Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Magh Mela: ପ୍ରୟାଗରାଜରେ ମାଘମେଳା ଆରମ୍ଭ, ସ୍ନାନ-ଦାନରେ କମ୍ପୁଛି ସଙ୍ଗମସ୍ଥଳ

ପ୍ରୟାଗରାଜ: ପୌଷ ପୂର୍ଣ୍ଣିମାରେ ପ୍ରଥମ ସ୍ନାନ ସହିତ ମାଘ ମେଳା ଆରମ୍ଭ ହୋଇଛି। ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀଙ୍କ ସଙ୍ଗମସ୍ଥଳରେ ବିଶ୍ୱାସର ଲହରୀ ଉଠୁଛି। ପ୍ରବଳ ଥଣ୍ଡା ସତ୍ତ୍ୱେ, ବ୍ରହ୍ମମୁହୂର୍ତ୍ତରୁ ଭକ୍ତମାନେ ସଙ୍ଗମସ୍ଥଳରେ ସ୍ନାନ ଏବଂ ଦାନ କରୁଛନ୍ତି। ପୌଷ ପୂର୍ଣ୍ଣିମାର…

ମେକ୍ସିକୋରେ ବଡ଼ ଧରଣର ଭୂମିକମ୍ପ: ୨ ଜଣଙ୍କର ମୃତ୍ୟୁ, ଅନେକ ଆହତ

ମେକ୍ସିକୋ: ଦକ୍ଷିଣ ଆମେରିକୀୟ ଦେଶ ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୫। ଜାତୀୟ ଭୂକମ୍ପ ବିଜ୍ଞାନ ସେବା ଅନୁଯାୟୀ, ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ନୂତନ ବର୍ଷର ପୂର୍ବ ସନ୍ଧ୍ୟାରେ ଏକ…

Saudi-UAE Tension: ସାଉଦି ଆରବ-ୟୁଏଇ ଲଢ଼େଇରେ ୨୦ ଜଣଙ୍କର ମୃତ୍ୟୁ, ୟେମେନ ମାଟିରେ କାହିଁକି ବୋହୁଛି ରକ୍ତ?

ସାନା: ୟେମେନରେ ସାଉଦି ଆରବ ସମର୍ଥିତ ସରକାରୀ ଯୁଦ୍ଧ ବିମାନଗୁଡ଼ିକ UAE ସମର୍ଥିତ ଦକ୍ଷିଣ ଟ୍ରାନ୍ଜିସନାଲ କାଉନସିଲ ଦ୍ୱାରା କବଜା କରାଯାଇଥିବା ଅଞ୍ଚଳଗୁଡ଼ିକ ଉପରେ ବୋମା ମାଡ଼ ଏବଂ ସ୍ଥଳ ଆକ୍ରମଣ କରାଯାଇଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ହୋଇଛି ଯେ…

Grok AI: ଭାରତ ସରକାର Grokର ଅପବ୍ୟବହାର ଉପରେ ଦୃଢ଼ ଆଭିମୁଖ୍ୟ; ୭୨ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ କହିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର Grokର ଅପବ୍ୟବହାର ବିରୁଦ୍ଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ଏକ ସରକାରୀ ନୋଟିସ ପଠାଇଛି। Grok AIରୁ ଅଶ୍ଳୀଳ କଣ୍ଟେଣ୍ଟ ହଟାଇବାକୁ ସରକାର ନିର୍ଦ୍ଦେଶ…

ଆସୁଛି ସରକାରୀ କଲର ଆଇଡି, ଏବେ Truecallerର ଖେଳ ଖତମ୍ ?

ନୂଆଦିଲ୍ଲୀ: ଭାରତରେ କଲର୍ ପରିଚୟକୁ ନେଇ ଏକ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇସାରିଛି । TRAIର ନୂଆ ପଦକ୍ଷେପ CNAP (Caller Name Presentation) ଆସିବା ପରେ ଏହି ପ୍ରଶ୍ନ ଉଠୁଛି ଯେ କ’ଣ ଏବେ True caller ଭଳି ଲୋକପ୍ରିୟ ଆପ୍‌ର ଆବଶ୍ୟକତା ଶେଷ ହୋଇଯିବ । କିନ୍ତୁ ବାସ୍ତବତା ଏହାଠାରୁ କିଛି…

ପ୍ରତି ୬ ମାସକୁ ଥରେ ଏହି ଦ୍ୱୀପରେ ରାଜ କରିଥାନ୍ତି ଏହି ଦୁଇ ଦେଶ, ସ୍ପେନ ଓ ଫ୍ରାନ୍ସ ସହ ରହିଛି କନେକ୍ସନ

ନୂଆଦିଲ୍ଲୀ: ଯଦି କୌଣସି ଦେଶ ଅନ୍ୟ ଏକ ଦେଶର ସୀମା କିମ୍ବା ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ କରିଥାଏ, ତାହାଲେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଦୁନିଆରେ ଏକ ଏଭଳି ଅଜଣା ଦ୍ୱୀପ ମଧ୍ୟ ଅଛି, ଯାହା ୬ ମାସ ଏକ ଦେଶର…

କେଉଁ ଦେଶ ଭାରତକୁ ଦେଇଥାଏ ସବୁଠୁ ଅଧିକ ଋଣ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତ କୌଣସି ଗୋଟିଏ ଦେଶଠୁ ଋଣ କରେନାହିଁ । ଏହା ବଦଳରେ ଭାରତ ଅନେକ ଅନ୍ତର୍ଜାତୀୟ ସଂସ୍ଥା, ବିଦେଶୀ ବ୍ୟାଙ୍କ ଏବଂ ଗ୍ଲୋବାଲ୍ ନିବେଶକଙ୍କ ମଧ୍ୟରେ ବିସ୍ତୀର୍ଣ୍ଣ ହୋଇଛି । ଅର୍ଥ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ଭାରତର ମୋଟ ବାହ୍ୟ ଋଣ ପ୍ରାୟ ୫୫୮.୫…

ଭାରତର ଏହି କମ୍ପାନି ପାକିସ୍ତାନରେ ରୋଜଗାର କରୁଛନ୍ତି ଏତେ ଟଙ୍କା, ଜାଣନ୍ତୁ ଏଗୁଡ଼ିକ ନାଁ….

ନୂଆଦିଲ୍ଲୀ: ୧୯୪୭ ପୂର୍ବରୁ ଭାରତ ଓ ପାକିସ୍ତାନ ବିଭାଜନ ନହେବା ବେଳେ ଭାରତରେ ଅନେକ ପ୍ରସିଦ୍ଧ କମ୍ପାନୀ ସ୍ଥାପିତ ହୋଇଥିଲା । ପରେ ବିଭାଜନ ହେବା ପରେ ଏହି କମ୍ପାନୀଗୁଡ଼ିକ ବିଭକ୍ତ ହୋଇଯାଇଥିଲା । ଏହିଭଳି କିଛି କମ୍ପାନୀ ଆଜି ବି ପାକିସ୍ତାନ ପାଇଁ ଧନ ରୋଜଗାର କରୁଛନ୍ତି । ଆସନ୍ତୁ ଜାଣିବା…

Top Maoist Commander Barsa Deva: ଟପ୍ ମାଓ କମାଣ୍ଡର ଦେବା ସହ ଅନ୍ୟ ୧୫ ମାଓବାଦୀ ଗିରଫ

ହାଇଦ୍ରାବାଦ: ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ତେଲେଙ୍ଗାନା ପୋଲିସ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA- People's Liberation Guerrilla Army)ର ଶୀର୍ଷ ମାଓ କମାଣ୍ଡର ବର୍ଷା ଦେବା( top Maoist Commander Barsa Deva) ଏବଂ ଅନ୍ୟ ୧୫ଜଣ…

ଆସନ୍ତାକାଲି ପିପ୍ରାହୱା ଅବଶେଷ ପ୍ରଦର୍ଶନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର ବିଶେଷତ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀରେ ପବିତ୍ର ପିପ୍ରାହୱା ଅବଶେଷର ମହାନ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କରିବେ । ସେ ଏହାକୁ ଭାରତର ଇତିହାସ, ସଂସ୍କୃତି ଏବଂ ଭଗବାନ ବୁଦ୍ଧଙ୍କ ଶିକ୍ଷା ପ୍ରତି ଯତ୍ନବାନ ଲୋକଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି ବର୍ଣ୍ଣନା…