Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଣ୍ଟରନେଟ୍‌ରୁ ହଟିଲା ତାଲିବାନ ୱେବ୍‌ସାଇଟ!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନର ଅଫିସିଆଲ୍ ୱେବସାଇଟ୍ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟରୁ ଅଦୃଶ୍ୟ ହୋଇଯାଇଥିବା ଜଣାପଡିଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ତାଲିବାନ…

୧୫୦ ଭାରତୀୟଙ୍କୁ ଅପହରଣ କଲେ ତାଲିବାନ !

କାବୁଲ: ଆଫଗାନିସ୍ତାନରୁ ଭାରତ ପାଇଁ ଏକ ଖରାପ ଖବର ହସ୍ତଗତ ହୋଇଛି । ୧୫୦ ଲୋକଙ୍କୁ କାବୁଲ ବିମାନବନ୍ଦର ନିକଟରୁ ତାଲିବାନମାନେ ଅପହରଣ କରିନେଇଥିବା ସ୍ଥାନୀୟ ନ୍ୟୁଜ ସଂସ୍ଥା ଅଲ ଇତେହାରେ ରିପୋର୍ଟ ପ୍ରକାଶ ପାଇଛି । ଅପହରଣକାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି । ଅବଶ୍ୟ ଏ ନେଇ…

ରାଜଧାନୀରେ ପ୍ରବଳ ବର୍ଷା; ଟ୍ରାଫିକ୍‌ ଜାମ୍‌

ନୂଆଦିଲ୍ଲୀ: ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ରାତିରୁ ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ପ୍ରବଳ ବର୍ଷା ହେତୁ ବିଭିନ୍ନ ଅଞ୍ଚଳରେ ଜଳସ୍ତର ବଢିବାରେ ଲାଗିଛି। ଯାହା ଫଳରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଗାଡିଗୁଡ଼ିକର ଲମ୍ବା ଲାଇନ ଲାଗିଛି।…

କାବୁଲରୁ ଫେରିଲେ ୮୫ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ ନିୟନ୍ତ୍ରଣରେ ଅଛି। କାବୁଲ ବିମାନବନ୍ଦର ବ୍ୟତୀତ ତାଲିବାନ ଯୁଦ୍ଧବିମାନ ପ୍ରାୟ ସବୁ ସ୍ଥାନରେ ନିୟୋଜିତ ହୋଇଛି। ବର୍ତ୍ତମାନ ବିମାନବନ୍ଦରର ସୁରକ୍ଷା ଆମେରିକୀୟ ସୈନିକଙ୍କ ହାତକୁ ଟେକି ଦିଆଯାଇଛି। ଯାହା ସାହାଯ୍ୟରେ ଭାରତ ମଧ୍ୟ…

କାବୁଲ ପହଞ୍ଚିଲେ ତାଲିବାନ ସହ-ପ୍ରତିଷ୍ଠାତା ବରାଦର

କାବୁଲ: ଆଫଗାନିସ୍ତାନରେ ଚାଲିବା ତାଲିବାନ ରାଜ । କାବୁଲ ଦଖଲ ପରେ ତାଲିବାନୀ ସରକାର ଗଠନ କସରତ ଆରମ୍ଭ କରିଛନ୍ତି । କାତାରରୁ ଆସି କାନ୍ଦାହାରରେ ପହଞ୍ଚିଥିବା ତାଲିବାନ ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବେ କାବୁଲରେ ପହଞ୍ଚିଛନ୍ତି । ତାଲିବାନ ସରକାର ଗଠନ ନେଇ ସେ ଜିହାଦୀ ଲିଡର…

୩୧ ଅଗଷ୍ଟ ପୂର୍ବରୁ ସରକାର ଗଠନ କରିବନି ତାଲିବାନ

କାବୁଲ: ୩୧ ଅଗଷ୍ଟ ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ନ କରିବା ପାଇଁ ନିଷ୍ପତି ନେଇଛି । ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଛାଡିବା ପରେ ସରକାର ଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ତାଲିବାନ ପ୍ରବକ୍ତା ଅନସ ହକ୍କାନୀଙ୍କ ଏହି ବୟାନ ପରେ ଆଫଗାନବାସୀଙ୍କ…

ତାଲିବାନକୁ ସମର୍ଥନ କରିବେ ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନିଙ୍କ ଭାଇ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସମ୍ପୂର୍ଣ୍ଣ ରୂପେ ତାଲିବାନ ନିୟନ୍ତ୍ରଣକୁ ଗଲା ପରେ ଆଫଗାନିସ୍ତାନର ସଙ୍କଟ ବଢିବାରେ ଲାଗିଛି। ଏଭଳି ସଙ୍କଟ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନି ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି। ତେବେ ସଦ୍ୟ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି…

ତାଲିବାନୀଙ୍କୁ ବାଇଡେନଙ୍କ ଚେତାବନୀ, ଫସିଥିବା ଲୋକଙ୍କୁ ଆଶ୍ୱାସନା

ନୂଆଦିଲ୍ଲୀ: କାବୁଲ ଦଖଲ ପରେ ଉତ୍ସାହିତ ତାଲିବାନ । ଲୋକଙ୍କ ଉପରେ ପୁଣି ଥର ବର୍ବରତା ଆରମ୍ଭ କରି ଦେଇଛନ୍ତି । ଆମେରିକା ସେନା ଅପସାରଣ କରିବା ଓ ତାଲିବାନଙ୍କ ଭୟରେ ଏବେ ଆଫଗାନିସ୍ତାନ ଛାଡୁଛନ୍ତି ଲୋକ । ଏଭଳି ସ୍ଥିତିରେ ଆଫଗାନିସ୍ତାନ ସ୍ଥିତି ଉପରେ କଡ଼ା ନଜର ରଖିଛି ଆମେରିକା ।…

ସୁରକ୍ଷାକର୍ମୀ ଗୁଳିରେ ୩ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ । ଗୁଳି ବିନିମୟରେ ଟଳିଲେ ୩ ଆତଙ୍କୀ । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କର ପରିଚୟ…

ଆଫଗାନିସ୍ତାନ ସଙ୍କଟ; ତାଲିବାନ ପ୍ରତି ବଦଳିଲା କି ବ୍ରିଟେନର ସ୍ୱର?

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ଭତିରେ ତାଲିବାନ ପ୍ରତି ବଦଳିଛି କି ବ୍ରିଟେନର ସ୍ୱର! ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ ଆବଶ୍ୟକ ହେଲେ ବ୍ରିଟେନ ତାଲିବାନ ସହ କାମ କରିବ। ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଲୋକଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ…