Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଥର ୧୦୦ ଫୁଟ ଉଚ୍ଚ ଟାୱାରରେ କରିହେବ ଡିନର !

ରୋମ: ୧୦୦ ଫୁଟ ଉଚ୍ଚ ଟାୱାରରେ ଏଥର କରି ହେବ ଡିନର । ସବୁଜିମା ଭରା ପରିବେଶରେ ନିର୍ମିତ ହୋଇଥିବା ଏହି ଟାୱାର ଉପରକୁ ପର୍ଯ୍ୟଟକଙ୍କୁ ଡ୍ରୋନ ମାଧ୍ୟମରେ ପଂହଚାଯିବ । ଇଟାଲୀରେ ନିର୍ମିତ ହେଉଥିବା ଏହି ଟାୱାରରେ ନାମ ଭର୍ଟିପୋର୍ଟସ ରଖାଯାଇଛି । ରୋମର କମ୍ପାନୀ ଗିୟୋନକାର୍ଲ ଜେମା ଡିଜାଇନ…

ମତଦାନର ୭୨ ଘଣ୍ଟା ପୂର୍ବରୁ ବାଇକ୍‌ ରାଲି ମନା, ନିର୍ବାଚନ କମିଶନଙ୍କ ପକ୍ଷରୁ ନିଷେଧାଦେଶ ଜାରି 

ନୂଆଦିଲ୍ଲୀ: ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ଉପରେ ଆଜି ନିଷେଧାଦେଶ ଜାରି ହୋଇଛି । ମତଦାନର ୭୨ ଘଣ୍ଟା ପୂର୍ବରୁ ଅଥବା ଭୋଟ ଗ୍ରହଣର ୩ ଦିନ ପୂର୍ବରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ବାଇକ୍‌ ରାଲି ହୋଇପାରିବ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ନିର୍ବାଚନ କମିଶନ । …

ପରମବୀରଙ୍କ ଲେଟର ବୋମା: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବୀ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରବୀର ସିଂଙ୍କ ଲେଟର ବୋମା ମହାରାଷ୍ଟ୍ର ସରକାରକୁ ସଙ୍କଟରେ ପକାଇଛି । ଏଥିରୁ ମୁକୁଳିବା ପାଇଁ ଏନସିପି ଓ ଶିବସେନା ମୁଣ୍ଡ ଖର୍ଚ୍ଚ କରୁ୍‌ଥିବା ବେଳେ ବିରୋଧୀ ବିଜେପି ଆକ୍ରମଣାତ୍ମକ ପନ୍ଥା ଆପଣାଇଛି । ସୋମବାର କେନ୍ଦ୍ର ମନ୍ତ୍ରୀ ତଥା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପଶ୍ଚିମବଙ୍ଗ ନିର୍ବାଚନ ସହ ଯୋଡିଲା ଇଭିଏମ୍ ଜବତ ମାମଲା

ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନ ତାତିକୁ ଆହୁରି ଉତ୍ତପ୍ତ କରିଛି ଇଭିଏମ୍ ଜବତ ମାମଲା । ଦାବି ହୋଇଛି ବିଜେପି ନେତାଙ୍କ ଘରେ ପୋଲିସ ଚଢାଉ କରିଥିଲା । ଚଢାଉରେ ଗୋଟିଏ କି ଦୁଇଟି ନୁହେଁ ୬୬ଟି ଇଭିଏମ୍ ଜବତ ହୋଇଥିଲା । ସୋସିଆଲ ମିଡିଆରେ ଏ ନେଇ ହଟଚମଟ ସୃଷ୍ଟି ହୋଇଥିଲାବେଳେ ଘଟଣା କିନ୍ତୁ…

ଭାରତ ସରକାରଙ୍କ ‘ଗାନ୍ଧୀ ଶାନ୍ତି’ ପୁରସ୍କାର ଘୋଷଣା; ଜାଣନ୍ତୁ କିଏ ପାଇବେ ଏହି ବିଶେଷ ସମ୍ମାନ

ନୂଆଦିଲ୍ଲୀ: ସଂସ୍କୃତି ମନ୍ତ୍ରଣାଳୟ ୨୦୧୯ ଏବଂ ୨୦୨୦ ର ଅନ୍ତର୍ଜାତୀୟ ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା କରିଛି। ଏହା ଅଧୀନରେ, ଓମାନର ସ୍ବର୍ଗୀୟ ସୁଲତାନ କାବୁସ୍ ବିନ୍ ସୟଦ ଅଲ ସୟଦଙ୍କୁ ୨୦୧୯ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ଶେଖ ମୁଜିବୁର ରହମାନଙ୍କୁ ୨୦୨୦…

୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ, ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର, ମନୋଜ ବାଜପେୟୀ ଓ କଙ୍ଗନା ଶ୍ରେଷ୍ଠ…

ମୁମ୍ବାଇ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷିତ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ପୁରସ୍କାର ଘୋଷଣା କରିଛନ୍ତି । ନ୍ୟାସନାଲ ମିଡ଼ିଆ ସେଣ୍ଟରରେ ଏହି ପୁରସ୍କାର ଘୋଷଣା ହୋଇଛି । ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ…

କରୋନା ଟିକାର ଦ୍ୱିତୀୟ ଡୋଜ ଅବଧି ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିବାକୁ ଏବଂ ଦୁଇଟି ବିଶେଷଜ୍ଞ ପ୍ୟାନେଲର ସୁପାରିଶ ଆଧାରରେ ଏହାକୁ ୬ରୁ ୮ ସପ୍ତାହ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ଏ ନେଇ ଚିଠି ଲେଖି ଜଣାଇଛନ୍ତି। ନୂତନ ସୁପାରିଶରେ କୁହାଯାଇଛି ଯେ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କରୋନା ସଂକ୍ରମିିତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କରୋନା ସଂକ୍ରମିିତ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ପୃଥକ ଭାବେ ସଙ୍ଗରୋଧରେ ରହିଛନ୍ତି। “ମୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ପୃଥକ୍‌ ରଖିଛି। ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ସଂସ୍ପର୍ଶରେ…

‘ଜେଇଇ ମେନ୍‌ ୨୦୨୧’ ଏପ୍ରିଲ୍‌ ସେସନ୍‌ ପଞ୍ଜିକରଣ ଖୁବ୍‌ଶୀଘ୍ର ଆରମ୍ଭ ହେବ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଏନ୍‌ଟିଏ ତା’ର ୱେବ୍‌ସାଇଟ୍‌ରେ ‘ଜେଇଇ ମେନ୍‌ ୨୦୨୧’ ଏପ୍ରିଲ୍‌ ସେସନ୍‌ର ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ କରିବ । jeemain.nta.nic.inରେ ଏଥିପାଇଁ ରେଜିଷ୍ଟ୍ରେସନ୍‌ ଫର୍ମ ରିଲିଜ୍‌ ହେବ । ଜେଇଇ ମେନ୍ ପରୀକ୍ଷା ଦେବାକୁ ଆଗ୍ରହୀ ପ୍ରାର୍ଥୀ…

ଗର୍ଭବତୀ ହେବା ପାଇଁ ଅଢେଇ ବର୍ଷର ପୁଅକୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ: ଜଣେ ୨୫ ବର୍ଷ ବୟସ୍କା ମହିଳା ଜଣେ ପଡୋଶୀଙ୍କ ନାବାଳକ ପୁଅକୁ ଜଣେ ଯାଦୁକରଙ୍କ ପରାମର୍ଶରେ ହତ୍ୟା କରି ତାଙ୍କ ଶରୀରକୁ ପ୍ଲାଷ୍ଟିକ୍ ବ୍ୟାଗରେ ଭର୍ତ୍ତି କରି ଦିଲ୍ଲୀର ରୋହିଣୀରେ ଥିବା ଏକ କୋଠା ଛାତରେ ପକାଇ ଦେଇଥିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଜଣେ ମହିଳା ଜଣକ…