୍ୱାମୀଙ୍କ ପାଇଁ ଟେନସନରେ ଶିଳ୍ପା ସେଟ୍ଟୀ, ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ !

ମୁମ୍ୱାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଟେନସନରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ହେବେନି ବା କେମିତି ? ସ୍ୱାମୀ ସାଂଘାତିକ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଜେଲରେ ଅଛନ୍ତି । ଏପଟେ ତାଙ୍କୁ ପୁଣି ଥରେ ଜେରା କରିପାରେ ମୁମ୍ୱାଇ କ୍ରାଇମବ୍ରାଞ୍ଚ । କିଛି ଦିନ ତଳେ ଘଣ୍ଟାଘଣ୍ଟା…

ଟ୍ରାକ୍ଟର ଚଢି ସଂସଦ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଟ୍ରାକ୍ଟର ଚଢି ସଂସଦ ପହଞ୍ଚିଥିବା ଦେଖିବାକୁ ମିଳିଛି। କୃଷି ଆଇନକୁ ବିରୋଧ କରି ରାହୁଲ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାହୁଳ ଟ୍ରାକ୍ଟରେ ସଂସଦକୁ ପ୍ରବେଶ କରିବା ସମୟରେ ଅନ୍ୟ ବିରୋଧୀ ସାଂସଦମାନେ…

ବାହାବେଦୀରେ ବର କରୁଛି ଓ୍ୱାର୍କ ଫ୍ରମ୍ ହୋମ୍, ହସି ହସି କନିଆଁ ବେଦମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ଯୋଗୁ ଓ୍ୱାର୍କ ଫ୍ରମ୍ ହୋମ୍ ଚାଲିଛି । ଅର୍ଥାତ ଘରୁ କାମ କରିବେ । ଏହି ଓ୍ୱାର୍କ ଫ୍ରମ୍ ହୋମର ସାଇଡ୍ ଇଫେକ୍ଟ ଜାଣିଲେ ଆପଣ ଚକିତ ହେବେ । ବାହାବେଦୀରେ ବରବେଶରେ ବସି ଓ୍ୱାର୍କ ଫ୍ରମ୍ ହୋମ୍ କରିଛନ୍ତି ଜଣେ ବର । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ…

କାରଗିଲ୍‌ ହିରୋ କ୍ୟାପ୍‌ଟେନ ବାତ୍ରାଙ୍କ ନିଆରା ପ୍ରେମ କାହାଣୀ

ନୂଆଦିଲ୍ଲୀ: ଆଜି କାରଗିଲ୍‌ ବିଜୟ ଦିବସ। କାରଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା କ୍ୟାପଟେନ ବିକ୍ରମ ବାତ୍ରା ଅନ୍ୟମାନଙ୍କ ପାଇଁ ସାହସ ଏବଂ ପ୍ରେରଣାର ଉତ୍ସ ଥିଲେ। ଦେଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ। କେବଳ ଯୁଦ୍ଧକ୍ଷେତ୍ରରେ ତାଙ୍କର ବୀରତ୍ୱ ଏବଂ ନିଷ୍ଠା ନୁହେଁ ବରଂ ଡିମ୍ପଲ୍ ଜିମାନଙ୍କ…

ଏମିତି ବି ଆସେ ମୃତ୍ୟୁ

ହିମାଚଳ ପ୍ରଦେଶ: ରବିବାର ଦିନ ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁବରଣ କରିଥିବା ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସେଥିରେ ଜଣେ ୩୪ ବର୍ଷିୟା ମହିଳା ଆୟୁର୍ବେଦିକ ଡାକ୍ତର ମଧ୍ୟ ଥିଲେ। ମୃତ ଡାକ୍ତର ଜଣକ ହେଉଛନ୍ତି ଡା. ଦୀପା ଶର୍ମା।…

ରୁଦ୍ରେଶ୍ୱର ମନ୍ଦିରକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ଟ୍ୟାଗ୍‌

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଅବସ୍ଥିତ ରାମପ୍ପା ମନ୍ଦିରକୁ ୟୁନେସ୍କୋ ପକ୍ଷରୁ ବିଶ୍ବ ଐତିହ୍ୟସ୍ଥଳର ମାନ୍ୟତା ମିଳିଛି। ଏହାକୁ ରୁଦ୍ରେଶ୍ୱର ମନ୍ଦିର ମଧ୍ୟ କୁହାଯାଏ। ଏହି ମନ୍ଦିର ଦ୍ବାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା। ଅନେକ ସମୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ…