Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ରେଳ ଯାତ୍ରାକୁ ଆହୁରି ସୁଗମ, ଦ୍ରୁତ ତଥା ବିନା ବାଧାବିଘ୍ନରେ ପରିଚାଳନା କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । କ୍ରମାଗତ ଭାବେ ବଢୁଥିବା ଯାତ୍ରୀ ଓ ମାଲବାହୀ ଟ୍ରେନ୍‌ଗୁଡ଼ିକର ଚାପକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିଜର ପ୍ରମୁଖ ଏବଂ…

ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ରୋକିବାକୁ ନୂଆ ନିୟମ, ନିୟନ୍ତ୍ରଣକୁ ଆସିଲା ଦର

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଦେଶ ତଥା ରାଜ୍ୟର ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ବଜାରରେ ଲଗାତାର ଭାବେ ଆକାଶଛୁଆଁ ହେଉଥିବା ଚିନି ଦର ଉପରେ ଲଗାମ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଶେଷରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାର ଏବେ ଦେଶକୁ ବାହାରୁ ଚିନି…

Nepal floods: ବାଲେନ୍ ଶାହଙ୍କ ସହ କଥା ହେଲେ ପିଏମ୍ ମୋଦୀ; ‘ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା’…

ନୂଆଦିଲ୍ଲୀ:ନେପାଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ବୁଧବାର ସକାଳେ ଆସିଥିବା ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏଥିସହିତ, ପ୍ରାୟ ୩୦୦ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି, ଯେଉଁଥିରେ…

ନେପାଳରେ ଜଳପ୍ରଳୟ: ସୂଚନା ଲୁଚାଇଲା ଚୀନ୍, ୧୦୫ ଭାରତୀୟଙ୍କ ସମେତ ୪୦୦ ନିଖୋଜ

କାଠମାଣ୍ଡୁ: ତିବ୍ବତ ପଟୁ ଅଚାନକ ମାଡ଼ି ଆସିଥିବା ବନ୍ୟା ଯୋଗୁଁ ନେପାଳର ଉତ୍ତରାଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ତୁଳନାରେ ପଡ଼ୋଶୀ ଚୀନର ଖାମଖିଆଲି ଓ ବେପରୁଆ ମନୋଭାବ ଏବେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ରିପୋର୍ଟ…

ଏଲପିଜି ଗ୍ରାହକଙ୍କ ପାଇଁ ଜରୁରୀ ଖବର: ଅଗଷ୍ଟ ୩୧ ସୁଦ୍ଧା କରନ୍ତୁ ଇ-କେୱାଇସି, ନଚେତ୍ କଟିଯାଇପାରେ ଗ୍ୟାସ୍ କନେକ୍ସନ୍

ନୂଆଦିଲ୍ଲୀ: ରୋଷେଇ ଘରେ ବ୍ୟବହୃତ ଏଲପିଜି ବା ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ଏପର୍ଯ୍ୟନ୍ତ ନିଜ ଗ୍ୟାସ୍ କନେକ୍ସନର ଇ-କେୱାଇସି ପ୍ରକ୍ରିୟା ଶେଷ କରିନାହାନ୍ତି, ତେବେ ଏହାକୁ ତୁରନ୍ତ ପୂରଣ କରିନିଅନ୍ତୁ। ସରକାର ଏବଂ ତୈଳ ବିପଣନ…

ବିଶ୍ୱ ରାଜନୀତିରେ ହଲଚଲ: ରୁଷିଆରେ ସିଆଇଏ ମୁଖ୍ୟ, ଏକାସାଙ୍ଗରେ ବିଦେଶ ଗସ୍ତରେ ଡୋଭାଲ, ଜୟଶଙ୍କର ଓ ଭାଗବତ

ନୂଆଦିଲ୍ଲୀ: ବିଶ୍ୱ ରାଜନୀତି ଏବଂ କୂଟନୀତି କ୍ଷେତ୍ରରେ ବର୍ତ୍ତମାନ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଏକାସାଙ୍ଗରେ ବିଶ୍ୱର ପ୍ରମୁଖ ନେତା ଏବଂ ବରିଷ୍ଠ ଅଧିକାରୀମାନେ ବିଦେଶ ଗସ୍ତରେ ଅଛନ୍ତି । ବିଶେଷ କରି ଭାରତର…

ବାଇକ୍ ଓ କାର୍ ଚାଳକ ସାବଧାନ! ଏଣିକି ସହରରେ ବିନା କାରଣରେ ହାଇ ବିମ୍ ଲାଇଟ୍ ବ୍ୟବହାର କଲେ ବାଜିବ ସାଇରନ୍

ନୂଆଦିଲ୍ଲୀ: ରାତିରେ ଗାଡ଼ି ଚଳାଇବା ବେଳେ ବିପରୀତ ଦିଗରୁ ଆସୁଥିବା ଗାଡ଼ିର ହାଇ ବିମ୍ ଯୋଗୁଁ ଅନେକ ସମୟରେ ଆଖି ଝଲସି ଯାଏ, ଯାହାକି ଏକାଧିକ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ…

India rejects UNCERD report:ଜାତିସଂଘ କମିଟି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କଲା ଭାରତ;ଏହାକୁ ରାଜନୈତିକ ଭାବରେ…

ନୂଆଦିଲ୍ଲୀ: ଜାତିଗତ ଭେଦଭାବ ଦୂରୀକରଣ ସମ୍ବନ୍ଧୀୟ ମିଳିତ ଜାତିସଂଘ କମିଟି (UNCERD) ଦ୍ୱାରା ଭାରତ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ରିପୋର୍ଟର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ରାଜନୈତିକ ଭାବରେ…

ନେପାଳରେ ପ୍ରଳୟଙ୍କାରୀ ବନ୍ୟାକୁ ନେଇ ୟୁପି, ବିହାରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପଡୋଶୀ ନେପାଳରେ ଜଳ ବିଭୀଷିକା । ନେପାଳରେ ପ୍ରକୃତି ଦେଖାଇଛି ତା’ର କରାଳ ରୂପ। ବୁଧବାର ସକାଳେ ତିବ୍ବତ ସୀମା ନିକଟସ୍ଥ ନେପାଳର ରସୁୱା ଜିଲ୍ଲାରେ ଭୟଙ୍କର ଆକସ୍ମିକ ବନ୍ୟା ଆସିବାରୁ ଅନେକ ଗାଁ ଓ ବିଭିନ୍ନ ପ୍ରକଳ୍ପ ସ୍ଥଳୀ ଧୋଇଯାଇଛି। ଏହି ବିପର୍ଯ୍ୟୟରେ ପ୍ରାୟ ୪୦୦ ଜଣ ନିଖୋଜ…

ଦିନକ ପରେ ରାକ୍ଷୀ ବାନ୍ଧିଥାନ୍ତେ ରକ୍ଷା ପାଇଁ…ହେଲେ ଭକ୍ଷକ ସାଜିଲା ଭାଇ, ଦୁଇ ଭଉଣୀଙ୍କୁ ଗୁଳି କରି ମାରିଲା…

ଡେରାଡୁନ୍: ରାକ୍ଷୀ ପୂର୍ବରୁ ଭାଇର ନାରକୀୟ କାଣ୍ଡ! ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା । ଉତ୍ତରାଖଣ୍ଡର ରୁଡ଼କିରେ ରକ୍ଷାବନ୍ଧନ ପୂର୍ବରୁ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଜଣେ ଭାଇ ନିଜର ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଭିଣୋଇଙ୍କୁ ଗୁରୁତର ଭାବେ ଆହତ କରିଥିବା…