Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ : କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । କରୋନାରେ ଉଭୟ ବାପା-ମା’ଙ୍କୁ ହରାଇଥିବା କିମ୍ବା ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ଏଥିସହ ମାଗଣା ସ୍ବାସ୍ଥ୍ୟ ବୀମା ଓ ଶିକ୍ଷା ସୁବିଧା ଘୋଷଣା କରିଛନ୍ତି କେନ୍ଦ୍ର…

ଡାକ୍ତର ଦମ୍ପତ୍ତିଙ୍କୁ ବିଚ୍ ରାସ୍ତାରେ ନିର୍ମମ ହତ୍ୟା, ଦେଖନ୍ତୁ ଭିଡ଼ିଓ

ରାଜସ୍ଥାନ: କରୋନା ମହାମାରୀ ସମୟରେ ଭରତପୁର ଜିଲ୍ଲାରେ ଡାକ୍ତର ଦମ୍ପତ୍ତିଙ୍କ ମୃତ୍ୟୁ । କରୋନା ସଂକ୍ରମଣ ନୁହେଁ ବରଂ ବିଚ୍ ରାସ୍ତାରେ ଦୁଇ ଅଜଣା ଆତତାୟୀ ସାଜିଥିଲେ ତାଙ୍କ ହତ୍ୟାକାରୀ । ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅନ୍ୟପଟେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାରେ…

ଆମେରିକାରେ ଗନ କଲଚର, ଜନସଂଖ୍ୟାଠାରୁ ଲୋକଙ୍କ ପାଖରେ ଅଛି ଅଧିକ ଅସ୍ତ୍ର

ଟେକ୍ସାସ: ଆମେରିକାରେ ଗନ କଲଚର ବୃଦ୍ଧି ପାଇବା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି । ଏହା ଦ୍ୱାରା ଅପରାଧ ହାର ମଧ୍ୟ ବୃଦ୍ଧି ପାଉଛି । ଏକ ରିପୋର୍ଟ ମୁତାବକ ଆମେରିକାର ୩୩ କୋଟି ଜନସାଧାରଣଙ୍କ ନିକଟରେ ୩୯ କୋଟିରୁ ଊର୍ଦ୍ଧ୍ୱ ଅସ୍ତ୍ରଶସ୍ତ୍ର ରହିଛି । ଆମେରିକାର ଗନ କଲଚର ଯୋଗୁ ବ୍ରିଟେନ…

ରିଜର୍ଭ ବ୍ୟାଙ୍କ ଜାରୀ କରିବ ୧୦୦ ଟଙ୍କାର ନୂଆ ରୂପ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର ୧୦୦ ଟଙ୍କାର ନୂଆ ରୂପ ଜାରୀ କରିବାକୁ ଯାଉଛି । ପ୍ରଥମେ ଏହାକୁ ପରୀକ୍ଷଣ ଭାବେ ବଜାରକୁ ଛଡାଯିବ । ଯଦି ଏହା ଆଦୃତ ହୁଏ ତାହେଲେ ଅଧିକ ମାତ୍ରାରେ ଛଡାଯିବ । ବାର୍ଣ୍ଣିସ କୋଟେଡ ଏହି ନୋଟ ଅଧିକ ଦିନ ସ୍ଥାୟୀ ରହିବ । ଏହା ପାଣିରେ ସହଜରେ ଓଦା…

ସାଗର ହତ୍ୟା ମାମଲା: ସୁଶୀଲଙ୍କ ରିମାଣ୍ଡ ଅବଧି ବଢ଼ିଲା

ନୂଆଦିଲ୍ଲୀ: ସାଗର ଧାନକଡ ହତ୍ୟା ମାମଲାରେ ଗିରଫ ହୋଇଥିବା ରେସଲର ସୁଶୀଲ କୁମାରଙ୍କ ରିମାଣ୍ଡ ଅବଧି ଆଉ ୪ ଦିନ ବୃଦ୍ଧି କରାଯାଇଛି । ମେ ୨୩ରେ ସୁଶୀଲଙ୍କୁ ୬ ଦିନିଆ ରିମାଣ୍ଡରେ ନିଆ ଯାଇଥିଲା । ପୋଲିସ ଆଜି କୋର୍ଟରେ ସୁଶୀଲଙ୍କୁ ହାଜର କରାଇବା ସହ ଅଧିକ ଜେରା ପାଇଁ ୭ ଦିନ ମାଗିଥିଲା । କୋର୍ଟ…

କରୋନାର ସୃଷ୍ଟି ଉହାନ ଲ୍ୟାବରୁ ହୋଇଥିବା ନେଇ ସନ୍ଦେହ ଦୃଢ଼ୀଭୂତ, ୟୁନିକ ଫିଙ୍ଗରପ୍ରିଂଟ ମିଳିଲା

ଉହାନ:କରୋନା ମହାମାରୀ ଚୀନରୁ ଉହାନ ଲ୍ୟାବରୁ ହୋଇଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି । ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ କୋଭିଡ-୧୯କୁ ଚୀନ ପ୍ରସ୍ତୁତ କରିଛି । ଏଥିପାଇଁ ରିଭର୍ସ ଇଂଜିନିୟରିଂ ଭର୍ସନର ବ୍ୟବହାର କରାଯାଇଛି । ଏହା ବ୍ୟବହାର କରି ଚୀନ ପ୍ରମାଣ କରିବାକୁ ଚାହିଁଛି ବାଦୁଡିରୁ…

କରୋନାରେ ଫିଲ୍ମ ନିର୍ମାତା ରିୟାନ୍ ଷ୍ଟିଫେନ୍‌ଙ୍କ ପରଲୋକ

ମୁମ୍ବାଇ: କରୋନାରେ ବଲିଉଡ୍‌ ନିର୍ମାତା ନିର୍ମାତା ରିୟାନ୍ ଇଭାନ୍ ଷ୍ଟିଫେନ୍‌ଙ୍କ ଆଜି ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କରୋନା ଆକ୍ରାନ୍ତ ହୋଇ ପ୍ରାୟ ୨୦ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରିଆନ୍ ଫିଲ୍ମ…

ସମାଜବାଦୀ ପାର୍ଟି ନେତା ଆଜାମ ଖାନ ଗୁରୁତର; ହସ୍ପିଟାଲ୍‌ରେ ଭର୍ତ୍ତି

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ସେ ଅକ୍ସିଜେନ ସହାୟତାରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଶନିବାର ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ "ସମାଜବାଦୀ ପାର୍ଟି ନେତା ଆଜମ…

ପୁଲୱାମା ଆକ୍ରମଣ; ଭାରତୀୟ ସେନାରେ ଯୋଗ ଦେଲେ ସହିଦ ମେଜର ବିଭୁତିଙ୍କ ପତ୍ନୀ ନିକିତା କୌଲ୍

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ମେଜର ବିଭୁତି ଶଙ୍କର ଧୋନ୍ଦିଆଲ୍‌ଙ୍କ ପତ୍ନୀ ନିକିତା କୌଲ୍ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ଚେନ୍ନାଇରେ ଶନିବାର ଦିନ ଆୟୋଜିତ ଏକ ସମାରୋହରେ ସେନା ୟୁନିଫର୍ମ ପିନ୍ଧିଥିଲେ ନିକିତା। ଫେବୃଆରୀ ୨୦୧୯ ରେ ଜାମ୍ମୁ…

‘ଦୁନିଆର ଟପ୍ ମାର୍ଶଲ’ ତାଲିକାରେ ସାମିଲ୍‌ ହେଲେ ବଲିଉଡ ଅଭିନେତା ବିଦ୍ୟୁତ୍‌ ଜାମୱାଲ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯାହା ସର୍ଚ୍ଚ ଇଞ୍ଜିନ ଗୁଗୁଲ ଅନୁଯାୟୀ ତାଙ୍କୁ ‘ଦୁନିଆର ଟପ୍ ମାର୍ଶଲ କଳାକାର’ ଭାବରେ ଦର୍ଶାଉଛି। ଅଭିନେତାଙ୍କ ଦ୍ବାରା ସେୟାର ହୋଇଥିବା ଫଟୋରେ ତାଙ୍କୁ ଜ୍ୟାକି ଖାନ୍,…