Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Darkness For 6 Minutes: ୬ ମିନିଟ୍ ପାଇଁ ଅନ୍ଧାର ହୋଇଯିବ ପୃଥିବୀ!

ନୂଆଦିଲ୍ଲୀ: ସତ ହେବାକୁ ଯାଉଛି କି ମାଳିକା ବଚନ?...୧୦୦ ବର୍ଷରେ ପ୍ରଥମ ଥର...ଅନ୍ଧକାରମୟ ହୋଇଯିବ ଦୁନିଆ... ଦେଖାଯିବାକୁ ଯାଉଛି ୨୧ ଶତାବ୍ଦୀର ସବୁଠାରୁ ଦୀର୍ଘ ସୂର୍ଯ୍ୟଗ୍ରହଣ । ଏହି ଦିନ, ପୃଥିବୀ ୬ ମିନିଟ୍ ପାଇଁ ସମ୍ପୂର୍ଣ୍ଣ ଅନ୍ଧାରରେ ବୁଡ଼ିଯିବ। ଏହି ତାରିଖ ବିଶ୍ୱ…

Red Fort blast:ଆତଙ୍କବାଦୀ ଉମରକୁ ଆଶ୍ରୟ ଦେଇଥିବା ସହଯୋଗୀ ଗିରଫ; ଏଯାଏଁ ୭ ଗିରଫ

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା( Red Fort blast) ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ NIA (National Investigation Agency (NIA) ) ଏକ ବଡ଼ ସଫଳତା ହାସଲ କରିଛି। ଘଟଣା ପୂର୍ବରୁ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଉମର ଉନ୍ ନବି( Umar Un…

Constitution Day: କାହିଁକି ନଭେମ୍ବର ୨୬ ତାରିଖରେ ପାଳନ ହୁଏ ସମ୍ବିଧାନ ଦିବସ?, କିପରି ଆରମ୍ଭ ହୋଇଥିଲା ଭାରତ…

ନୂଆଦିଲ୍ଲୀ: ଭାରତରେ ନଭେମ୍ବର ୨୬ ତାରିଖରେ ଜାତୀୟ ଆଇନ ଦିବସ ପାଳନ କରାଯାଏ। ତଥାପି, ବର୍ତ୍ତମାନ ଏହାକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି। ପ୍ରତିବର୍ଷ, ଏହି ଦିନଟି ଭାରତର ସମ୍ବିଧାନ ଗ୍ରହଣକୁ ମନେ ପକାଇଥାଏ। ଏହି ଦିନ ସାରା ଦେଶର ସରକାରୀ ବିଭାଗ ଏବଂ ସ୍କୁଲଗୁଡ଼ିକରେ ବିଶ୍ବର…

76th Constitution Day: କାଶ୍ମିରୀ, ବୋଦୋ ସମେତ ୯ ଟି ନୂଆ ଭାଷାରେ ସମ୍ବିଧାନ ଉନ୍ମୋଚନ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ଆଜି ସମ୍ବିଧାନ ଦିବସ, ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ପାଳନ କରାଯାଏ। ୧୯୪୯ ମସିହାର ଏହି ଦିନରେ ଭାରତ ଏହାର ସମ୍ବିଧାନ ଗ୍ରହଣ କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍ୱତନ୍ତ୍ର ସମାରୋହର ନେତୃତ୍ୱ ନେଇଥିଲେ। ଏହି କାର୍ଯ୍ୟକ୍ରମ ପୁରୁଣା ସଂସଦ ଭବନର ଐତିହାସିକ…

Smriti Mandhana: ଇଭେଣ୍ଟରେ ବନ୍ଧୁତା…ପଡ଼ିଆରେ ପ୍ରପୋଜ୍… ଏମିତି ଆରମ୍ଭ ହୋଇଥିଲା ପଳାଶ ମୁଛଲ ଏବଂ ସ୍ମୃତି…

ନୂଆଦିଲ୍ଲୀ: ସରିଥିଲା ନିର୍ବନ୍ଧ, ପଡିଥାନ୍ତା ହାତଗଣ୍ଠି । ହେଲେ ସାଥ୍ ଦେଲାନି ଭାଗ୍ୟ । ପ୍ରଥମେ ପିତାଙ୍କ ଅସୁସ୍ଥତା, ପରେ ବୟଫ୍ରେଣ୍ଡର ଧୋକା!, ଭାଙ୍ଗିଗଲା ସ୍ମୃତିଙ୍କ ସବୁ ସ୍ବପ୍ନ । ଧୁମଧାମରେ ଚାଲିଥିଲା ବିବାହ ପ୍ରସ୍ତୁତି । ସ୍ବପ୍ନର ରାଜକୁମାର ଭଳି ଜିବନରେ ଏଣ୍ଟ୍ରି ମାରିଥିଲେ…

ନେତାନ୍ୟାହୁଙ୍କ ଭାରତ ଗସ୍ତ ନେଇ ଇସ୍ରାଏଲର ସ୍ପଷ୍ଟୀକରଣ: କହିଲା ସୁରକ୍ଷା ଉପରେ ରହିଛି ପୂର୍ଣ୍ଣ ବିଶ୍ୱାସ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭାରତ ଗସ୍ତ ସ୍ଥଗିତ ରଖାଯାଇଛି। ସୁରକ୍ଷା କାରଣରୁ ଏହି ଗସ୍ତ ସ୍ଥଗିତ ରଖାଯାଇଛି ବୋଲି ଅନେକ ଗଣମାଧ୍ୟମ ରିପୋର୍ଟ ଦାବି କରିଛି। ଇସ୍ରାଏଲ କିନ୍ତୁ ଏହି ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛି। ଇସ୍ରାଏଲର ଏକ ବିବୃତ୍ତି…

Operation Sindoor: ଉରି ଜଳବିଦ୍ୟୁତ କେନ୍ଦ୍ରକୁ ଟାର୍ଗେଟ କରିଥିଲା ପାକିସ୍ତାନ; CISF ଏହିପରି କରିଥିଲେ ପଣ୍ଡ

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିବାର କିଛି ଘଣ୍ଟା ପରେ, ପାକିସ୍ତାନୀ ସେନା ଜମ୍ମୁ ଏବଂ କାଶ୍ମୀରର ଉରିରେ ଏଲଓସି ନିକଟରେ ଏକ ଜଳବିଦ୍ୟୁତ କେନ୍ଦ୍ର(Uri Hydro Electric Project)କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ପ୍ଲାଣ୍ଟକୁ ସୁରକ୍ଷା ଦେବା ପାଇଁ ନିୟୋଜିତ…

Delhi Air Pollution: ଗମ୍ଭୀର ହେଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ, ନିୟନ୍ତ୍ରଣ ପାଇଁ ହ୍ୱିପ୍ ଜାରି କଲା PMO

ନୂଆଦିଲ୍ଲୀ: ଗମ୍ଭୀର ହେଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ। ରାଜଧାନୀବାସଙ୍କୁ ନାକେଦମ୍ କଲାଣି ପ୍ରଦୂଷଣ। ଯେମିତି ପଦକ୍ଷେପ ନେଲେ ବି ପରିସ୍ଥିତିରେ ସୁଧାର ଆସୁନି। ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ବୃଦ୍ଧି ପାଇବାରେ ଲାଗିଛି। ଏଣିକି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ହ୍ୱିପ୍ ଜାରି କରିଛି…

Trump Plan To End War: ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ‘ଫୁଲପ୍ରୁଫ୍’ ଯୋଜନା ପ୍ରସ୍ତୁତ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବାର ତାଙ୍କର ଯୋଜନା ଏବେ "ସୁନ୍ଦର ଭାବରେ ସ୍ଥିର" ହୋଇଛି। ସେ ତାଙ୍କର ଦୂତ ଷ୍ଟିଭ୍ ୱିଟକଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବାକୁ…

Naxals Lay Down Arms: ପୋଲିସ ନିକଟରେ ୨୮ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୮୯ଲକ୍ଷର ପୁରସ୍କାର

ରାୟପୁର:ଛତିଶଗଡ଼ ସରକାରଙ୍କ ନୂତନ ନକ୍ସଲ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ପୁଣି ଥରେ ଆତ୍ମସମର୍ପଣ କରିଛନ୍ତି ୨୮ ଜଣ ମାଓବାଦୀ । ସମସ୍ତ ଆତ୍ମସମର୍ପଣକାରୀ ମାଓବାଦୀ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି (DSZC)ରେ ସକ୍ରିୟ ଥିଲେ । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମୁଣ୍ଡରେ ୮୯…