Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ମେଡିକାଲରେ ବଡ଼ ଅଘଟଣ !

ଇସଲାମାବାଦ : ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ‘ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍’  ହସ୍ପିଟାଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଗାଇନୋକୋଲୋଜି ୱାର୍ଡର ନର୍ସରୀରେ ଏସି କମ୍ପ୍ରେସର ଫାଟିଯିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ…

ଟ୍ରକକୁ ଧକ୍କା ଦେଲା ବସ୍; ୬ ମୃତ, ବହୁ ଆହତ

ହାଇଦ୍ରାବାଦ: ଆଜି ସକାଳ ପ୍ରାୟ ୫ଟା ୨୦ ସମୟରେ ତେଲେଙ୍ଗାନାର ସୂର୍ଯ୍ୟପେଟ୍ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଛି। ଯାହା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ବସଟି ହାଇଦ୍ରାବାଦରୁ ବିଜୟୱାଡା ଅଭିମୁଖେ ଯାତ୍ରା କରୁଥିଲା।…

ମୁମ୍ବାଇ-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୁରତ: ସାରା ଦେଶରେ ଅନେକ ସମୟରେ ଟ୍ରେନ ଉପରକୁ ପଥର ମାଡ କରିବା ଭଳି ଘଟଣା ଦେଖିବାକୁ ମିଳିଥାଏ। ଏହାରି ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ (ଟ୍ରେନ ନମ୍ବର 22961) ଉପରେ ଉତ୍ତାନ ଷ୍ଟେସନ ନିକଟରେ ପଥର ମାଡ କରାଯାଇଥିଲା। ଉକ୍ତ ଟ୍ରେନରେ ମଧ୍ୟ ଯାତ୍ରା କରୁଥିଲେ…

ଆମେରିକା – କାନାଡ଼ା ବାଣିଜ୍ୟ ଯୁଦ୍ଧ : ୭୦୦ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ

କାନାଡ଼ା: ଆମେରିକା ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ନିକଟରେ ଆମେରିକା କାନାଡ଼ା ଦ୍ରବ୍ୟ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ, ଏହାର କଡ଼ା ଜବାବ ଦେଇଛି କାନାଡ଼ା। ଓଟୱା ପକ୍ଷରୁ ୭୦୦ରୁ ଉର୍ଦ୍ଧ୍ୱ ଆମେରିକୀୟ ସାମଗ୍ରୀ ଉପରେ ୧୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ…

ଯୁଦ୍ଧ ଭିତରେ କାର୍ଟୁନ୍ ଓ ପପକର୍ଣ୍ଣ

ଗାଜା: ବୋମା ବିସ୍ଫୋରଣ, ଆକାଶସାରା ଧୂଆଁ ଏବଂ ନିରନ୍ତର ସାଇରନ୍ ଶବ୍ଦ ମଧ୍ୟରେ ଗାଜାରେ ଜୀବନ ଦୁର୍ବିସହ ହୋଇପଡ଼ିଛି। ଇସ୍ରାଏଲର ଆକ୍ରମଣ  ଯୋଗୁଁ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି କୋମଳମତି ଶିଶୁ, ବିଶେଷକରି ଛୋଟ ଝିଅମାନେ, ଯେଉଁମାନେ ପ୍ରତିଦିନ ଆତଙ୍କ ଓ ମାନସିକ ଚାପ ମଧ୍ୟରେ ଦିନ…

ଗଲୱାନ ସଂଘର୍ଷ ପରେ ପ୍ରଥମ ଗସ୍ତ: ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ବେଜିଂର ନୀରବତାକୁ ନେଇ…

ନୂଆଦିଲ୍ଲୀ: ପ୍ରାୟ ୭ ବର୍ଷର ଦୀର୍ଘ ବ୍ୟବଧାନ ପରେ ଆସନ୍ତା ମାସରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସିବାର ପ୍ରବଳ ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ବ୍ରିକ୍ସ ସମ୍ମିଳନୀରେ ସେ…

ବିନା ଦରମାରେ ଗୁଣ୍ଡାଭଲି ଷ୍ଟେସନରେ ଡ୍ୟୁଟି କରୁଥିଲା ବୁଲା ବିଲେଇ: ଯାତ୍ରୀଙ୍କ ଅନୁରୋଧ ରଖି ଖାସ୍ ପଦ ଦେଲା ମୁମ୍ବାଇ…

ମୁମ୍ବାଇ: ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନ ଭିତରେ ମୁମ୍ବାଇ ଲୋକାଲ୍ ଓ ମେଟ୍ରୋ ଷ୍ଟେସନରେ ଅନେକ ସମୟରେ କିଛି ନା କିଛି ଘଟଣା ଭାଇରାଲ୍ ହୋଇଥାଏ । ତେବେ ଏଥର କୌଣସି ବିବାଦ କିମ୍ବା ମଣିଷ ନୁହେଁ, ବରଂ ଏକ ବୁଲା ବିଲେଇକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ମୁମ୍ବାଇର ଗୁଣ୍ଡାଭଲି…

୭ ବର୍ଷ ପରେ ଭାରତ ଆସିବେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ!

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ। ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା ମିଳିଛି। ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍‌ ସହ ଆସିବେ ବୋଲି କୁହାଯାଉଛି। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ୪ ଶହ ଜଣିଆ ଟିମ୍‌ ସହ ଆସିପାରନ୍ତି ଚୀନ୍‌…

Kisses Covers Car: ଭାଇରାଲ୍ ନିଶାରେ କାର୍‌କୁ ୩,୪୦୦ କିସ୍‌ କଲେ ଗଲଫ୍ରେଣ୍ଡ୍! ଗଣିଲେ ତଣ୍ଡ…ଶେଷରେ ପୋଲିସ୍‌…

ଗ୍ୱାଲିଅର୍: ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ଜଣେ ଯୁବକ ନିଜ କାର୍‌କୁ ‘କିସିଂ କାର୍’ରେ ପରିଣତ କରି ରିଲ୍‌ ତିଆରି କରିଥିଲେ। କାର୍‌ର ସାରା ଶରୀରରେ ଲାଗିଥିଲା ପ୍ରାୟ ୩,୪୦୦ଟି ଲିପଷ୍ଟିକ୍‌ର ଚୁମ୍ବନ ଚିହ୍ନ।…

ମୁଁ ଆଉ ପାରୁନି; ରାଜନୀତିରୁ ଅବସର ନେବେ କି ନୀତିନ ଗଡକରୀ!

ନାଗପୁର: କେନ୍ଦ୍ର କ୍ୟାବିନେଟର ବିସ୍ତାର ଏବଂ ମନ୍ତ୍ରୀପଦର ପୁନର୍ଗଠନକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଏହି ସମୟରେ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ନାଗପୁରରେ ଏକ କାର୍ଯ୍ୟକ୍ରମରେ ତାଙ୍କ ଅବସରକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ରାଜନୈତିକ…