Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୭ରେ ‘ମନ କି ବାତ୍‌’; ଦେଶବାସୀଙ୍କୁ ଏହିସବୁ ପ୍ରଶ୍ନର ଉତ୍ତର ମାଗିଲେ ମୋଦୀ

ନୂଆଦିଲ୍ଲୀ: ଡିସେମ୍ବର ୨୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ୍‌' ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲୋକଙ୍କୁ ପଚାରିଛନ୍ତି ଯେ ଆପଣ କଣ ଲାଗୁଛି ଆଗାମୀ ବର୍ଷ କିପରି କଟିବ? ୨୦୨୧ ରେ ଆପଣ କ’ଣ ଅଧିକ କଣ…

ହାସ୍ୟ ଅଭିନେତା କୁନାଲ କାମ୍ରା ଏବଂ କାର୍ଟୁନିଷ୍ଟ ରଚିତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଅବମାନନା ନୋଟିସ୍‌ ଜାରି

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କୁନାଲ କାମ୍ରା ଏବଂ କାର୍ଟୁନିଷ୍ଟ ରଚିତା ତାନେଜାଙ୍କ ଅଡୁଆ ବଢୁଥିବା ନଜର ଆସିଛି। ସୁପ୍ରିମକୋର୍ଟ କୁନାଲ କାମ୍ରା ଏବଂ ରଚିତା ତନେଜାଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ଉଭୟଙ୍କୁ ୬ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ଦେବାକୁ କହିଛନ୍ତି।…

ଦିଲ୍ଲୀ: ଗୋଟିଏ ଦିନରେ ସର୍ବାଧିକ ୯୦ ହଜାର କରୋନା ପରୀକ୍ଷା ରେକର୍ଡ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ପରୀକ୍ଷଣ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ଦିନରେ ସର୍ବାଧିକ ୯୦,୩୫୪ ପରୀକ୍ଷା କରାଯାଇଥିଲା ଏବଂ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ କମ୍ ଥିବା ଜଣାପଡିଛି। ଏହା ସହ ଗୋଟିଏ ଦିନରେ କରୋନାର ୧୩୬୩ ଟି ନୂଆ ମାମଲା ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ,…

ଜରୁରୀକାଳୀନ ବ୍ୟବହାର ପାଇଁ ‘ମଡର୍ନା’ ଟିକାକୁ ଖୁବ୍‌ ଶୀଘ୍ର ମିଳିପାରେ ମଞ୍ଜୁରୀ

ୱାଶିଂଟନ୍: କରୋନା ଭୂତାଣୁ ଦ୍ୱାରା ଆମେରିକା ବିଶ୍ୱରେ ସର୍ବାଧିକ ପ୍ରଭାବିତ ଦେଶ ହୋଇଛି। ଏହି ଭୂତାଣୁ ଦେଶରେ ବିପଦ ସୃଷ୍ଟି କରୁଛି। ଏହି ସମୟରେ, ଆମେରିକାର ଫୁଡ୍‌ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ପରାମର୍ଶଦାତା ମଡର୍ନାର କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ସପକ୍ଷରେ…

ଦେଶରେ ଗତ ୨୪ ଘଣ୍ଟାରେ ୨୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଛି। ତେବେ ଦେଶର ୯୫ ଲକ୍ଷରୁ ଅଧିକ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ…

ଜାପାନରେ କୋଭିଡ -୧୯ ଟିକା ଅନୁମୋଦନ ପାଇଁ ଫାଇଜରର ଆବେଦନ

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ୍ କମ୍ପାନୀ Pfizer Inc. ଶୁକ୍ରବାର ଦିନ ଜାପାନରେ ଏହାର ଗୋଭିଡ୍‌-୧୯ ଟିକା ଅନୁମୋଦନ ପାଇଁ ଆବେଦନ କରିଥିବା କହିଛି। ସୂଚନା ଥାଉ କି ବ୍ରିଟେନ ଏବଂ ଆମେରିକାରେ ଏହା ପୂର୍ବରୁ ଅନୁମୋଦିତ ହୋଇସାରିଛି। ଜାପାନ ସରକାର Pfizer ଏବଂ ଜର୍ମାନ ସହଭାଗୀ…

ଆଜି କୃଷକ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଚାଷୀଙ୍କ ସହ ଆଲୋଚନା କରିବେ। ଦେଶର କିଛି କୃଷକ ଏବଂ ସଂଗଠନ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୨ଟାରେ ଭିଡିଓ କନଫରେନ୍ସିଂ…

ବିଳମ୍ବିତ ରାତିରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାଜଧାନୀ ଦିଲ୍ଲୀରେ ଭୂକମ୍ପ। ରାତି ପାଖାପାଖି ୧୧.୪୬ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୪.୨ ଥିବା ରିକ୍ଟର୍‌ସ୍କେଲ୍‌ରୁ ଜଣାପଡ଼ିଛି। ହରିୟାଣା ଅନ୍ତର୍ଗତ ଗୁରୁଗ୍ରାମର ଦକ୍ଷିଣପଶ୍ଚିମ ଦିଗର ୪୮ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପ କେନ୍ଦ୍ରସ୍ଥଳର…

ତେଜିଲା କେନ୍ଦ୍ର-ମମତା ବିବାଦ

ନୂଆଦିଲ୍ଲୀ : ତିନି ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଶୀଘ୍ର ଛାଡିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହି ତିନି ଆଇପିଏସ୍ ଅଧିକାରୀ ହେଲେ ଭୋଳାନାଥ ପାଣ୍ଡେ ( ଡାଇମଣ୍ଡ ହାର‌୍‌ବର‌୍‌ର ପିଏସ୍‌ ) ପ୍ରବୀଣ ତ୍ରିପାଠୀ ( ପ୍ରେସିଡେନ୍‌ ରେଞ୍ଜ…

ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଏନସିବିର ନୋଟିସ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ୍ କରିଛି ଏନସିବି । ପୂର୍ବରୁ ଆୟୋଜନ କରିଥିବା ପାର୍ଟିର ତଥ୍ୟ ଦେବାକୁ ନୋଟିସ୍ ହୋଇଛି । ଇଲେକ୍ଟ୍ରୋନିକ ଏଭିଡେନ୍ସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନସିବି କହିଛି, କରନ ଜୋହର କୌଣସି ମାମଲାରେ ସଂଦୀଗ୍ଧ ନୁହନ୍ତି । ଡ୍ରଗ୍ସ ସହ ସଂପୃକ୍ତ…