Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀଲଙ୍କା ବିପକ୍ଷ T20 ସିରିଜ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଧଓ୍ୱନ ଧୁରନ୍ଧର

କଲମ୍ବୋ(ଶ୍ରୀଲଙ୍କା): ଦିନିକିଆ ପରେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତି ଆଗକୁ ସିରିଜ ହାତେଇବା ଅଭିଯାନରେ ମୈଦାନକୁ ଓହ୍ଲାଇବେ ଧଓ୍ୱନ ଧୁରନ୍ଧର । ଶ୍ରୀଲଙ୍କା ସହ ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ପ୍ଲେଇଂ…

ଆମେରିକାରେ ଆରମ୍ଭ ହେଲା ମୃତ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଇବା ଉଦ୍ୟମ

ୱାଶିଂଟନ: ଆମେରିକାରେ ମୃତ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଯିବା ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ ପ୍ରତିଷ୍ଠିତ ଶେଫ ତଥା ଟିଭି ପ୍ରେଜେଂଟର ଆନ୍ଥୋନୀ ବୋର୍ଡନଙ୍କ ଏକ ଡକ୍ୟୁମେଂଟ୍ରି ଏହି ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଥିଲା । ଏହା ଏପରି ଭାବେ ପ୍ରସ୍ତୁତ ହୋଇଥିଲା ଯେପରି ବୋର୍ଡନ…

କୋଭାକ୍ସିନ ପାଇଁ କ୍ଲିନିକାଲ ଅଧ୍ୟୟନକୁ ବାତିଲ କଲା ବ୍ରାଜିଲ

ନୂଆଦିଲ୍ଲୀ: ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ଅନଭିସା ସୋମବାର କହିଛି ଯେ ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ କୋଭିଡ୍‌ ବିରୋଧୀ ଟିକା କୋଭାକ୍ସିନ ପାଇଁ ଏକ କ୍ଲିନିକାଲ ଅଧ୍ୟୟନକୁ ବାତିଲ କରିଦିଆଯାଇଛି। ଅନଭିସା ପକ୍ଷରୁ ସୋମବାର କୁହାଯାଇଛି ଯେ ଏହି ପରୀକ୍ଷା ଫଳସ୍ୱରୂପ ଆଗକୁ ବଢିପାରିବ…

ଦେଶର ଏହି ୫ ରାଜ୍ୟରେ କରୋନା ସଂକ୍ରମଣ ମାମଲା ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ଅନେକ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବା ବେଳେ ଏହି ୫ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ରିପୋର୍ଟ ଅନୁଯାୟୀ କେରଳରେ ଅଦ୍ୟାବଧି ଯେତିକି କରୋନା ମାମଲା ବାହାରୁଛି ଏହା ଦେଶରେ ରିପୋର୍ଟ ହେଉଥିବା ଅନ୍ୟ ମାମଲାର ପ୍ରାୟ ଅଧା।…

ଅଲିମ୍ପିକ୍ସ ସୁଟିଂରେ ଖରାପ ପ୍ରଦର୍ଶନ: ପୁଣି ନିରାଶ କଲେ ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି

ଟୋକିଓ: ଅଲିମ୍ପିକ୍ସ ସୁଟିଂରେ ଭାରତର ପଦକ ଆଶା ପୁଣି ଥରେ ଧୂଳିସାତ ହୋଇଛି । ନିରାଶ କରିଛନ୍ତି ସୁଟର ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି । ପାଞ୍ଚ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଯୋଡି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟର ମେଡାଲ୍ ମ୍ୟାଚ୍ ରାଉଣ୍ଡକୁ ଯାଇ ପାରି ନାହାନ୍ତି ।…

ଅଲିମ୍ପିକ୍ସ ପୁରୁଷ ହକି: ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ: ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ଟୋକିଓ ଅଲିମ୍ପିକ୍ସରେ ପୁଣି ଥରେ ବିଜୟଧାରାକୁ ଫେରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ସ୍ପେନକୁ ୩-୦ ଗୋଲରେ ପରାସ୍ତ କରିଛି ଭାରତ । ଗ୍ରୁପ ପର୍ଯ୍ୟାୟର ଏହି ମ୍ୟାଚକୁ ଏକତରଫା ଭାବରେ ଜିତି ନେଇଛି ଟିମ୍ ଇଣ୍ଡିଆ । ରୂପିନ୍ଦର ପାଲ ସିଂହ ୨ଟି ଓ…

ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା

ମାଡ୍ରିଡ୍‌: ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ୍‌ ହେଲା ରେଟିରୋ ପାର୍କ। ମାଡ୍ରିଡ୍‌ର ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା। ରେଟିରୋ ପାର୍କ ସ୍ପେନ୍‌ର ରାଜଧାନୀ ମାଡ୍ରିଡର ମଧ୍ୟ ଭାଗରେ ୧.୨ ବର୍ଗ କିଲୋମିଟରେ ପ୍ରସାରିତ ହୋଇ ରହିଛି। ବୁଲଭାର୍ଡ ୧୬ ଶହ…

ପେଗାସସ ଦୁର୍ନୀତିର ତଦନ୍ତ ପାଇଁ କମିଟି ଗଠନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ସାରା ଦେଶରେ ପେଗାସସ ଦୁୂର୍ନୀତି ନେଇ ତାତି ଜୋର ଧରିଥିବା ବେଳେ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କମିଟି ଗଠନ କରିଛନ୍ତି । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ତଦନ୍ତ ତାଲିକାଭୁକ୍ତ ହେବାରୁ ଏହି କମିଟି ଗଠନ କରାଯାଇଛି । ପ୍ରଥମ ରାଜ୍ୟ ଭାବେ…

ବିଶ୍ୱ ପାଇଁ ଏବେ ସବୁଠୁ ବଡ଼ ବିପଦ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: ଭାଇରୋଲୋଜିଷ୍ଟ ଏବଂ ଏପିଡେମୋଲୋଜିଷ୍ଟଙ୍କ ଅନୁଯାୟୀ ଡେଲଟା ଭାରିଆଣ୍ଟ ହେଉଛି କରୋନାର କ୍ଷୀପ୍ର ସଂକ୍ରମଣକାରୀ ଭୂତାଣୁ। ଏହା କରୋନାର ସବୁଠାରୁ ଭୟଙ୍କର ପ୍ରଜାତି। ଯାହାକୁ ଏବେ ବିଶ୍ବ ସାମ୍‌ନା କରୁଛି। ଅନେକ ଦେଶରେ ଡେଲ୍‌ଟା ପ୍ରଜାତି ଯୋଗୁ ଜଟିଳ ସ୍ଥିତି ମଧ୍ୟ ଉପୁଜିଛି।…

ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ, ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କ ସହଯୋଗ ଲୋଡିଲେ

ଶିଲଂ: ଆସାମ-ମିଜୋରମରେ ସୀମା ବିବାଦ ନେଇ ହିଂସାକାଣ୍ଡ ଘଟିଛି । ସ୍ୱରାଷ୍ଟ୍ର୍ର ମନ୍ତ୍ରୀ ଅମିତ ଶାହ ଉତରପୂବାଂଚଳର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ ୨ ଦିନ ତଳେ ଆୟୋଜିତ କରିଥିଲେ । ସୀମା ବିବାଦ ନେଇ ଆଲୋଚନା ହୋଇଥିଲେ ମଧ୍ୟ କଣ ପାଇଁ ହିଂସାକାଣ୍ଡ ହେଉଛି ତାହା ଜଣାପଡି…