Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଲାଷ୍ଟିକ୍ ମିସାଇଲ ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ

ବାଲେଶ୍ବର: ଦୁଇଟି ପୃଥ୍ବୀ-୨ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ । ବାଲେଶ୍ବର ଚାନ୍ଦିପୁର ଆରଟିଆରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରିବ । ଏହା ୫୦୦ରୁ ୧…

ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟି ବୈଠକରୁ ରାହୁଲ ଗାନ୍ଧିଙ୍କ ୱାକ୍ ଆଉଟ୍

ନୂଆଦିଲ୍ଲୀ: ଆଜି ବସିଥିଲା ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟିର ବୈଠକ । ବୈଠକ ଚାଲିଥିବା ବେଳେ ରାହୁଲ ଗାନ୍ଧି ଓ କଗ୍ରେସ ସଦସ୍ୟ ଅଧାରୁ ଉଠି ପଳାଇ ଆସିଥିଲେ । ଅଭିଯୋଗ କରିଥିଲେ କି ରାଷ୍ଟ୍ରୀୟ ସୁରକ୍ଷାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବ୍ୟତୀତ ଯବାନଙ୍କ ପୋଷାକ ନେଇ ଆଲୋଚନା କରାଯାଇ ସମୟ…

କୃଷି ଆଇନକୁ ବିରୋଧ କରି ଆତ୍ମହତ୍ୟା କଲେ ଶିଖ ଧର୍ମଗୁରୁ ବାବା ରାମ ସିଂ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବୁଧବାର ଶିଖ ସମ୍ପ୍ରଦାୟର ଧର୍ମଗୁରୁ ବାବା ରାମ ସିଂ ସିଙ୍ଘୁ ବର୍ଡର ନିକଟରେ ଆତ୍ମହତ୍ୟା କରିଛନ୍ତି । ଯାହା ଫଳରେ ସାରା ଦେଶରେ ଏ ନେଇ ଆଲୋଡନ ସୃଷ୍ଟି ହୋଇଛି । କୃଷି ଆଇନ ନେଇ ଏବେ ସରକାରକୁ ଚିନ୍ତା କରିବାର ସମୟ ଉପନୀତ ହୋଇଯାଇଛି ବୋଲି ବିରୋଧ…

କୋଭିଡ ପରେ ସିସିଟିଭି ନଜର ଭିତରେ ଆରମ୍ଭ ହେଲା ରେଳୱେ ଭର୍ତ୍ତି ପରୀକ୍ଷା

ଭୁବନେଶ୍ୱର:କରୋନା ମହାମାରୀ ଯୋଗୁଁ ଦେଶରେ ବିଭିନ୍ନ ଚାକିରି ପାଇଁ ପରୀକ୍ଷା ସବୁ ବନ୍ଦ ଥିଲା । ସ୍ଥିତିରେ ଟିକେ ସୁଧାର ଆସିବା ପରେ ଏବେ ଧୀରେ ଧୀରେ ପରୀକ୍ଷା ସବୁ ଆରମ୍ଭ ହେଲାଣି । ଦେଶର ୨୧ଟି ରେଳୱେ ଭର୍ତ୍ତି ବୋର୍ଡ ତରଫରୁ ମଧ୍ୟ ପରୀକ୍ଷା କରାଗଲାଣି । ଏହି କ୍ରମରେ ଡିସେମ୍ବର ୧୬ ତାରିଖ…

ଇତିହାସ ରଚିବା ଅପେକ୍ଷାରେ ଇସ୍ରୋ, PSLV-C50 ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍

ଚେନ୍ନାଇ: କମ୍ୟୁନିକେସନ୍ ସାଟେଲାଇଟ୍ CMC-01 ଲଞ୍ଚ ପାଇଁ ୨୫ ଘଣ୍ଟିଆ କାଉଣ୍ଟଡାଉନ୍ ଆରମ୍ଭ କରିଦେଇଛି ଇସ୍ରୋ । ଲଞ୍ଚ ଭେହିକିଲ PSLV-C50 ସାହାଯ୍ୟରେ ଏହି ସେଟେଲାଇଟକୁ ଲଞ୍ଚ କରାଯିବ । ଏହି କମ୍ୟୁନିକେସନ୍ ସାଟେଲାଇଟ୍ ମାଧ୍ୟମରେ ଟେଲି କମ୍ୟୁନିକେସନ୍ ସର୍ଭିସ୍ ଯେପରି ଟିଭି, ଟେଲି…

୪ଜି ଡାଉନଲୋଡ ସ୍ପିଡରେ ଜିଓ ଦ୍ରୁତତମ ନେଟୱର୍କ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ଜିଓ ଦ୍ରୁତତମ ନେଟୱର୍କ ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ସୂଚନା ମିଳିଛି। ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୮ ମେଗାବିଟ୍‍…

୪ଟି ପର୍ଯ୍ୟାୟରେ ହେବ ଜେଇଇ ମେନ୍ ପରୀକ୍ଷା, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଆଜି ଏନେଇ ଘୋଷଣା କରିଛନ୍ତି । ଜେଇଇ ମେନ୍ସ ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୩ରୁ ୨୬ ମଧ୍ୟରେ କରାଯିବ । ଅନ୍ୟ ତିନିଟି ପର୍ଯ୍ୟାୟ ମାର୍ଚ୍ଚ,…

ଭାରତରେ ଆରମ୍ଭ ହେଲା ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍‌: କେମିତି ପଠାଇବେ ଟଙ୍କା ?

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ସରେ ଆଉ ଏକ ନାମ ଯୋଡି ହୋଇଯାଇଛି । ଯାହାର ନାଁ ହେଉଛି ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍ । ଏହି ପପୁଲାର ଚାଟ୍ ଆପ୍ ହ୍ବାଟ୍ସଆପ୍ ଭାରତର ପ୍ରମୁଖ ବ୍ୟାଙ୍କ ଆଇସିଆଇସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏସବିଆଇ ଓ ଏଚଡିଏଫସି ସହ…

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା; ଇସ୍ତଫା ଦେଲେ ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ବଙ୍ଗଳା ବିଧାନସଭାରେ ପହଂଚିଥିବା ଶୁଭେନ୍ଦୁ ଅଧିକାରୀ ବାଚସ୍ପତିଙ୍କ ଅନୁପସ୍ଥିତିରେ ଇସ୍ତଫା ପତ୍ର…

କାନପୁରରେ ନିର୍ମାଣ ହେବ ଦେଶର ପ୍ରଥମ ମେଗା ଲେଦର୍‌ ପାର୍କ; ୫୦,୦୦୦ ଲୋକଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ୟମରେ କାନପୁର ପୁଣିଥରେ ଏକ ଶିଳ୍ପ ସହର ଭାବରେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ। ରାମାଇପୁର ଗ୍ରାମରେ ଏକ ବୃହତ୍‌ ଚମଡ଼ା କ୍ଲଷ୍ଟର ପ୍ରତିଷ୍ଠା କରାଯିବା ଯୋଜନା ଚାଲିଛି। ୨୩୫ ଏକର ଜମିରେ ମେଗା ଲେଦର୍‌ କ୍ଲଷ୍ଟର ପ୍ରକଳ୍ପ ଅଧୀନରେ…