Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ କହୁଛି, ବିଜେପି ଶ୍ରୀଲଙ୍କାରେ ବ୍ରାଞ୍ଚ ଖୋଲିଛି

ଭୁବନେଶ୍ୱର: ଭାରତର ଏକ ରାଜନୈତିକ ଦଳକୁ ନେଇ ପାକିସ୍ତାନର ଅଜବ ଦାବି । ଶ୍ରୀଲଙ୍କାରେ ଖୋଲିଛି ଭାରତୀୟ ଜନତା ପାର୍ଟିର ବ୍ରାଂଚ । ଏ ନେଇ ଅନେକ ଫଟୋ ଓ ରୋମାଂଚକର ପୋଷ୍ଟ ବି ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି । ଏ କଥା ସତ ଯେ, ଶ୍ରୀଲଙ୍କାରେ ଭାରତୀୟ ଜନତା ପାର୍ଟିର ନାଁ ଉଠିବା ସହ ଏକ ଦଳ…

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ, ୮ ଓ୍ବିକେଟରେ ଜିତିଲା ଇଂଲଣ୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚରେ ହାରିଲା ଭାରତ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ୮ ଓ୍ବିକେଟରେ ହରାଇଛି ଇଂଲଣ୍ଡ । ଏଥିସହ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଇଂଲିଶ ଟିମ୍ । ଦମଦାର ବୋଲିଂ ପାଇଁ ଜୋଫ୍ରା…

ପଥର ଖାଇ ୩୨ ବର୍ଷ ହେଲା ବଂଚି ରହିଛନ୍ତି ଏହି ୮୦ ବର୍ଷର ବୃଦ୍ଧ, ଡାକ୍ତର ବି ଚକିତ !

ସତାରା: ମହାରାଷ୍ଟ୍ରର ସତାରାରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପଥର ଖାଇ ବଂଚି ରହିଛନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ । ୩୨ ବର୍ଷ ହେବ ରାମଭାଉ ଭୋଡକେ ପ୍ରତ୍ୟେକ ଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି । ତାଙ୍କୁ ଆଖ ପାଖ ଲୋକ ପଥରବାଲା ବାବା ବୋଲି ଡାକୁଛନ୍ତି । ୧୯୮୯ରେ ମୁମ୍ବାଇରେ କାମ କରୁଥିବା…

ଜୋମାଟୋ କେସରେ ନୂଆ ଟ୍ୱିଷ୍ଟ, ଆସନ୍ତୁ ଜାଣିବା କଣ କହିଲେ ଡେଲିଭେରୀ ବୟ

ବେଙ୍ଗାଲୁର: ବେଙ୍ଗାଲୁରରେ ଅର୍ଡର କ୍ୟାନସଲ କରିବା ଯୋଗୁ ଜଣେ ଜୋମାଟା ବୟ ହିତେଶା ଚନ୍ଦ୍ରାନୀ ନାମକ କଂଟେଟ କ୍ରିଏଟରଙ୍କ ନାକ ଫଟାଇବା ଖବର ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଯୁବତୀଙ୍କ ପ୍ରତି ସମସ୍ତଙ୍କର ସମବେଦନା ଥିଲା । ତେବେ ବୁଧବାର ଡେଲିଭରୀ ବୟଙ୍କ…

ପୁଣେରେ ମାର୍ଚ୍ଚ ୩୧ ତାରିଖ ଯାଏଁ ସ୍କୁଲ, କଲେଜ ବନ୍ଦ

ପୁଣେ : ମହାରାଷ୍ଟ୍ରରେ ଜଟିଳ ରୂପ ନେଉଛି ମହାମାରୀ କରୋନା । ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ, ଆଗୁଆ ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ସଂକ୍ରମଣ ପାଇଁ ରାଜ୍ୟର ବିଭିନ୍ନ ସହରରେ କଟକଣା ଲଗାଟାଇଥିବା ବେଳେ, ଏବେ ପୁଣେ ପାଇଁ ସତର୍କତା ମୂଳକ ପଦକ୍ଷେ ନେଇଛନ୍ତି ମହାରାଷ୍ଟ୍ର…

ପାହାଡ଼ ମଣିଷ: ହିମାଳୟକୁ ଆବର୍ଜନା ମୁକ୍ତ କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ 

ହିମାଚଳ ପ୍ରଦେଶ: ଯାହାର ମାଟି ପବନର ବାସ୍ନା ସମସ୍ତଙ୍କୁ କରେ ଆମୋଦିତ । ଅପଲକ ନୟନରେ ଚାହିଁବାକୁ ବାଧ୍ୟ କରେ, ଯାହାର ମନଲୋଭା ପରିବେଶ । ପ୍ରକୃତିର ଅନନ୍ୟ ଉପହାର ହିମାଳୟ । କେବଳ ସାମ୍ପ୍ରତିକ ନୁହେଁ, ଏ ମାଟିର ମାହାତ୍ମ୍ୟ ପୂରାଣରେ ବି ବର୍ଣ୍ଣିତ । ହେଲେ ଆଧୁନିକ ଚାକଚକ୍ୟ ଭିତରେ ଯେମିତି…

ହସପିଟାଲରୁ ଡିସଚାର୍ଜ ହେଲେ ମମତା ବାନାର୍ଜୀ

କୋଲକାତା : ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା ବାନାର୍ଜୀ । ନନ୍ଦିଗ୍ରାମରେ ମନ୍ଦିରରୁ ଫେରୁଥିବା ବେଳେ ଆହତ ହୋଇଥିବା ମମତା ବାନାର୍ଜୀ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଦି ହସ୍ପିଟାଲରୁ ଏକ ହୁଇଲ ଚେୟାରରେ ବସି ବାହାରକୁ…

ତିରଥ ସିଂହ ରାଓ୍ବତଙ୍କ ମନ୍ତ୍ରିମଣ୍ଡଳରେ ୧୧ ନୂଆ ଚେହେରା

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ବତ ନିଜର କ୍ୟାବିନେଟ୍‌ ବିସ୍ତାର କରିଛନ୍ତି । ନିଜ ମନ୍ତ୍ରିମଣ୍ଡଳରେ ୧୧ ଜଣ ନୂଆ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିରେ ବଂଶୀଧର ଭଗତ, ସତପାଲ ମହାରାଜ, ହରକ ସିଂହ…

କିଏ କହିଲେ ଚିନ୍ତା କରନ୍ତୁ ନାହିଁ, ମୁଁ ଜିତିବି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ପାଇଁ ବିଜେପି ଏବଂ ଟିଏମସି ସମସ୍ତ ପ୍ରକାର ରଣନୀତି ଆପଣାଇବାରେ ଲାଗିଛନ୍ତି । ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ନନ୍ଦିଗ୍ରାମ ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଭରିଛନ୍ତି । ହଳଦିଆରେ ପଦଯାତ୍ରା ବେଳେ…

ଏଠି ‘ବର’ ପାଇଁ ‘କନ୍ୟା’ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ୟୁପିର ଜଣେ ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ପୋଲିସ୍ ନିକଟକୁ ଯାଇ ତାଙ୍କ ପାଇଁ କନ୍ୟା ଖୋଜିଦେବାକୁ ଅନୁରୋଧ କରିଛନ୍ତି। ପାଞ୍ଚ ବର୍ଷ ଧରି ସେ ନିଜ ପାଇଁ କନ୍ୟା ଖୋଜିବାରେ ଅସମର୍ଥ ହେବା ପରେ, ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ କୈରାନାର ବାସିନ୍ଦା…