Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଥର ପାଲଟିଯାଉଛି ଏହି କୁନି ଝିଅର ଶରୀର

ନୂଆଦିଲ୍ଲୀ: ଯୁକେର ଏକ ୫ ମାସର ଶିଶୁ କନ୍ୟା ବିରଳ ଜେନେଟିକ୍ ରୋଗରେ ପୀଡିତ ହେବା କାରଣରୁ କୁନି ଝିଅର ଶରୀର ପଥର ପାଲଟି ଯାଉଥିବା ସୂଚନା ମିଳିଛି। ଏହି ବିରଳ ରୋଗ ଯୋଗୁ ଟିକି ଝିଅଟିର ଶରୀରରେ ଥିବା ମାଂଶପେଶୀଗୁଡ଼ିକ ପଥରରେ ପରିଣତ ହୋଉଥିବା ରିପୋର୍ଟ ମିଳିଛି। ଏହି ଶିଶୁ କନ୍ୟାଟିର…

ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ। କରୋନାଭାଇରସ୍ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗ ଏହି ସମୟରେ ଶିଖରକୁ ଛୁଇଁପାରେ ବୋଲି ସରକାରୀ ପ୍ୟାନେଲର ବୈଜ୍ଞାନିକମାନେ କହିଛନ୍ତି। ତେବେ ତୃତୀୟ ତରଙ୍ଗ ସମୟରେ କୋଭିଡ୍ ସଂକ୍ରମଣ ଶୀଘ୍ର ବିସ୍ତାର ହୋଇପାରେ…

ଫିଲିପିନ୍ସରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୮୫ ଯାତ୍ରୀ

ମାନିଲା: ଫିଲିପିନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୮୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସେନାର ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବାୟୁସେନାର ବିମାନ C130 ସ୍ଥାନୀୟ ସମୟ ସକାଳ ସାଢ଼େ ୧୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସୂଚନା ଦେଇଛନ୍ତି ଫିଲିପିନ୍ସ ସେନା ମୁଖ୍ୟ…

ରହସ୍ୟମୟ ତକ୍ଷକ ନାଗଚନ୍ଦ୍ରେଶ୍ୱର ମନ୍ଦିର

ଭୁବନେଶ୍ୱର: ଉଜ୍ଜୟିନୀର ରହସ୍ୟମୟ ମନ୍ଦିର । ବର୍ଷ ତମାମ ବନ୍ଦ ରହିଥାଏ । ଆଉ ବର୍ଷକୁ ଗୋଟିଏ ଦିନ ଖୋଲିଥାଏ । ବର୍ଷକ ୩୬୫ ଦିନରେ ନାଗ ପଞ୍ଚମୀ ଦିନ ଏହି ମନ୍ଦିର ଖୋଲିବାର ରହିଛି ପରମ୍ପରା । ଆଉ ଗୋଟିଏ ଦିନ ଭଗବାନଙ୍କ ଦର୍ଶନ ମିଳୁଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ ।…

ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଅଡୁଆରେ ଫଶିଲା ଟ୍ୱିଟର। ନୂଆ ଆଇଟି ନିୟମ ମାନିବାକୁ ନେଇ ଟ୍ୱିଟର ଚାପରେ ଥିବା ବେଳେ ଟ୍ବିଟରର ବିରୋଧରେ ଆଉ ଏକ ଅଭିଯୋଗ ଆସିଛି। ଟ୍ୱିଟର ଦେଶରେ 'ସାମ୍ପ୍ରଦାୟିକ ଘୃଣା ବିସ୍ତାର' ଓହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଅପମାନିତ କରିବା ଅଭିଯୋଗରେ ଏଫଆଇଆର ପଞ୍ଜିକରଣ…

ବଲିଉଡ଼ର ‘ସେରନୀ’

ଭୁବନେଶ୍ୱର: ବଲିଉଡ଼ର ଦମଦାର ଆକ୍ଟ୍ରେସ ବିଦ୍ୟା ବାଲାନ୍ । ନିଜ ଆକ୍ଟିଂ ଓ ପର୍ସନାଲିଟି ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦବଦବା ଜାହିର କରିଛନ୍ତି । ମୁମ୍ବାଇରେ ଏକ କେରଳୀ ଆୟାର ପରିବାରରେ ଜନ୍ମ ଗ୍ରହଣ କରିଥିବା ବିଦ୍ୟାଙ୍କର ପିଲାବେଳରୁ ଅଭିନୟ ପ୍ରତି ଥିଲା ଦୁର୍ବଳତା । ମହିଳା ସଶକ୍ତିକରଣ…

ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ପୁଷ୍କର ସିଂହ ଧାମି

ଡେରାଡୁନ୍: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆଜି ପୁଷ୍କର ସିଂହ ଧାମି ଶପଥ ନେବେ । ସେ ହେବେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟା ୫ଟାରେ ଉତ୍ତରାଖଣ୍ଡ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ବେବି…

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ବର : ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁ ବିଭିନ୍ନ କାରଣରୁ ସମର୍ଥ ହୋଇନଥାନ୍ତି । ଯାହାକୁ ହୃଦୟଙ୍ଗମ କରିଛି ଜିଓ । ଏବେ…

ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲା, ଅଭିନେତା ଡିନୋ ମୋରିଆଙ୍କ ସମ୍ପତ୍ତି ଜବତ

ମୁମ୍ବାଇ : ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲାରେ କାର୍ଯ୍ୟାନୁଷ୍ଠାନ । ଅଭିନେତା ଡିନୋ ମୋରିଆ, ସଞ୍ଜୟ ଖାନ୍‌ ଓ ଆକ୍ବିଲ ଅବଦୁଲ ଖଲିଲ ବାଚୋଲିଙ୍କ ୮ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୬ ହଜାର କୋଟି ଟଙ୍କାର ଷ୍ଟର୍ଲିଂ ବାୟୋଟେକ…

ସ୍ୱଚ୍ଛତା ଦିଗରେ ବଡ ପଦକ୍ଷେପ ପାଇଁ ଫେସବୁକ୍‌ ଓ ଗୁଗୁଲ୍‌କୁ ପ୍ରଶଂସା କଲେ ସରକାର

ନୂଆଦିଲ୍ଲୀ: ସରକାରଙ୍କ ନୂତନ ଆଇଟି ନିୟମ ଲାଗୁ ହେବା ପରେ ଗୁଗୁଲ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ "ଆପତ୍ତିଜନକ ପୋଷ୍ଟ" ହଟାଇବା ସ୍ୱଚ୍ଛତା ଦିଗରେ ଏକ ବଡ ପଦକ୍ଷେପ ବୋଲି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି କହିଛନ୍ତି। ଫେସବୁକ ୩୦ ମିଲିୟନ୍ ରୁ ଅଧିକ ପୋଷ୍ଟ…