Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ…

ଭୁବନେଶ୍ୱର: ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ୨୯ତମ ପୁଣ୍ୟ ତିଥି। ୧୯୪୪ ମସିହା ଅଗଷ୍ଟ ୨୦ ତାରିଖ ଦିନ ବମ୍ବେଠାରେ ସେ ଜନ୍ମଗ୍ରହଣ କରିଥିଲେ। ଯିଏକି କେମ୍ବ୍ରିଜରେ ଅଧ୍ୟୟନ ସମୟରେ ସୋନିଆ ମାଇନୋ ନାମ୍ନୀ…

ଆଜିଠୁ ଅନଲାଇନରେ ଟ୍ରେନ୍ ଟିକେଟ୍ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ଜୁନ୍ ୧ ତାରିଖରୁ ପ୍ରାୟ ୨୦୦ଟି ସଂରକ୍ଷିତ ଟ୍ରେନ ଚଳାଚଳ କରାଯିବ। ଯେଉଁଥିପାଇଁ ଆଜିଠାରୁ ଅନଲାଇନ ମାଧ୍ୟମରେ ଟିକେଟ ବୁକିଂ ଆରମ୍ଭ ହେଉଛି। ଏହି ଟ୍ରେନ୍ ଗୁଡିକ ମଧ୍ୟରେ ରହିଛି- ଦୁରୋନ୍ତୋ, ସମ୍ପର୍କ କ୍ରାନ୍ତି, ଜନ ଶତାବ୍ଦୀ ଆଦି ଟ୍ରେନ୍।…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪ଶହ ଟପିଲା, ୨୪ ଘଣ୍ଟାରେ ୫୬୦୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ଦିନ ୧,୧୨,୩୫୯ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୬୩,୬୨୪ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୩୪୩୫…

ଅମ୍ଫାନ ମୁକାବିଲାରେ ନେତୃତ୍ୱ ନେଉଥିବା ଦୁଇ ଓଡିଆ ଯୋଦ୍ଧାଙ୍କ ପାଇଁ ଓଡିଶା ଗର୍ବିତ

ଭୁବନେଶ୍ୱର : ଅମ୍ଫାନ ଓଡିଶା ଅତିକ୍ରମ କରି ପଶ୍ଚିମବଙ୍ଗରେ ସ୍ଥଳଭାଗକୁ ଛୁଇଁଛି । ଏହାର ମୁକାବିଲା ପାଇଁ ଦିନରାତି ଏକ କରି କାମ କରିଆସୁଛି ଆଇଏମଡି ବା ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ ଏବଂ ଏନଡିଆରଏଫ ବା ନ୍ୟାସନାଲ୍ ଡିଜାଷ୍ଟର ରେସପନ୍ସ ଫୋର୍ସ। ଏହି ଦୁଇ ବିଭାଗର ଅକ୍ଲାନ୍ତ…

ବାଲେଶ୍ୱର ଓ ଭଦ୍ରକରେ ସନ୍ଧ୍ୟାରେ ବଢ଼ିପାରେ ପବନର ବେଗ: ଆଇଏମ୍‌ଡି

ନୂଆଦିଲ୍ଲୀ: ବତ୍ୟା ଅମ୍ଫାନ ଯୋଗୁଁ ଉତ୍ତର ଓଡ଼ିଶାରେ ବଢ଼ୁଛି ପବନର ବେଗ । ଏବେ ଏହା ପଶ୍ଚିମବଙ୍ଗକୁ ଗତି କରିଛି, କିନ୍ତୁ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡିଛି । ବାଲେଶ୍ୱରରେ ୯୧ କିଲୋମିଟର ବେଗରେ ପବନ ବହୁଛି । ଏନେଇ ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି । ସେହିପରି ଚାନ୍ଦବାଲିରେ ମଧ୍ୟ…

ବସ୍‌, ଟ୍ରେନ୍ ପରେ ମେ’୨୫ରୁ ଉଡିବ ଘରୋଇ ବିମାନ

ନୂଆଦିଲ୍ଲୀ: ବସ୍‌, ଟ୍ରେନ୍ ପରେ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଆସନ୍ତା ମେ’ ୨୫ରୁ ଦେଶରେ ଆଂଶିକ ଭାବେ ଘରୋଇ ବିମାନ ସେବା ଆରମ୍ଭ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି । ପ୍ରଥମିକ ପର୍ଯ୍ୟାୟରେ ଘରୋଇ ବିମାନ ଉଡାଣ ଭରିବ । ଏନେଇ…

ବାଲକୋନୀରୁ ଖସି ପଡିଥିବା ୨ ବର୍ଷର ଶିଶୁକୁ ସାହାଯ୍ୟ କରିବାକୁ କେହି ଆସିଲେନି

ପାଟନା: ମଣିଷ ବି ବିବେକହୀନ ହୋଇପାରେ । ବିହାରର ପାଟନାରେ ଅମାନବୀୟତାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି । ଏଠାକାର ଭୂତନାଥ ରୋଡସ୍ଥିତ ଏକ ଆପାର୍ଟମେଂଟର ବାଲକୋନୀରୁ ୨ ବର୍ଷର ଶିଶୁ ଖସି ପଡିଥିଲା । ସେ ସମୟର ତାର ମାଆ ରୋଷେଇଘରେ ଥିବାରୁ ଜାଣିପାରି ନ ଥିଲେ । ସବୁଠାରୁ ଦୁଃଖର କଥା ହେଲା…

ପଶ୍ଚିମବଙ୍ଗରେ ପ୍ରଳୟ ରଚୁଛି ବାତ୍ୟା ‘ଅମ୍ଫାନ’

କୋଲକାତା: ପଶ୍ଚିମବଙ୍ଗରେ ପ୍ରଳୟ କରୁଛି ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ପଶ୍ଚିମବଙ୍ଗର ଦୀଘା, ବାଂଲାଦେଶ ହତିୟା ମଧ୍ୟରେ ସୁନ୍ଦରବନ ଦେଇ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ପ୍ରଭାବରେ କୋଲକାତାରେ ପ୍ରବଳ ବର୍ଷା ପବନ ଜାରି ରହିଛି । ଉତ୍ତର ୨୪ ପ୍ରଗ୍ରଣା, ଦକ୍ଷିଣ…

ଲକଡାଉନ୍ କଟକଣାରୁ ମୁକ୍ତ ହେଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଲକଡାଉନ୍ କଟକଣାରୁ ମୁକ୍ତ ହେଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀମାଙ୍କ ସାମଗ୍ରୀକ ସ୍ବାର୍ଥକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ।…

‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ସୁନ୍ଦରବନରେ ଛୁଇଁଲା ସ୍ଥଳଭାଗ

ଭୁବନେଶ୍ୱର: ଆରମ୍ଭ ହୋଇଛି ମହାବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି । ଧୀରେ ଧୀରେ ଅମ୍ଫାନର ସମ୍ମୁଖ ଭାଗ ସ୍ଥଳଭାଗକୁ ପ୍ରବେଶ କରୁଛି । ଏହି ଲ୍ୟାଣ୍ଡଫଲ ଶେଷ ହେବାକୁ ପ୍ରାୟ ୪ ଘଂଟା ସମୟ ଲାଗିବ । ଏନେଇ ଆଞ୍ଚଳିକ ପାଣିପାଗ…