Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

“ଖୁସ୍‌ ରହି‌ୟେ” ଔର୍‌ “ବି ହାପି”; ମିଲ୍‌ ବକ୍ସ ଉପରେ ବିଶେଷ ବାର୍ତ୍ତା ଦେଇ କରୋନା…

ନୂଆଦିଲ୍ଲୀ: କୋଭିଡ-୧୯ ରୋଗୀଙ୍କୁ ଏହି ଛୋଟ ପିଲାଟି ନିଜ ମାଙ୍କ ଦ୍ୱାରା ପ୍ରସ୍ତୁତ ମିଲ୍‌ ବକ୍ସ ଉପରେ ବିଶେଷ ବାର୍ତ୍ତା ଦେଉଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଏହି ଟିକି ପିଲାଟି କରୋନା ରୋଗୀଙ୍କୁ ମିଲ୍‌ ବକ୍ସରେ "ଖୁସ୍‌ ରହି‌ୟେ" ଔର୍‌ "ବି ହାପି" ଲେଖି…

ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କରୋନା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରମାନେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ୭୭ ବର୍ଷୀୟ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟ ମଧ୍ୟ…

କେଜ୍ରିୱାଲଙ୍କ ଟୁଇଟ ମିଥ୍ୟା ବୋଲି କହିଲା ସିଙ୍ଗାପୁର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଟୁଇଟର ଉତର ବୁଧବାର ସିଙ୍ଗାପୁର ପକ୍ଷରୁ ରଖାଯାଇଛି । ମଙ୍ଗଳବାର କେଜ୍ରିୱାଲ କହିଥିଲେ ସିଙ୍ଗାପୁରରେ କରୋନା ଭାଇରସର ନୂତନ ଷ୍ଟ୍ରେନ ମିଳିଛି ଏବଂ ଭାରତ ଏଥିପ୍ରତି ସତର୍କ ରହିବା ସହ ବିମାନ ସେବା ବାତିଲ କରିବା ପାଇଁ କହିଥିଲେ…

ହ୍ରଦ ତଳୁ ୭୧ ବର୍ଷ ତଳେ ହଜିଯାଇଥିବା ଗାଁର ମିଳିଲା ପରିଚୟ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଏକ ଇଟାଲୀର ଏକ ହ୍ରଦ ତଳେ ବୁଡି ରହିଥିବା ଏକ ଗାଁର ଭଗ୍ନାବଶେଷ ୭୧ ବର୍ଷ ପରେ ପ୍ରଥମ ଥର ପାଇଁ ଆବିଷ୍କୃତ ହୋଇଛି। ରେସିୟା ହ୍ରଦ ହେଉଛି ଇଟାଲୀର ଦକ୍ଷିଣ ଟାଇରୋଲ୍‌ର ପଶ୍ଚିମ ଭାଗରେ ଥିବା ଏକ କୃତ୍ରିମ ହ୍ରଦ। ଏଠାରେ ୧୯୫୦ ମସିହାରେ ଏକ ଗାଁ ଗଢି ଉଠିଥିଲା।…

ଗଲୱାନ ଘାଟି ଉପରେ ପୁଣି ଆଖି ପକାଇଲାଣି ଚୀନ, ନିଜ ସୀମାରେ ବଙ୍କର ତିଆରି କରୁଛି

ବେଜିଂ: ପ୍ରାୟ୧ ବର୍ଷ ପରେ ଚୀନ ପୁନର୍ବାର ଗଲୱାନ ଘାଟି ଉପରେ ଆଖି ପକାଇଛି । ରିପୋର୍ଟ ମୁତାବକ ଚୀନ ତାର ସୀମା ନିକଟରେ ସେନାଙ୍କ ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତି କରୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭାରତରେ ତାଣ୍ଡବ ରଚୁଥିବା ବେଳେ ଡ୍ରାଗନ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି…

ତାଉ’ତେ ଗଲା, ଆସିବ ୟଶ୍: ଆଉ ଏକ ବାତ୍ୟା ଆଶଙ୍କା, ବଙ୍ଗୋପସାଗର ଉପକୂଳରେ ଲ୍ୟାଣ୍ଡଫଲ୍ !

ନୂଆଦିଲ୍ଲୀ: ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି । ଆରବ ସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବର୍ତ୍ତମାନର ମଡେଲକୁ ଦେଖି ବିଭିନ୍ନ ପାଣିପାଗ ସଂସ୍ଥା ବାତ୍ୟା ପୂର୍ବନୁମାନ କରୁଛନ୍ତି । ବର୍ତ୍ତମାନ ସମୁଦ୍ର ଭିତରେ…

ବିଶ୍ୱ ଜନ ସଂଖ୍ୟା ତୁଳନାରେ ୬ଗୁଣ ଅଧିକ ପକ୍ଷୀ ବାସ କରୁଛନ୍ତି !

ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟାର ୬ଗୁଣା ଅଧିକ ପକ୍ଷୀ ବାସ କରୁଛନ୍ତି । ପାଖାପାଖି ବିଭିନ୍ନ ପ୍ରଜାତିର ୫୦୦୦ କୋଟି ପକ୍ଷୀ ଏହି ଧରାପୃଷ୍ଠରେ ବାସ କରୁଛନ୍ତି । ନ୍ୟୁ ସାଉଥ ୱେଲ୍ସ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ତେବେ…

ରୁଷିଆ-ଚୀନ ମଧ୍ୟରେ ସବୁଠାରୁ ବଡ ପରମାଣୁ ଚୁକ୍ତି

ବେଜିଂ: ରୁଷିଆ ଏବଂ ଚୀନ ମଧ୍ୟରେ ସମ୍ପର୍କ ନୀବିଡ ହେବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ସବୁଠାରୁ ବଡ ପରମାଣୁ ଚୁକ୍ତି ଏହାର ଜ୍ୱଳନ୍ତ ଉଦାହରଣ । ଆମେରିକା ଏବଂ ୟୁରୋପୀୟ ୟୁନିୟନ ସହ ଭାରତର ସମ୍ପର୍କ ବୃଦ୍ଧି ପାଉଥିବା ବେଳେ ରୁଷିଆ ଚୀନର ନିକଟତର ହେଉଛି । ଉଭୟ ଦେଶର କମ୍ପାନୀ ମିଳିତ ଭାବେ…

ଦେଶରେ କରୋନା ମୃତ୍ୟୁରେ ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୪ ହଜାର ୫୨୯ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷରୁ ଖସି ଏବେ ୩ ଲକ୍ଷ ତଳେ ରହିଛି । ସଂକ୍ରମଣ ଯେଉଁ ହାରରେ ହ୍ରାସ୍ ପାଇଛି ସେହି ହାରରେ ମୃତ୍ୟୁଦର ଖସୁନି । ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୫୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦୈନିକ ମୃତ୍ୟୁରେ ଏହା ପୂର୍ବର ସମସ୍ତ ରେକର୍ଡକୁ…

ରେମଡେସିଭିର କଳାବଜାରୀ ବେଳେ ଆସିଣ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ଗିରଫ

ଲକ୍ଷ୍ନୌ: କରୋନା ସଂକଟ କାଳରେ ଅକ୍ସିଜେନ୍, ରେମଡେସିଭିର ଭଳି ଇଞ୍ଜେକ୍ସନର ଚାହିଦା ବଢ଼ିଛି । ପ୍ରିୟ ପରିଜନଙ୍କୁ ବଞ୍ଚାଇବା ଲାଗି ଲୋକେ ଔଷଧ ଖୋଜୁଥିବା ଫାଇଦା ନେଉଛନ୍ତି ଠକ । ଲକ୍ଷ୍ନୌରେ ରେମଡେସିଭିର କଳାବଜାରୀ କରୁଥିବା ବ୍ୟାଙ୍କ ଅଫ୍ ବରୋଦାରେ ଆସିଣ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ…