Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତକୁ ମିଳିବ ଆମେରିକାର ସାଂଘାତିକ ‘ଜାଭେଲିନ୍’ ଆଣ୍ଟି-ଟ୍ୟାଙ୍କ ମିସାଇଲ୍: ଜାଣନ୍ତୁ ଏହାର ପ୍ରଯୁକ୍ତି ଓ ଯୁଦ୍ଧ…

ଭୁବନେଶ୍ୱର : ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅଧୀନରେ ଭାରତୀୟ ସେନା ଆମେରିକାର ଅତ୍ୟାଧୁନିକ ‘ଜାଭେଲିନ୍’ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ୍ ପାଇବାକୁ ଯାଉଛି। ଭାରତରେ ଆମେରିକାର…

ଭୂମିକମ୍ପରେ ଥରିଲା ଚୀନ; ତୀବ୍ରତା ୫.୧

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଦକ୍ଷିଣ-ପଶ୍ଚିମ ଚୀନରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ସିଚୁଆନ ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଯଦିଓ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।…

ଚିନ୍ତାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ! : ସର୍ଭେରେ ପଛରେ ନେତ୍ୟାନ୍ୟାହୁଙ୍କ ଦଳ

ଇସ୍ରାଏଲ: ଇସ୍ରାଏଲର ଆଗାମୀ ସାଧାରଣ ନିର୍ବାଚନ ଅକ୍ଟୋବର ରେ ହେବା କୁ ଯାଉଛି ହେଲେ ନିର୍ଵାଚନ ପୁର୍ବରୁ ଗଣମାଧ୍ଯମ ସର୍ଭେକୁ ନେଇ ଚିନ୍ତା ରେ ପ୍ରଧାନମନ୍ତ୍ରୀ। ଶାସକ ଦଳ 'ଲିକୁଡ' ବଡ଼ ରାଜନୈତିକ ସଙ୍କଟର ସାମ୍ନା କରିବାକୁ ଯାଉଛି ବୋଲି ଦର୍ଶାଯାଇଛି। ପ୍ରକାଶିତ କେତେକ ନିର୍ବାଚନ ସର୍ଭେରେ…

ନେପାଳ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି

ନୂଆଦିଲ୍ଲୀ: ଛାତି ଥରାଉଛି, ଲୋମଟାଙ୍କୁରି ଉଠୁଛି। ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର। ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା। ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ଏଯାଏଁ ୩୯୨ ଜଣଙ୍କ ମୃତ୍ୟୁ…

ଗାଡ଼ି ଉପରେ ଅତର୍କିତ ଆକ୍ରମଣ କଲେ ସଶସ୍ତ୍ର ଉଗ୍ରବାଦୀ;୪ମୃତ,ଜଣେ ନିଖୋଜ

ନୂଆଦିଲ୍ଲୀ:ଗୁରୁବାର ଦିନ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଥିବା ଏକ ଅତର୍କିତ ଆକ୍ରମଣରେ ଅତିକମରେ ଚାରି ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ମକୁଇ ଅଶାଙ୍ଗ ଏବଂ ଥାବାମ୍ବା ନାଗା ମଧ୍ୟରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ଏହି…

ଉଜବେକିସ୍ତାନ-କିର୍ଗିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରଠାରୁ ଉଜବେକିସ୍ତାନ ଏବଂ କିର୍ଗିସ୍ତାନକୁ ଚାରି ଦିନିଆ ଗସ୍ତରେ ଯିବେ। ଏହି ଗସ୍ତର ଉଦ୍ଦେଶ୍ୟ ଉଜବେକିସ୍ତାନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ସଂଘାଇ ସହଯୋଗ ସଂଗଠନ (SCO)ର ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା।…

ନେପାଳ ଲୋକଙ୍କୁ ସାହାଯ୍ୟ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୧୫ଟି ହେଲିକାଫ୍ଟର ସାହାଯ୍ୟରେ ନେପାଳ ସେନା ଦ୍ୱାରା ରିଲିଫ କାର୍ଯ୍ୟ ଜାରି ରହିଛି। ସେହିପରି ୨୫୦ରୁ ଅଧିକ…

ଲେମ୍ବୁ କାଟି ବର୍ଷା ବନ୍ଦ କଲେ ବିଜେପି ସାଂସଦ !

ରାୟପୁର: ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଛତିଶଗଡର ବିଜେପି ସାଂସଦ ଭୋଜରାଜ ନାଗ । ଲେମ୍ବୁ କାଟି ବର୍ଷା ବନ୍ଦ କରିବା ମନ୍ତବ୍ୟ ଦେବା ପରେ ବିରୋଧୀ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି । ସାଂସଦଙ୍କ ଏଭଳି ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି ।…

Drug Inspector Exam: ପ୍ରେମ ପାଇଁ ଧରାପଡିଗଲା ପେପର ଲିକ୍! ବ୍ରେକଅପ୍ ପରେ ସବୁ ଗୁମର ଖୋଲିଲେ ବୟଫ୍ରେଣ୍ଡ୍

ମୁମ୍ବାଇ: ପ୍ରେମ ପାଇଁ କରାଇଥିଲେ ପେପର ଲିକ୍! ମହାରାଷ୍ଟ୍ରର ଏକ ସରକାରୀ ନିଯୁକ୍ତି ପରୀକ୍ଷାର ପେପର ଲିକ୍‌ ଅଭିଯୋଗ ପଛରେ ଏକ ଅଜବ କାରଣ ସାମ୍ନାକୁ ଆସିଛି । ପ୍ରେମ ସମ୍ପର୍କରେ ତିକ୍ତତା ପରେ ସବୁ ଗୁମର ଖୋଲିଛନ୍ତି ନିଜେ ବୟଫ୍ରେଣ୍ଡ୍ । ପ୍ରେମ ସମ୍ପର୍କରୁ ଆରମ୍ଭ ହୋଇଥିବା ଘଟଣା ଏବେ…

China’s Monster Dam: ନେପାଳ ବିପର୍ଯ୍ୟୟ ପରେ ଚିନ୍ତା ବଢ଼ାଇଲା ଚୀନର ‘ଓ୍ବାଟର ବୋମା’! ଭାରତ ପାଇଁ ବଡ଼…

ନୂଆଦିଲ୍ଲୀ: ନେପାଳ-ତିବ୍ବତ ସୀମାରେ ହଠାତ୍ ଆସିଥିବା ବନ୍ୟା ଏବେ ଚୀନର ଏକ ବିଶାଳ ଡ୍ୟାମ୍‌କୁ ନେଇ ଭାରତର ଚିନ୍ତା ବଢ଼ାଇଛି। ତିବ୍ବତରେ ହିମନଦ ଧସିବା ପରେ ଭୋଟେ କୋଶି ଓ ତ୍ରିଶୁଲୀ ନଦୀ ପ୍ରଣାଳୀରେ ହଠାତ୍ ପାଣି ବଢ଼ି ନେପାଳରେ ବଡ଼ କ୍ଷୟକ୍ଷତି ହୋଇଛି। ଶତାଧିକ ଲୋକଙ୍କ ମୃତ୍ୟୁ ଓ ଶତାଧିକ…