Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ତେସ୍’ରେ ପୁଲକିତ-କ୍ରିତିଙ୍କ ଦମଦାର କେମେଷ୍ଟ୍ରି, ଦେଖନ୍ତୁ ଭିଡିଓ

ମୁମ୍ବାଇ: କମେଡିରୁ ଆକ୍ସନ ମୋଡକୁ ଆସିଲେ ବଲିଉଡ ଅଭିନେତା ପୁଲକିତ ସମ୍ରାଟ । ରିଲିଜ ହୋଇଛି ତାଙ୍କର ଅପକମିଂ ଫିଲ୍ମ ‘ତେସ’ର ଟିଜର, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହୋଇଛି । ଏହା ଏକ ସସପେନ୍ସ ଡ୍ରାମା ଫିଲ୍ମ । ଏଥିରେ ଲିଡ୍ ରୋଲରେ ପୁଲକିତ ଥିବା ବେଳେ ତାଙ୍କ ଅପଜିଟରେ…

ହସ୍ପିଟାଲ୍‌ରୁ ଡିସ୍‌‌ଚାର୍ଜ ସମୟରେ ସୁପର୍‌‌ମ୍ୟାନ୍‌ ସାର୍ଟ ପିନ୍ଧିବାକୁ ଚାହୁଁଥିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ସେ ଆଗକୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ମଧ୍ୟ ଭାଗ ନେବା ଆରମ୍ଭ କରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଫେରିବା ସମୟରେ ଡାକ୍ତରଖାନାରେ ଡୋନାଲ୍ଡ ଟ୍ରମ୍ପ ଲୋକଙ୍କୁ…

ଦେଶରେ ୭୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୭୦ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୭୪ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୮୯,୧୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…

SI ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା: ୪୫ ଗିରଫ

ଆସାମ: ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିସହ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି ଆସାମ ପୋଲିସ । ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକୁମେଂଟ ଏବଂ ଡିଜିଟାଲ ପ୍ରମାଣ ପତ୍ର ଜବତ ହୋଇଛି । ପ୍ରଶ୍ନପତ୍ର…

ସିିନେମା ହଲ୍‌ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’!

ମୁମ୍ବାଇ: ପୁଣି ବଡ ପରଦାରେ ଦେଖିବାକୁ ମିଳିବ ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ । ପୁଣିଥରେ ସିନେମା ହଲ୍‌ରେ ଫ୍ୟାନ୍ସମାନେ ଶୁଣିବାକୁ ପାଇବେ ସୁଶାନ୍ତଙ୍କ ଭଏସ୍ । କେବଳ ସେତିକି ନୁହେଁ ତାଙ୍କ ଡାଏଲଗ୍ ଏବଂ ତାଙ୍କ ଆକ୍ଟିଂ ମଧ୍ୟ ଦେଖିବାକୁ ମିଳିବ । ବଡ ପରଦାରେ ରିଲିଜ…

ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର, ଲୋକେ ଆତଙ୍କିତ

ମଣିପୁର: ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର ବିଷ୍ଣୁପୁର ଅଂଚଳ । ଗତକାଲି ବିଳମ୍ବିତ ରାତିରେ ବିଷ୍ଣୁପୁର ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ରାତି ୧୧ଟା ୮ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।…

କାହିଁକି ବିବାହ ବାର୍ଷିକି ପାଳିବେନି ଦିଲ୍ଲୀପ-ସାଏରା?

ମୁମ୍ବାଇ: ୭୦ ଦଶକର ବଲିଉଡର ମୋଷ୍ଟ ପାୱାରଫୁଲ ଯୋଡି ଦିଲ୍ଲୀପ କୁମାର ଓ ସାଏରା ବାନୋ । ଆଜି ତାଙ୍କର ୫୪ତମ ବିବାହ ବାର୍ଷିକି । ତେବେ ବିବାହ ବାର୍ଷିକି ଅବସରରେ ଏଦୁହେଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏମାନେ ନିଜ ବିବାହ ବାର୍ଷିକି ପାଳିବେନି । କରୋନା ମହାମାରୀ ଯୋଗୁଁ ନିଜ…

ହାପି ବାର୍ଥ ଡେ’ ବିଗ୍ ବି

ମୁମ୍ବାଇ: ବଲିଉଡର ବିଗ୍ ବି । ଆଙ୍ଗ୍ରି ୟଙ୍ଗମ୍ୟାନ୍ । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ୭୮ ବର୍ଷରେ ପାଦ ରଖିଛନ୍ତି ବଲିଉଡର ସହେନ୍ସା। ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଅମିତାଭ ବଚ୍ଚନ ନିଜର ପ୍ରତିଟି ଫିଲ୍ମ ଏବଂ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ…

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଲା ସିବିଆଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଇଛି ସିବିଆଇ । ଯୋଗୀ ସରକାର ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ୍ ଏଣ୍ଡ ଟ୍ରେନିଂ ବା ଡିଓପିଟିର ବିଜ୍ଞାପ୍ତି ପରେ ହାଥରସ ମାମଲାକୁ ନିଜ…

ଭାଭା ଆଟୋମିକ ଗବେଷଣା କେନ୍ଦ୍ରର ୨୪ ବର୍ଷୀୟ ବୈଜ୍ଞାନିକ ନିଖୋଜ

ମହୀଶୂର: ଭାଭା ଆଟୋମିକ ଗବେଷଣା କେନ୍ଦ୍ରର ଜଣେ ୨୪ ବର୍ଷୀୟ ବୈଜ୍ଞାନିକ ଗୁଲ୍ଲା ଅଭିଷେକ ରେଡ୍ଡୀ ନିଖୋଜ ଅଛନ୍ତି । ସେ ମହୀଶୁରରେ ଥିବା ଏହି କେନ୍ଦ୍ରରେ ରେୟାର ମାଟେରିୟାଲ୍ସ ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ୪ ଦିନ ହେବ ଏହି ଯୁବ ଏବଂ ପ୍ରତିଭାବାନ ବୈଜ୍ଞାନିକ ନିଖୋଜ ଥିଲେ ମଧ୍ୟ ପୋଲିସ…