Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆନ୍ଦୋଳନରତ କୃଷକଙ୍କୁ ୮ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି କୃଷକଙ୍କୁ ଚିଠି ଲେଖିଛନ୍ତି । ଆନ୍ଦୋଳନରତ କୃଷକଙ୍କ ପାଖକୁ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଚିଠିରେ କୃଷି ମନ୍ତ୍ରୀ ୮ଟି ଆଶ୍ବାସନା ଦେଇଛନ୍ତି । ଚିଠିରେ ଲେଖାଯାଇଛି ଯେ, ଯେଉଁ…

[ଭିଡ଼ିଓ] ମାସ୍କ ବଦଳାଇଦେବ ପରିଚୟ…

ଭୁବନେଶ୍ୱର: ବୋଧ ହୁଏ ସାରା ବିଶ୍ୱ କରୋନାକୁ ପରାଜିତ କରିଛି । ଏହି ଉକ୍ତିକୁ ଆମେ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ । ମାସ୍କ, ସାନିଟାଇଜର୍ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଆମେ କରୋନାଠୁ ଦୂରେଇ ରହିବାରେ ସକ୍ଷମ ହୋଇଛନ୍ତି । କରୋନା ପାଇଁ ବଜାରରେ ବିଭିନ୍ନ ପ୍ରକାରର ସାନିଟାଇଜର୍…

ସୋନିଆ ଗାନ୍ଧି ଡାକିଲେ ଜରୁରୀ ବୈଠକ: ୧୯ରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାଙ୍କ ଏକ ବୈଠକ ଡାକିଛନ୍ତି । ଆସନ୍ତା ୧୯ ତାରିଖରେ ସୋନିଆ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । କଂଗ୍ରେସରେ ଅସନ୍ତୁଷ୍ଟ ଥିବା ଏହି ନେତାଙ୍କ ସହ ବୈଠକ କରିବେ । ଏହି ନେତାମାନେ କିଛି ଦିନ ତଳେ ସୋନିଆ ଗାନ୍ଧିଙ୍କୁ ଚିଠି…

ବିଧାନସଭାରେ କୃଷି ଆଇନ ଦସ୍ତାବିଜକୁ ଚିରି ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆ ଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରାଯାଇଛି । ବିଧାନସଭାରେ ସେ ତିନିଟି କୃଷି ଆଇନ କପିକୁ ଚିରି ଦେଇଥିଲେ । ଏପରି ଏକ କଳା ଆଇନକୁ ଫେରାଇ ନେବା ପାଇଁ…

ଇତିହାସ ରଚିଲା ଇସ୍ରୋ: ମହାକାଶକୁ ପ୍ରେରଣ କଲା ଯୋଗାଯୋଗ ଉପଗ୍ରହ CMS-01

ଚେନ୍ନାଇ: ଅପରାହ୍ନ ୩.୪୧ । ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ CMS-01କୁ ମହାକାଶକୁ ପ୍ରେରଣ କଲା ଇସ୍ରୋ । ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ PSLV-C50 ମାଧ୍ୟମରେ ଏହାକୁ କକ୍ଷ ପଥରେ ସ୍ଥାପନ କରାଯାଇଥିବା ଜଣାପଡିଛି । ୨୫ ଘଣ୍ଟାର କାଉଣ୍ଟଡାଉନ୍ ପରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ…

ଆତ୍ମହତ୍ୟା କଲେ ମହିଳା ସିଆଇଡି ଅଫିସର

ବେଙ୍ଗାଳୁରୁ: ହତ୍ୟା, ଆତ୍ମହତ୍ୟା, ଅପରାଧ କିମ୍ବା ଯେ କୌଣସି ସମ୍ବେଦନଶୀଳ ବେଆଇନ କାର୍ଯ୍ୟକଳାପର ଛାନ୍‌ଭିନ୍ କରିଥାନ୍ତି ସିଆଇଡି ଅଫିସର । ହେଲେ ସେହି ସିଆଇଡି ଅଫିସର ଯଦି ଆତ୍ମହତ୍ୟା କରନ୍ତି । ତେବେ ଆପଣ ଏହାକୁ କେମିତି ଗ୍ରହଣ କରିବେ ? ବୁଧବାର ରାତିରେ ବେଙ୍ଗାଳୁରୁର ଜଣେ ମହିଳା…

ଅଜୟଙ୍କ ଫିଲ୍ମରେ ଅଭିନୟ କରିବେ ଦୁଇ ଷ୍ଟାରକିଡ୍

ମୁମ୍ବାଇ: କିଛି ଅଲଗା କରିବାର ଝୁଙ୍କ ସବୁବେଳେ ଅଜୟ ଦେବଗନଙ୍କ ନିକଟରେ ଦେଖିବାକୁ ମିଳେ । ବୋଧ ହୁଏ ଏଥିପାଇଁ ସେ ଏକ ତେଲୁଗୁ ଫିଲ୍ମର କପି ରାଇଟ୍ସ ହାତେଇଛନ୍ତି । ଖାସ ହିନ୍ଦୀ ଭର୍ସନରେ ସେହି ତେଲୁଗୁ ଫିଲ୍ମଟିକୁ ନିର୍ମାଣ କରିବା ପାଇଁ । ତେବେ ଏହି ଫିଲ୍ମରେ ଅଜୟ ଅଭିନେତା ନୁହେଁ ବରଂ…

ଗୋରଖପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ାଯାଉଛି, ଜରାସନ୍ଧ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ହରାଇଥିଲେ

ଗୋରଖପୁର:ଉତରପ୍ରଦେଶ ଗୋରଖପୁର କେନ୍ଦ୍ରୀୟ ବିଦ୍ୟାଳୟରେ ୭ମ ଶ୍ରେଣୀରେ ମହାଭାରତରେ ଭୁଲ ତଥ୍ୟ ପଢ଼ାଯାଉଥିବା ଅଭିଯୋଗ ହେଉଛି । ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଦ୍ୱାରା ପ୍ରକାଶିତ ଏହି ହିନ୍ଦୀ ପୁସ୍ତକରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଜରାସନ୍ଧ ଯୁଦ୍ଧରେ ହରାଇ…

ଗଧ ମଳରେ ପ୍ରସ୍ତୁତ ହେଉଥିଲା ମସଲା

ଆଗ୍ରା(ଉ.ପ୍ର): ଘରେଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହୁଏ ବିଭିନ୍ନ ମସଲା । ଏହି ସମସ୍ତ ମସଲାରୁ ବ୍ୟଂଜନକୁ ମିଳେ ଭିନ୍ନ ପରିଚୟ । ଏଥିପାଇଁ ଅନେକ ଲୋକ ବଜାରରୁ ରେଡି ମେଡ୍ ମସଲା କିମ୍ବା ଗୋଟା ମସଲା ଆଣି ଘରେ ପ୍ରସ୍ତୁତ କରିଥାନ୍ତି । ହେଲେ ରେଡି ମେଡ୍ ମସଲାର ଗୁଣବତ୍ତାକୁ ନେଇ ବେଶ…

ଅଟ୍ଟାରି ସୀମାରେ ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ; ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପଞ୍ଜାବର ଅଟ୍ଟାରି ସୀମାନ୍ତରେ ବୁଧବାର ବଲମ୍ବିତ ରାତିରେ ଭାରତୀୟ ସୁରକ୍ଷାବଳ ୨ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି। ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଏଜି ଦୁଇଜଣ ସଶସ୍ତ୍ର ଅନୁପ୍ରବେଶକାରୀ ଭାରତୀୟ ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।…