Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିବା ନୀରଜଙ୍କ ଜାଭଲିନ୍‌ ୧.୫ କୋଟିରେ ନିଲାମ

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ମୃତି ଚିହ୍ନର ଇ-ନିଲାମ ପ୍ରକ୍ରିୟା ଶେଷ ହେବା ପରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭେଲିନ୍ ୧.୫ କୋଟି ଟଙ୍କାରେ ନିଲାମ ହୋଇଛି। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସର୍ବାଧିକ…

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ବଦମାସୀ କମୁନି । ଲଦାଖ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଛି । ଏଲଏସିରେ ଦୁଇ ଦେଶର ସୈନ୍ୟ ସାମନା ସାମନି ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତେ ଅନ୍ତର୍ଗତ ତାଓ୍ୱାଙ୍ଗ ସେକ୍ଟରରେ ଏହି ଘଟଣା ଘଟିଥିଲା । ଚୀନର…

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଫୈସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କର କଣ ହେବ ? ଜେଲ୍ ଯିବେ ନା ବେଲରେ ମନ୍ନତ ଫେରିବେ ? ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ଶୁଣାଣି ରହିଛି । ଦିନ ୧୧ଟାରେ ଉଭୟ ପକ୍ଷ ନିଜ ନିଜ ଦସ୍ତାବିତ ଉପସ୍ଥାପନ କରିବେ । ଏହାପରେ ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ…

ମହଙ୍ଗା ପଡିଲା ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା: ବିଜେପି କାର୍ଯ୍ୟକାରିଣୀରୁ ମାନେକା, ବରୁଣ ବିଦା

ନୂଆଦିଲ୍ଲୀ:ଉତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସାକୁ ନିନ୍ଦା କରିବା ଏବଂ ଏହା ସମର୍ଥନରେ ଭିଡିଓ ଅପଲୋଡ କରିବା ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଜି ଘୋଷଣା କରାଯାଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ଏହି ଦୁଇ ଜଣଙ୍କୁ ବାହାର କରି…

ଖେରି ଚାଷୀ ହତ୍ୟା ମାମଲା : କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଫେରାର

ଉତ୍ତରପ୍ରଦେଶ : ଲଖିମପୁର ଖେରି ଚାଷୀ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି । ଗଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ତମାମ ବିରୋଧୀ । ଏହାସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରିବାକୁ ଦାବି ହୋଇଛି । ହେଲେ ଏବେ ଆଶିଷଙ୍କୁ ନେଇ…

ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଛି ଅନୁମତି । RTS, S-AS01କୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏନେଇ ସୂଚନା ଦେଇଛନ୍ତି WHOର ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସସ । ଏହି ଟିକାକୁ ଅନୁମତି ମିଳିବା ପରେ ବିଶ୍ବରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏକ…

ଲଖିମପୁର ଖେରି ହିଂସା ମାମଲା : ଯୋଗୀ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ । ଘଟଣା ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ଲବକୁଶ ରାଣା ଓ ଆଶିଷ ପାଣ୍ଡେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ସମସ୍ତେ କେନ୍ଦ୍ରମନ୍ତ୍ରୀ ଅଜୟ…

ଚୀନ, ପାକିସ୍ତାନ, ରୁଷିଆରେ ଆମେରିକାର ସିଆଇଏ ଏଂଜେଟଙ୍କୁ ହତ୍ୟା କରାଯାଉଛି !

ୱାଶିଂଟନ: ଆମେରିକାର ଗୋଇନ୍ଦ ସଂସ୍ଥା ସିଆଇଏ ଏବେ ଚିନ୍ତାରେ ପଡିଛି । ବିଭିନ୍ନ ଦେଶରେ ସେମାନଙ୍କ ଗୋଇନ୍ଦା ଏଜେଂଟକୁ ହତ୍ୟା କରାଯାଉଛି । ବିଶେଷ କରି ରୁଷିଆ, ଚୀନ, ଇରାନ ଓ ପାକିସ୍ତାନରେ ଏ ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏପରିକି କେତେକ ଏଜେଂଟଙ୍କୁ ଆମେରିକା ପଛରେ ଲଗାଇ…

୨ ଶିକ୍ଷକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଏବେ ବାରମ୍ବାର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି । ଶ୍ରୀନଗରର ଇଦଗାହ ଅଂଚଳର ସରକାରୀ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟକୁ ୨ରୁ୩ଜଣ ଆତଙ୍କବାଦୀ ପ୍ରବେଶ କରି ପ୍ରିନ୍ସପାଲ ସତିନ୍ଦର କୌର ଓ ଶିକ୍ଷକ ଦୀପକ ଚାନ୍ଦଙ୍କୁ ଗୁଳି କରିଥିଲେ । ଏହା…

କ୍ରୁଜ୍ ଡ୍ରଗ୍ସ ଲିଙ୍କ୍: ଜଣେ ବିଦେଶୀଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ସାମନାକୁ ଆସିଲା ବିଦେଶୀ ଲିଙ୍କ୍ । ଗତକାଲି ଜଣେ ବିଦେଶୀ ନାଗରିକ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତାଙ୍କୁ ହେପାଜତରେ ନେଇ ପଚରାଉଚରା କରୁଛି ଏନସିବି । ବାନ୍ଦ୍ରାରୁ ତାଙ୍କୁ ଗିରଫ କରାଯାଇଛି । ଗିରଫ ବିଦେଶୀ ନାଗରିକଙ୍କ ପାଖରୁ ଜବତ…