Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏନସିବିକୁ ବଡ ସଫଳତା, ମୁମ୍ବାଇର ସବୁଠାରୁ ବଡ ଡ୍ରଗ ସପ୍ଲାୟର ଫାରୁଖ ବଟାଟାର ପୁଅ ଗିରଫ

ମୁମ୍ବାଇ:ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ(ଏନସିବି)କୁ ଶୁକ୍ରବାର ବଡ ସଫଳତା ହାତ ଲାଗିଛି । ମୁମ୍ବାଇର ସବୁଠାରୁ ବଡ ଡ୍ରଗ ସପ୍ଲାୟର ଫାରୁଖ ବଟାଟାର ପୁଅ ଶାଦବକୁ ଗିରଫ କରିଛି । ଗୁରୁବାର ବିଳମ୍ବିତ ରାତିରେ ଏନସିବି ପକ୍ଷରୁ ଲୋଖଣ୍ଡୱାଲା, ବର୍ସାବା ଓ ମୀରା ରୋଡ ଅଂଚଳରେ ଏକାବେଳେ ଚଢ଼ାଉ…

ଛତିଶଗଡରେ ଜୋରଦାର କୁମ୍ବିଂ ଅପରେସନ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ !

ମାଲକାନଗରି: ଛତିଶଗଡ ରାଜ୍ୟର ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଜୋରଦାର କୁମ୍ବିଂ ଅପରେସନ୍ । ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆଜି ସକାଳେ ଦାନ୍ତେୱାଡାର ପଲ୍ଲୀ ବୀରାସୁର ଗାଁର ଘୋଟିଆ ଜଙ୍ଗଳରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଥିଲା । ଖବର ପାଇ…

ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲ​‌ରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଆରୋଗ୍ୟକାମନା କଲେ…

ନୂଆଦିଲ୍ଲୀ:  ରାଷ୍ଟ୍ରପତି ଅସୁସ୍ଥ । ଛାତିରେ ଯନ୍ତ୍ରଣା କାରଣରୁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରାମନାଥ କୋବିନ୍ଦ । ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଥିବା ଜଣାପଡିଛି । ତାଙ୍କର…

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଫିଲ୍ମ ‘ସାଇନା’, ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ଫିଲ୍ମ 

ନୂଆଦିଲ୍ଲୀ: ରିଲିଜ୍‌ ହେଲା ଚଳଚ୍ଚିତ୍ର ‘ସାଇନା’ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଲ୍କୁ ଆସିଛି ଫିଲ୍ମ । ଚଳଚ୍ଚିତ୍ରରେ ପରିଣୀତି ଜଣେ ଖେଳାଳି ଭୂମିକାରେ ନଜର ଆସିଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ଦମଦାର ଅଭିନୟ ପ୍ରଶଂସକଙ୍କ କ୍ରେଜ ବଢାଉଛି । ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା…

ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇ ଢାକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସେ ଢାକାରେ ପହଞ୍ଚିଛନ୍ତି । କରୋନା ମହାମାରୀ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ । ଢାକା ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଖେଶ ହସିନା । ବାଂଲାଦେଶ…

ଦେଶରେ ବଢୁଛି କରୋନା ସଂକ୍ରମଣ; ୫୯ ହଜାରରୁ ଉର୍ଦ୍ଧ୍ଵ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଦିନକରେ ୫୯ ହଜାର ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧,୧୮,୪୬,୬୫୨କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର…

ହସ୍ପିଟାଲରେ ନିଆଁ: ୧୦ ଜଣଙ୍କର ମୃତ୍ୟୁ, ୭୦ରୁ ଅଧିକ ଉଦ୍ଧାର

ମୁମ୍ବାଇ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗି ୧୦ ଜଣ ପ୍ରାଣ ହରାଇଛନ୍ତି । କିଛି ରୋଗୀ ନିଆଁ ଓ ଧୂଆଁରେ ଅଣନିଶ୍ୱାସୀ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୭୦ରୁ ଅଧିକ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।…

ଭାରତ ବନ୍ଦ: ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ଚାଷୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଚଳାଇଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୂରିଛି । ଏଥିପାଇଁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରୁଛନ୍ତି କୃଷକ ସଂଗଠନ । ପ୍ରଭାବରେ ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ରାସ୍ତାରୋକ କରିବା ସହ ଟ୍ରେନ…

କହୁ କହୁ ଏତେ ବଡ କଥା କହିଦେଲେ ଟିଏମସି ନେତା ଶେଖ ଆଲାମ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବର୍ତମାନ ଛକାପଞ୍ଝା ଓ ବୟାନବାଜୀର ପାଗଳାମୀ ଆରମ୍ଭ ହୋଇଛି । ଗୁରୁବାର ଟିଏମସି ନେତା ଶେଖ ଆଲାମ କହୁ କହୁ ବହୁତ ବଡ ବିବାଦୀୟ କଥା କହି ଦେଇଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଭାରତରେ ୩୦ ପ୍ରତିଶତ ମୁସଲମାନ…

ଛତିଶଗଡରେ ଲାଲ୍ ସେନା ଆତଙ୍କ, ଜାଳିଦେଲେ ୧୧ଗାଡି

ମାଲକାନଗିରି: ଛତିଶଗଡରେ ଜାରି ରହିଛି ମାଓବାଦୀଙ୍କ ଔଦ୍ଧତ୍ୟ । ବିକାଶକୁ ଲଗାତାର ବିରୋଧ କରୁଛି ଲାଲ୍ ସେନା । ଆତ୍ମଗର୍ବରେ ବଶୀଭୂତ ହୋଇ ଜାଳିଦେଲେ ୧୧ଟି ଗାଡି । ମାଓବାଦୀଙ୍କ ଲଙ୍କାକାଣ୍ଡରେ ଟ୍ରାକ୍ଟର, ରୋଡ୍ ରୋଲର୍ ଓ ଟ୍ରକ୍ ଜଳିପୋଡି ଧ୍ୱଂସ ହୋଇଥିବା ସୂଚନା ମିଳିଛି । ସଦ୍ୟ ରିପୋର୍ଟ…