Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନକୁ ପଛରେ ପକାଇଲା ଆନ୍ଧ୍ର: ବିଶାଖାପଟନମରେ ଖୋଲିଲା ସବୁଠାରୁ ଲମ୍ବା ‘ଗ୍ଲାସ୍ ସ୍କାଏୱାକ୍’

ଅମରାବତୀ: ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ସହର ବିଶାଖାପଟନମର ସୁନ୍ଦର ପାହାଡ଼ଗୁଡ଼ିକ ସର୍ବଦା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। କିନ୍ତୁ ଏଥର ଭାଇଜାଗ୍ ସହର ଏପରି କିଛି ରେକର୍ଡ ସୃଷ୍ଟି କରିଛି ଯାହା ଜାତୀୟ ଆଲୋଚନାର କାରଣ ପାଲଟିଛି। କୈଳାଶଗିରି ପାହାଡ଼ ଉପରେ ନିର୍ମିତ ଏହି 'ଗ୍ଲାସ…

ଭାରତ ଆସୁଛନ୍ତି ପୁଟିନ: କେଉଁ ଫୋର୍ସ ନେବ ତାଙ୍କ ସୁରକ୍ଷା ଦାୟିତ୍ୱ?

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଡିସେମ୍ବର ୪ ରୁ ୫ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟରେ S-୪୦୦ ପ୍ରତିରକ୍ଷା ପ୍ରଣାଳୀ ଯୋଗାଣ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ। ଏହି ଗସ୍ତ ସମୟରେ ସେ…

‘ଇଣ୍ଡିଆନ’ ଶବ୍ଦକୁ କାହିଁକି ବ୍ୟାନ କଲେ ଟ୍ରମ୍ପ, ଏହାର ଆମେରିକା ସହିତ ସମ୍ପର୍କ କ’ଣ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ "ଇଣ୍ଡିଆନ" ଶବ୍ଦ ଆଉ ଆମେରିକାରେ ବ୍ୟବହାର କରାଯିବା ଉଚିତ ନୁହେଁ। ଏହା ଅନେକ ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଡୋନାଲ୍ଡ…

ସୁନାରେ ତିଆରି ଜେଟ୍ ରେ ଭାରତ ଆସିବେ ପୁଟିନ୍, ଦାମ୍ ହେଉଛି…

ନୂଆଦିଲ୍ଲୀ: ସୁନାରେ ତିଆରି ପୁଟିନଙ୍କ ପ୍ରାଇଭେଟ ଜେଟ୍ । ଶୌଚାଳୟରେ ଏତେ ସୁନା ଅଛି ଯେ ଦେଖି ଆଶ୍ଚର୍ୟ୍ୟ ହୋଇଯିବେ । ଥରେ ଦେଖିଲେ ଆଖି ଲାଖିଯିବ । ଦାମ୍ ଜାଣିଲେ ଉଡିଯିବ ହୋଶ୍ । ଜାଣନ୍ତୁ ପୁଟିନଙ୍କ 'ଫ୍ଲାଇଂ କ୍ରେମଲିନ୍' କେତେ ବିଳାସପୂର୍ଣ୍ଣ? ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…

Water Crisis: ଘୋର ଜଳ ସଙ୍କଟ, ବୁନ୍ଦାଏ ପାଣି ପାଇଁ ଡ଼ହଳ ବିକଳ ହେଉଛି ଇରାନ…

ନୂଆଦିଲ୍ଲୀ:  ଶୁଖିଗଲାଣି ସବୁ ନଦୀବନ୍ଧ,  ପାଣି ପାଇଁ  ଡ଼ହଳ ବିକଳ ହୋଇ ବର୍ଷାର ଅପେକ୍ଷାରେ  ଆକାଶକୁ ଚାହିଁ ରହିଛନ୍ତି ଲୋକେ । ଏପରି ଏକ ଦେଶ  ଯାହା ବର୍ତ୍ତମାନ  ଜଳ ସଙ୍କଟରେ ଫସି ରହିଛି । ଏହି ଦେଶ ହେଉଛି ଇରାନ। ଇରାନରେ ଜଳକଷ୍ଟ ଏତେ ମାତ୍ରାରେ ପହଞ୍ଚିଛି ଯେ ରାଷ୍ଟ୍ରପତି ମଧ୍ୟ…

କର୍ଣ୍ଣାଟକରେ ବ୍ରେକଫାଷ୍ଟ୍ ପଲିଟିକ୍ସ: ଜଳଖିଆ ପାଇଁ ଡିକେ ଶିବକୁମାରଙ୍କ ଘରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକ କଳିରେ ପଡିଲା ପୂର୍ଣ୍ଣଚ୍ଛେଦ। ବ୍ରେକଫାଷ୍ଟ ଟେବୁଲରେ ତୁଟିଲା ଚୌକି କଳି। କର୍ଣ୍ଣାଟକର ଶାସକ କଂଗ୍ରେସ ଦଳ ମଧ୍ୟରେ କ୍ଷମତା ସଂଘର୍ଷ ଶେଷ ହୋଇଛି। ବ୍ରେକଫାଷ୍ଟ୍ ପଲିଟିକ୍ସ ମାଧ୍ୟମରେ ଦଳ ଭିତରେ ମତଭେଦ ସମାଧାନ ପାଇଁ ପ୍ରୟାସ ଚାଲିଛି। ଦଳର ହାଇକମାଣ୍ଡଙ୍କ…

Bomb Threat: ଇଣ୍ଡିଗୋ ଫ୍ଳାଇଟରେ ସୁଇସାଇଡ ବୋମା ଧମକ, ମୁମ୍ବାଇରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ପୁଣି ବିମାନରେ ବୋମା ଧମକ। ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ ମିଳିଛି। କୁଏତରୁ ହାଇଦ୍ରାବାଦ ଆସୁଥିବା ବିମାନରେ ସୁଇସାଇଡ ବୋମାର ନେଇ ଦିଲ୍ଲୀ ଏୟାପୋର୍ଟକୁ ଇମେଲ ଆସିଥିଲା। ପରେ ମୁମ୍ବାଇରେ ବିମାନର ଜରୁରୀ ଅବତରଣ କରାଯାଇଛି। ଏନେଇ ଇଣ୍ଡିଗୋ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ…

BrahMos Supersonic Cruise Missile: ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ, ସଫଳ ହେଲା ମିଶାଇଲ ପରୀକ୍ଷଣ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିଶାଇଲର ସଫଳ ପରୀକ୍ଷଣ ପ୍ରଦର୍ଶିତ ହେଲା। ସଠିକ୍ ଲକ୍ଷ୍ୟ ଓ ବିନାଶକାରୀ ଦକ୍ଷତା ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀରେ ଶକ୍ତିଶାଳୀର ପ୍ରମାଣ ବୋଲି କହିଲା ଭାରତୀୟ ସେନା। ସୋମବାର ଦିନ ଭାରତୀୟ ସେନା ସଫଳତାର ସହ ବ୍ରହ୍ମୋସ୍…

Imran Khan update: ଇଣ୍ଟରନେଣ୍ଟ୍ ଏବଂ ସବୁ ଚ୍ୟାନେଲରୁ ଇମ୍ରାନଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇମ୍ରାନ ଖାନଙ୍କ ବିରୋଧରେ ପାକିସ୍ତାନ ନୂଆ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲଦଣ୍ଡ ଦିଆଯିବାର ଦେଢ଼ ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଗତ କିଛି ସପ୍ତାହ ଧରି ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଏବଂ କିଛି…

ଆଶାରାମଙ୍କୁ ୬ ମାସର ଜାମିନ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପୀଡିତା 

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଛଅ ମାସର ଜାମିନ ମଞ୍ଜୁର ପରେ ଜଣେ ନାବାଳିକା ଦୁଷ୍କର୍ମ ପୀଡିତା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପୀଡିତା ଆଶାରାମଙ୍କ ଜାମିନ ଖାରଜ ପାଇଁ ଆବେଦନ କରିଛନ୍ତି। ଆଶାରାମ ୨୦୧୩ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।…