Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତୁ ଜାଣିବା ଅମିତା କିପରି ଆଦିତ୍ୟ ହୋଇଗଲେ

ଅହମ୍ମଦାବାଦ: ଗୁଜରାଟର ଅମରେଲୀ ଜିଲ୍ଲାର ମୁଂଜିୟାସାରି ଗ୍ରାମର ଅମିତା ଲିଙ୍ଗ ପରିବର୍ତନ କରି ଆଦିତ୍ୟ ପଟେଲ ହୋଇ ପାରିଛନ୍ତି । ଅମିତା ୩୧ ଜାନୁୟାରୀ ୧୯୯୪ରେ ଜଣେ ଝିଅ ଭାବେ ଜନ୍ମଗ୍ରହଣ କରିଥିଲେ । ଆରମ୍ଭରୁ ସେ ଅନ୍ୟ ଝିଅଙ୍କ ପରି ସାଧାରଣ ଜୀବନ ଯାପନ କରୁଥିଲେ । ଜଣେ ଭଲ ଭଜନ ଗାୟିକା…

ସ୍ୱିଡେନର ପ୍ରିନ୍ସ ଏବଂ ରାଜକୁମାରୀ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ସ୍ୱିଡେନର ପ୍ରିନ୍ସ ଏବଂ ରାଜକୁମାରୀ କରୋନା ପଜିଟିଭ୍ ‌ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବୁଧବାର ରାତିରେ ସେମାନଙ୍କଠାରେ କରୋନା ଜନିତ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏହାପରେ ଉଭୟ କରୋନା ପରୀକ୍ଷା କରାଇଥିଲେ ଏବଂ ଉଭୟଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।…

ଥାଇଲାଣ୍ଡ୍‌ରେ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ କଙ୍କାଳ ଠାବ

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌‌ର ଅନୁସନ୍ଧାନକାରୀମାନେ ପ୍ରାୟ ୫୦୦୦ ବର୍ଷ ପୁରୁଣା ହ୍ୱ‌େଲ୍‌ର କଙ୍କାଳ ଆବିଷ୍କାର କରିଛନ୍ତି। ଏହା ପ୍ରାୟ ସଂପୂର୍ଣ୍ଣ ସୁରକ୍ଷିତ। ଏହି କଙ୍କାଳଟି ବ୍ୟାଙ୍କକ୍ ର ପଶ୍ଚିମ ସାମୁଟ୍ ସାଖୋନ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନୁସନ୍ଧାନକାରୀମାନେ ଖନନ ପରେ ପ୍ରାୟ ୮୦…

ଦୁନିଆର ସବୁଠୁ ଦାମୀ ବ୍ୟାଗ ଲଞ୍ଚ; ମୂଲ୍ୟ ୫୩ କୋଟି

ନୂଆଦିଲ୍ଲୀ: ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ ଦୁନିଆର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ୍ କରିଛି। କମ୍ପାନୀ ଏହି ବ୍ୟାଗକୁ ନିକଟରେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହେଉଛି ୫୩ କୋଟି ଟଙ୍କା। ସମୁଦ୍ରକୁ ବଞ୍ଚାଇବା ପାଇଁ ସଚେତନତା ଅଭିଯାନ ଅଧୀନରେ ଏହି ବ୍ୟାଗ ତିଆରି କରାଯାଇଛି।…

କରୋନାକୁ ନେଇ କିମ୍‌ ସରକାରଙ୍କ ଅଜବ ଆଦେଶ; ନିୟମ ଉଲ୍ଲଂଘନ କଲେ ଗୁଳି ଚଳାଅ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ କରୋନା ସଂକ୍ରମଣକୁ ନେଇ ଅଜବ ନିଷ୍ପତ୍ତି ନେଉଛନ୍ତି। ରିପୋର୍ଟ ଅନୁଯାୟୀ, ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ସମୁଦ୍ରରେ ମାଛ ଧରିବା ଏବଂ ନିମୟ ଉଲ୍ଲଂଘନ କଲେ ଗୁଳି ଚଳାଇବାକୁ କିମ ଜୋଙ୍ଗ…

ସିନ୍ଧୁ ସୀମାରେ କୃଷକଙ୍କ ପ୍ରଦର୍ଶନର ପ୍ରଭାବ, ଖସିଲା ପିଆଜ ବଢିଲା ଆଳୁ ଦର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଲଗାତାର ଆନ୍ଦୋଳନ ବର୍ତ୍ତମାନ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ବାସ୍ତବରେ, ଦିଲ୍ଲୀକୁ ପଞ୍ଜାବ ଏବଂ ହରିୟାଣା ସହିତ ସଂଯୋଗ କରୁଥିବା ଦିଲ୍ଲୀ ସୀମାରେ କୃଷକମାନଙ୍କର ଏକ ଦୃଢ ପ୍ରଦର୍ଶନ ଜାରି ରହିଛି। ଟିକରୀ ସୀମା ମଧ୍ୟ ଦିଲ୍ଲୀକୁ ପଞ୍ଜାବ ଏବଂ…

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନରେ କାଶୀର ପ୍ରତ୍ୟେକ ଘରେ ଜଳିବ ଦୀପ

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩୦ ତାରିଖ ଅର୍ଥାତ୍‌ ଆସନ୍ତା କାଲି ଦେବ ଦୀପାବଳୀ ଅବସରରେ ତାଙ୍କ ସଂସଦ ନିର୍ବାଚନମଣ୍ଡଳୀ ବାରାଣାସୀକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମଗ୍ର ସହରରେ ଉତ୍ସାହର ବାତାବରଣ ଦେଖିବାକୁ ମିଳିଛି। କାଶୀରେ…

ଦେଶରେ କରୋନା ସଂକ୍ରମିତ ହେଲେଣି ପାଖାପାଖି ୯୪ ଲକ୍ଷ ଲୋକ

ନୂଆଦିଲ୍ଲୀ: ଦେଶରେ ୯୪ ଲକ୍ଷ ପାଖାପାଖି କରୋନାରେ ସଂକ୍ରମିତଙ୍କ ହେଲେଣି । ପଜିଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୧ହଜାର ୮୧୦ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୩ଲକ୍ଷ ୯୨ହଜାର ୯୨୦କୁ ବୃଦ୍ଧି ପାଇଛି । କରୋନାରେ ଦେଶରେ ମୃତ୍ୟୁବରଣ କଲେଣି…

ଛତିଶଗଡ଼ରେ IED ବିସ୍ଫୋରଣ: ଜଣେ ଯବାନ ସହିଦ, ୧୦ ଗୁରୁତର

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଆଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ସିଆରପିଏଫ୍ କୋବ୍ରା ବାହିନୀର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି ଆହତ ହୋଇଛନ୍ତି ଆଉ ୧୦ ଯବାନ । ସହିଦ ଯବାନ ହେଉଛନ୍ତି ନୀତିନ ଭାଲେରାଓ । ସେ…

ରାଜା ହେବ ତ ଏମିତି, ପ୍ରତିବର୍ଷ ନୂତନ ପତ୍ନୀ

ଲୋମ୍ବାମ୍ବା: ଆଗକାଳରେ ଯୁଗରେ ରାଜାମାନେ ରାଜକୀୟ ଜୀବନ କାଟୁଥିଲେ । ସେ ସମୟରେ ସେମାନେ ଏକାଧିକ ପତ୍ନୀଙ୍କ ସହ ରହୁଥିଲେ । ତେବେ ଆଜିକାଲି ଯୁଗରେ ମଧ୍ୟ ଏ ଭଳି ଜୀବନ ବିତାଉଛନ୍ତି ସ୍ୱାଜିଲାଣ୍ଡ ରାଜା ମାସ୍ୱାତି ୩ । ବର୍ତମାନ ସୁଦ୍ଧା ତାଙ୍କର ୧୫ ପତ୍ନୀ ଅଛନ୍ତି । ଜଣେ ମୃତ୍ୟୁବରଣ…