Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅନ୍ଧବିଶ୍ୱାସର କୁପରିଣତି…ଆନ୍ଧ୍ର ମଦନାପଲ୍ଲୀରେ ଦୁଇ ଝିଅଙ୍କୁ ଚିରନିଦ୍ରାରେ ଶୁଆଇ ଦେଲେ ବାପା ମାଆ

ଚିତୋର: ଆନ୍ଧ୍ରପ୍ରଦେଶ ମଦନାପଲ୍ଲୀ ଉପକଣ୍ଠ ଶିବ ନଗରରେ ଦୁଇ ଝିଅଙ୍କୁ ବାପା ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଠାକୁରଙ୍କ ନିକଟରୁ ପାଇଥିବା ହୁକୁମ ଅନୁସାରେ ଝିଅମାନଙ୍କୁ ବଳି ଦେଇଥିବା ସେମାନେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,…

ରାଷ୍ଟ୍ରପତି ଉନ୍ମୋଚନ କରିଥିବା ଚିତ୍ର କାହାର ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ନେତାଜୀ ସୁଭାଷ ବୋଷଙ୍କର ଏକ ଚିତ୍ର ଉନ୍ମୋଚନ କରିଥିଲେ । କିନ୍ତୁ ପ୍ରକୃତରେ ଏହି ଚିତ୍ର ନେତାଜୀଙ୍କ ନୁହେଁ, ବରଂ ଫିଲ୍ମରେ ନେତାଜୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପ୍ରସନଜିତ ଚାଟାର୍ଜୀଙ୍କର ବୋଲିସୋସିଆଲ…

ବିମାନ ଦୁର୍ଘଟଣାରେ ୪ ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ  

ନୂଆଦିଲ୍ଲୀ : ବ୍ରାଜିଲରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଫୁଟବଲ୍ କ୍ଳବର ୪ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।  ସୂଚନାଯୋଗ୍ୟ, ମୃତ୍ୟୁ ହୋଇଥିବା ୪ ଜଣ ଫୁଟବଲ୍ ଖେଳାଳି କରୋନା ସଂକ୍ରମିତ ଥିଲେ । ତାଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିଲା । ଏଥିପାଇଁ…

ଦ‌େଶର‌େ କିଭଳି ଥିଲା ସ୍ବାଧୀନତା ପରର ବଜେଟ୍, ମ‌ୋଦି ସରକାର ସମୟର‌େ କ’ଣ ଆସିଛି ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ‌ ନିଜର ଐତିହାସିକ ନିଷ୍ପତ୍ତି ପାଇଁ ଚର୍ଚ୍ଚାର‌େ ରହିଥାନ୍ତି। ଖାଲି ଏତିକି ନୁହ‌େଁ ତାଙ୍କର ପ୍ରଖର ଦୃଷ୍ଟିକ‌ୋଣ ଦେଶର ସାଧାରଣ ବଜେଟ୍ ଉପର‌େ ମଧ୍ୟ ପ୍ରତିଫଳିତ ହ‌ୋଇଥାଏ। ଦେଶରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨…

ବିଜେପିକୁ ଟାର୍ଗେଟ କରି ମମତା ଦେଲେ ନୂଆ ସ୍ଲୋଗାନ: ହରେ କୃଷ୍ଣ ହରେ ରାମ, ବିଦା ହୁଅନ୍ତୁ ଭାଜପା-ବାମ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖଉଛି ସେତେ ମଜାଦାର କଥା ସାମ୍ନାକୁ ଆସୁଛି । ନେତା ଦଳ ବଦଳ ପରେ ଏବେ ଚାଲିଛି ସ୍ଲୋଗାନ ୱାର । ବିଜେପିର ଜୟ ଶ୍ରୀରାମ ସ୍ଲୋଗାନକୁ ଟାର୍ଗେଟ କରି ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଆଜି ହୁବଳୀରେ କହିଛନ୍ତି ହରେ କୃଷ୍ଣ ହରେ ରାମ, ବିଦା ହୁଅନ୍ତୁ…

ସ୍ୱାଧୀନତା ପରବର୍ତ୍ତୀ ବଜେଟରେ କ’ଣ ଆସିଥିଲା ପରିବର୍ତ୍ତନ ?

ନୂଆଦିଲ୍ଲୀ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧନତା ପାଇଥିଲା । ୧୯୪୭ ନଭେମ୍ବର ୨୬ ତାରିଖରେ ଉପସ୍ଥାପିତ ହୋଇଥିଲା ଦେଶର ପ୍ରଥମ ବଜେଟ୍‌ । ବିଭିନ୍ନ ସମୟରେ ବଜେଟରେ ଅନେକ ନୂଆ ଘୋଷଣା ହୋଇଛି । ଏମିତି କିଛି ବଜେଟ ଉପରେ ସ୍ପେଶାଲ୍ ରିପୋର୍ଟ । ଦେଶର ପ୍ରଥମ ବଜେଟ୍‌ ଉପସ୍ଥାପନ…

ସହିଦ ସନ୍ତୋଷ ସିଂହଙ୍କୁ ମହାବୀର ଚକ୍ରରେ କରାଯିବ ସମ୍ମାନିତ 

ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ହିଂସା ଘଟଣାରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ଚଳିତ ବର୍ଷ ମହାବୀର ଚକ୍ରରେ ସମ୍ମାନିତ କରାଯିବ । ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଦେଶର ରକ୍ଷା କରିବାରେ ସହିଦ ଯବାନଙ୍କୁ ବୀରତ୍ୱ ପୁରସ୍କାର ଦିଆଯାଇଥାଏ । ଏଥର…

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ୍ ପ୍ରକଳ୍ପ ଆରମ୍ଭ

ଅଯୋଧ୍ୟା: ଜାନୁଆରୀ ୨୬ରୁ ଧନିପୁର ମସଜିଦ ପ୍ରକଳ୍ପ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି। ଯେଉଁଥିର‌େ ଡାକ୍ତରଖାନା, ସଂଗ୍ରହାଳୟ, ଲାଇବ୍ରେରୀ, କମ୍ୟୁନିଟି ରୋଷେଇ ଘର, ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ରିସର୍ଚ୍ଚ ସେଣ୍ଟର ସହ ଏକ ପବ୍ଲିକେସନ୍ ହାଉସ୍ ମଧ୍ୟ ସାମିଲ। ଇଣ୍ଡୋ-ଇସଲାମିକ୍…

ଘରେ ବସି ଡାଉନଲୋଡ୍ କରିପାରିବେ ଡିଜିଟାଲ ଭୋଟର ପରିଚୟପତ୍ର, ଜାଣନ୍ତୁ ପ୍ରକ୍ରିୟା…

ନୂଆଦିଲ୍ଲୀ: ଭୋଟର ପରିଚୟପତ୍ରର ଡିଜିଟାଲ ସଂସ୍କରଣ ଅର୍ଥାତ୍ ଇଲେକ୍ଟ୍ରୋନିକ ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟିଟି କାର୍ଡର ଆରମ୍ଭ ହୋଇଛି । ଏବେ କୌଣସି ବି ବ୍ୟକ୍ତିଙ୍କୁ ଭୋଟର ପରିଚୟପତ୍ରର ହାର୍ଡ କପି ପାଖରେ ରଖିବାକୁ ପଡ଼ିବ ନାହିଁ । ସହଜରେ ମୋବାଇଲ ଓ କମ୍ପ୍ୟୁଟରରେ କେହି ବି ନିଜର ଭୋଟର…

ଶିଖର ଧୱନ ପକ୍ଷୀଙ୍କୁ ଦାନା ଖୁଆଇବା ନାବିକଙ୍କୁ ପଡିଲା ମହଙ୍ଗା

ବାରାଣାସୀ : ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା । ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧୱନଙ୍କୁ ସାଇବେରିଆନ ପକ୍ଷୀଙ୍କୁ ଦାନା ଖୁଆଇବା ଦୁଇ ନାବିକଙ୍କୁ ମହଙ୍ଗା ପଡିଛି । ଜିଲ୍ଲା ପ୍ରଶାସନ ଦୁଇ ନାବିକଙ୍କ ଚାଲାଣ କାଟିଛନ୍ତି । ନାବିକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡଙ୍ଗା…