Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀନଗର ପରେ ଏବେ କୁପୱାରାରେ ଡ୍ରୋନ୍‌ ବ୍ୟବହାର ମନା

କୁପୱାରା: ଶ୍ରୀନଗର ପରେ ଏବେ ଜମ୍ମୁକଶ୍ମୀରର କୁପୱାରାରେ ଡ୍ରୋନ୍‌ ବ୍ୟବହାରକୁ ବାରଣ କରାଯାଇଛି। ବିସ୍ଫୋରକ ଲୋଡ୍ ଡ୍ରୋନ୍ ଜାମ୍ମୁ ଏୟାରବେସ୍ ଉପରେ ଆକ୍ରମଣ କରିବାର କିଛି ଦିନ ପରେ ଶ୍ରୀନଗରରେ ଡ୍ରୋନ୍‌ ବ୍ୟବହାରକୁ ନି‌ଷେଧ କରାଯାଇଥିଲା। ଏହାପରେ ଏବେ କୁପୱାରା ଜିଲ୍ଲା ପ୍ରଶାସନ…

ମୋଦୀଙ୍କ ସହ ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇଥିଲେ ଗିରଫ ନକଲି ସିବିଆଇ କର୍ମଚାରୀ!

ନୂଆଦିଲ୍ଲୀ: ନିଜକୁ ନକଲି ସିବିଆଇ କର୍ମଚାରୀ ବୋଲାଉଥିବା କଲିକତା ହାଇକୋର୍ଟର ଓକିଲ ସନାତନ ରାୟ ଚୌଧୁରୀଙ୍କୁ ମଙ୍ଗଳବାର ଦିନ କୋଲକାତା ପୋଲିସ ଗିରଫ କରିଥିଲା। ତେବେ ପୋଲିସ ପଚରାଉଚରା ବେଳେ ସେ ଏକ ବଡ ବୟାନ ‌ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୮ ରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ଦଶମ…

୫ ଲକ୍ଷ ଟଙ୍କା ଜୋରିମାନା ଦେବେ ଟିଏମ୍‌ସି ସୁପ୍ରିମୋ

କୋଲକାତା: ଟିଏମ୍‌ସି ସୁପ୍ରିମୋଙ୍କ ଆବେଦନକୁ ଜଷ୍ଟିସ କୌଶିକ ଚାନ୍ଦ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଚାରପତିଙ୍କ ପ୍ରତ୍ୟାଖ୍ୟାନ ପାଇଁ ମମତା ବାନାର୍ଜୀଙ୍କୁ ୫ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ସୂଚନା ମିଳିଛି। ବୁଧବାର ଦିନ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଉବୈଦ

ହିନ୍ଦୱାଡା: ଜମ୍ମୁ-କଶ୍ମୀରରେ ବୁଧବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ହାତ ଲାଗିଛି । ହିଜବୁଲ ମୁଜାହିଦ୍ଦିନର ଟପ କମାଣ୍ଡର ତଥା କୁଖ୍ୟାତ ଆତଙ୍କବାଦୀ ମେହରାଜୁଦ୍ଦିନ ଓରଫ ଉବୈଦ ପୋଲିସ ଏନକାଂଉଟରରେ ମୃତ୍ୟୁବରଣ କରିଛି । ଆଇଜିପି ବିଜୟ କୁମାର ଏହି ସୂଚନା ଦେବା ସହ ଏହା ପୋଲିସର ଏକ ବଡ ସଫଳତା…

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ସ୍ବର୍ଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ରଙ୍ଗରାଜନ୍ କୁମାରାମଙ୍ଗଲାମଙ୍କ ପତ୍ନୀ କିଟି କୁମାରାମଙ୍ଗଲମଙ୍କୁ ବୁଧବାର ଦିଲ୍ଲୀର ବସନ୍ତ ବିହାର ସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ପଛରେ ଡକାୟତି…

ପରଲୋକରେ ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡରେ ଗୋଟିଏ ଯୁଗର ଅବସାନ ହୋଇଛି । ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର । ଆଜି ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ୩୦ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ…

ଆଜି ମୋଦିଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ, ଏହି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଆଜି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ସନ୍ଧ୍ୟା ୬ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ପାଖାପାଖି ୨୦ ନୂଆ ଚେହେରାଙ୍କୁ ନିଜ ଟିମରେ ସାମିଲ କରି ପାରନ୍ତି…

୧୦ଟି କାଉଣ୍ଟର ଅନମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ କିଣିବ ବାୟୁସେନା

ନୂଆଦିଲ୍ଲୀ : ଜାମ୍ମୁ ଏୟାରବେସ ହମଲା ପରେ ଆକ୍ସନ ମୋଡରେ ଭାରତୀୟ ବାୟୁସେନା । ୧୦ଟି କାଉଣ୍ଟର ଅନମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ ବା ସିୟୁଏଏସ କିଣିବାକୁ ଯୋଜନା କରୁଛି ଭାରତୀୟ ବାୟୁସେନା । ଏୟାର ବେସ୍ ଉପରେ ପ୍ରଥମ ଥର ଲାଗି ଏହି ଧରଣର ଆକ୍ରମଣ ଯୋଗୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ…

ଜୁଲାଇ ୨୦ରୁ ଆରମ୍ଭ ଜେଇଇ ମେନ୍

ନୂଆଦିଲ୍ଲୀ : ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ଜେଇଇ ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର କରାଯିବ ପରୀକ୍ଷା । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ସେସନ ୩ ପାଇଁ…

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ

ନୂଆଦିଲ୍ଲୀ : ଆସନ୍ତାକାଲି ହେବ କେନ୍ଦ୍ର କ୍ୟାବିନେଟର ସଂପ୍ରସାରଣ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ କିଏ ଇନ୍ ଓ କିଏ ହେବେ ଆଉଟ୍ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ମୋଦିଙ୍କ କ୍ୟାବିନେଟରେ ନୂଆ ମୁହଁଙ୍କୁ ସାମିଲ୍‌…