Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନିସ୍ତାନ ଏବଂ ଆମେରିକା ସୈନ୍ୟର ୭୦୦ ଟ୍ରକ କବଜା କଲାଣି ତାଲିବାନ !

କାବୁଲ: ଆଫଗାନିସ୍ତାନରେ ତାଲିବାନ ତାର ସ୍ଥିତି ମଜଭୁତ କରିବାରେ ଲାଗିଛି । ଆମେରିକା ପର୍ଯ୍ୟାୟ କ୍ରମେ ସେନା ପ୍ରତ୍ୟାହାର କରୁଥିବାରୁ ଏହା ସେମାନଙ୍କୁ ଫାଇଦାରେ ରଖିଛି । ରିପୋର୍ଟ ମୁତାବକ ଆଫଗାନିସ୍ତାନ ଏବଂ ଆମେରିକା ସୈନ୍ୟଙ୍କ ପାଖାପାଖି ୭୦୦ ଟ୍ରକ ଓ ଅନ୍ୟ ସାମରିକ ଯାନ ତାଲିବାନମାନେ…

ଗିରଫ ନକରାଗଲେ ପୋଲିସ ଆଗରେ ହାଜର ହେବି; ଟ୍ୱିଟର ଇଣ୍ଡିଆ ଏମ୍‌ଡି

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କୁ କହିଛନ୍ତି ଯେ ଯଦି ସେ ଗିରଫ ନକରନ୍ତି ତେବେ ସେ ଉତ୍ତରପ୍ରଦେଶ ପୋଲିସ ଆଗରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ମନୀଷ ମହେଶ୍ୱରୀଙ୍କ ପରାମର୍ଶଦାତା ସି.ଭି…

ନିଖୋଜ ରୁଷର ଏନ୍‌-୨୬ ବିମାନରେ ସମସ୍ତ ଯାତ୍ରୀ ମୃତ!

ମସ୍କୋ: ୨୨ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ରୁଷର An-26 ବିମାନଟି ମଝି ରାସ୍ତାରେ ହଠାତ୍‌ ନିଖୋଜ ହୋଇଯାଇଥିଲା। ଏହାପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଥିଲା। ତେବେ ସଦ୍ୟ ସୂଚନା ଅନୁଯାୟୀ ରୁଷର An-26 ବିମାନରେ ଥିବା ସମସ୍ତ ୨୮ ଜଣ…

ମହାମାରୀ ସମୟରେ ବଢିଛି ବାରଣାସୀ ଆମ୍ବର ଚାହିଦା

ନୂଆଦିଲ୍ଲୀ: ମହାମାରୀ ଯୋଗୁ ସମଗ୍ର ଦେଶର ଅର୍ଥନୈତିକ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ହେଉଛି ଏହାର ଦେଶର ଅର୍ଥନିତୀ ଉପରେ ପ୍ରଭାବ ପକାଇଛି। କୋଭିଡ୍-୧୯ ମହାମାରୀ ଏବଂ ଲକଡାଉନ୍ ହୁଏତ ଅନ୍ୟ ବ୍ୟବସାୟରେ ପରିମାଣକୁ ହ୍ରାସ କରିପାରେ କିନ୍ତୁ ବାରାଣାସୀର ଆମ୍ବ…

ବିଶ୍ୱର ସବୁଠାରୁ ଉଚ୍ଚତମ ଘୋଡାର ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱର ଉଚ୍ଚତମ ଘୋଡାର ମୃତ୍ୟୁ ହୋଇଛି। ଏହି ୱିସସ୍‌କନ୍‌ସିନ୍‌ରେ ମୃତ୍ୟୁ ବରଣ କରିଛି। ବିଗ୍ ଜେକ ନାମକ ଏହି ୨୦ ବର୍ଷୀୟ  ବିଗ୍‌ ଜେକ୍‌ ସ୍ମୋକି ହୋଲ୍ ଫାର୍ମରେ ରହୁଥିଲା। ଫାର୍ମର ମାଲିକ ଜେରୀ ଗିଲବର୍ଟଙ୍କ ପତ୍ନୀ ଭାଲିସିଆ ଗିଲବର୍ଟ କହିଛନ୍ତି ଯେ ଦୁଇ ସପ୍ତାହ ପୂର୍ବରୁ…

ବଦଳିଲେ ୮ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୮ଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ସୂଚନା ଅନୁଯାୟୀ କର୍ଣ୍ଣାଟକର ରାଜ୍ୟପାଳ ଭାବେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ରାଜ୍ୟସଭା ନେତା ଥାୱରଚାନ୍ଦ ଗେହଲୋଟ୍ ନିଯୁକ୍ତ ହୋଇଛନ୍ତି। ଏହାସହ ମିଜୋରାମର ରାଜ୍ୟପାଳ ପିଏସ୍…

୨୮ ଜଣଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ବିମାନ ନିଖୋଜ

ନୂଆଦିଲ୍ଲୀ:  ପ୍ରାୟ ୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ମଝି ରାସ୍ତାରେ ନିଖୋଜ ହୋଇଯାଇଛି। ଏହାପରେ ପୁଣି ଏକ ବିମାନ ଦୁର୍ଘଟଣା ନେଇ ଆଶଙ୍କା କରାଯାଉଛି। ମଙ୍ଗଳବାର ରୁଷରେ ଏହି ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଏ ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ରୁଷର…

ମୋ ଭାଗ୍ୟଭଲ; ବଲିଉଡରେ ବାହାହୋଇନି!

ମୁମ୍ବାଇ: ବଲିଉଡ ଆଉ ବାହାଘରକୁ ନେଇ ସବୁବେଳେ ଚର୍ଚ୍ଚା। କିଏ କାହା ସହ ଡେଟିଂରେ ଅଛି। କିଏ ଲିଭ୍ ଇନରେ ରହୁଛି, କାହା ସମ୍ପର୍କ ଠିକ୍ ଠାକ୍ ନାହିଁ; ଆଉ କାହାର ବିବାହ ବିଚ୍ଛେଦ ହେଉଛି। ଏବେ ଅମୀର ଖାନ-କିରଣ ରାଓଙ୍କ ବିଚ୍ଛେଦ ଖବର ଚର୍ଚ୍ଚାରେ ଥିବା ବେଳେ ବାହାଘରକୁ ନେଇ ଅନୀଲ କାପୁରଙ୍କ…

ଅବହେଳା କରନ୍ତୁନାହିଁ! କରୋନା ପରେ କିଡନୀ ରୋଗ ବି ହୋଇପାରେ

ଭୁବନେଶ୍ଵର: କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ  ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା…

ଭାରତୀୟ ଯାତ୍ରୀଙ୍କ ଉପରୁ ପ୍ରବେଶ ନିଷେଧ ହଟାଇଲା ଜର୍ମାନୀ

ନୂଆଦିଲ୍ଲୀ: ଭାରତ ସମେତ ଅନ୍ୟ ଚାରିଟି ଦେଶ ଉପରୁ ବ୍ୟାନ୍‌ ହଟାଇଲା ଜର୍ମାନୀ। ଏଣିକି ଏହି ଚାରିଟି ଦେଶରରୁ ଯାତ୍ରୀଙ୍କ କଟକଣା କୋହଳ କଲା ଜର୍ମାନୀ। ଏହି ଦେଶଗୁଡ଼ିକରେ ଡେଲ୍‌ଟା ଭାରିଆଣ୍ଟର ଦ୍ରୁତ ପ୍ରଭାବକୁ ନେଇ ଯାତ୍ରୀଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇଥିଲା ଜର୍ମାନୀ। ତେବେ…