Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖୁବଶୀଘ୍ର ବିବାହ କରିବେ ବାହୁବଳୀ ଫେମ୍ ରାଣା ଦଗୁବତୀ, ସରିଲା ନିର୍ବନ୍ଧ, ଫଟୋ ଭାଇରାଲ

ମୁମ୍ବାଇ: ବହୁବଲୀ ଫେମ ତଥା ଟଲିଉଡ ଅଭିନେତା ରାଣା ଦଗୁବତୀଙ୍କ ନିକଟରେ ନିର୍ବନ୍ଧ ସରିଛି । ସେ ସିକ୍ରେଟ ଏଗେଂଜମେଂଟ କରିଛନ୍ତି । ସେ ନିଜ ଗାର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି । ନିର୍ବନ୍ଧ ବେଳର କିଛି ଫଟୋକୁ ରାଣା ନିଜେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ…

ନବବଧୂକୁ କରୋନା, ଶ୍ୱଶୁର ଘର ଲୋକେ ଛାନିଆ

ଭୋପାଲ: କନ୍ୟାକୁ କରୋନା । ଶ୍ୱଶୁର ଘରେ ଆତଙ୍କ । ବିବାହ ଦୁଇ ଦିନ ପରେ ନବବଧୁଙ୍କ ରିପୋର୍ଟ ଆସିଲା ପଜିଟିଭ । ଖବର ଶୁଣି ଛାନିଆ ହେଲେ ଶାଶୁଘର ଲୋକ । ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ମଣ୍ଡିଦୀପରେ । ସୂଚନା ମୁତାବକ, ବିବାହ ଦିନ କନ୍ୟାର ସ୍ୱାସ୍ଥ୍ୟ ଖରାପ ଥିଲା । ହେଲେ…

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆସନ୍ତାକାଳି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଚଂଳ ପରିଦର୍ଶନ କରିପାରନ୍ତି । ସେ ଆକାଶମାର୍ଗରୁ ସ୍ଥିତି ଦେଖିବେ ଓ ସମୀକ୍ଷା କରିବେ। ଏନେଇ ବିମାନବନ୍ଦରରେ ସୁରାକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

‘ଅମ୍ଫାନ’କୁ ନେଇ ସଠିକ୍ ହେଲା ଆକଳନ: ଆଇଏମଡି

ନୂଆଦିଲ୍ଲୀ: ବାତ୍ୟା ଅମ୍ଫାନକୁ ନେଇ ସଠିକ୍ ହୋଇଛି ଭାରତୀୟ ପାଣିପାଗ ବିଭାଗର ଆକଳନ । ସଠିକ୍ ଆକଳନ ଯୋଗୁଁ ଜୀବନହାନୀକୁ କମ କରାଯାଇ ପାରିଛି । ଆଇଏମଡିର ଆକଳନ ଅନୁସାରେ ପଶ୍ଚିମବଙ୍ଗ ଦୀଘା, ବାଂଲାଦେଶ ହାତିଆ ସୁନ୍ଦରବନରେ ବାତ୍ୟା ସ୍ଥଳଭାଗ ଛୁଇଁଛି । ପବନର ବେଗ ଯାହା ଯେମିତି ଆକଳନ…

ବାତ୍ୟା ‘ଅମ୍ଫାନ’ ନେଲା ପଶ୍ଚିମବଙ୍ଗରେ ୭୨ ଜଣଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗରେ ବିଭିଷିକା ରଚିଛି ବାତ୍ୟା ଅମ୍ଫାନ । ବାତ୍ୟା ଅମ୍ଫାନରେ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ଜୀବନ ଯାଇଛି । ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି, ପ୍ରକୃତିର ଏଭଳି ରୂପ ସେ…

୨୫ରୁ ଉଡିବ ଘରୋଇ ବିମାନ, ଏସ୍‌ଓପି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । କରୋନା ପରିପ୍ରେକ୍ଷିରେ ଘରୋଇ ବିମାନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା…

ଜୁନ୍‌୧ରୁ ଗଡିବ ୨ଶହ ଟ୍ରେନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଜୁନ ୧ରୁ ପୁଣି ଥରେ ଭାରତୀୟ ରେଳବାଇର ୨୦୦ଟି ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ସହିତ ପରାମର୍ଶ କରି ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମେ ୨୧ ସକାଳ ୧୦ଟାରୁ ଟିକେଟ ବୁକିଂ ଆରମ୍ଭ…

ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ମୁକାବିଲା ନେଇ ଓଡ଼ିଶାକୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ଅମ୍ଫାନର ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଟୁଇଟ୍ କରି ବାତ୍ୟା ମୁକାବିଲା ନେଇ ଓଡିଶା ସରକାରଙ୍କ କାମକୁ ପ୍ରଶଂସା କରିଛନ୍ତି ମୋଦି। My thoughts are with the people of Odisha as the state…

ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ…

ଭୁବନେଶ୍ୱର: ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ୨୯ତମ ପୁଣ୍ୟ ତିଥି। ୧୯୪୪ ମସିହା ଅଗଷ୍ଟ ୨୦ ତାରିଖ ଦିନ ବମ୍ବେଠାରେ ସେ ଜନ୍ମଗ୍ରହଣ କରିଥିଲେ। ଯିଏକି କେମ୍ବ୍ରିଜରେ ଅଧ୍ୟୟନ ସମୟରେ ସୋନିଆ ମାଇନୋ ନାମ୍ନୀ…

ଆଜିଠୁ ଅନଲାଇନରେ ଟ୍ରେନ୍ ଟିକେଟ୍ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ଜୁନ୍ ୧ ତାରିଖରୁ ପ୍ରାୟ ୨୦୦ଟି ସଂରକ୍ଷିତ ଟ୍ରେନ ଚଳାଚଳ କରାଯିବ। ଯେଉଁଥିପାଇଁ ଆଜିଠାରୁ ଅନଲାଇନ ମାଧ୍ୟମରେ ଟିକେଟ ବୁକିଂ ଆରମ୍ଭ ହେଉଛି। ଏହି ଟ୍ରେନ୍ ଗୁଡିକ ମଧ୍ୟରେ ରହିଛି- ଦୁରୋନ୍ତୋ, ସମ୍ପର୍କ କ୍ରାନ୍ତି, ଜନ ଶତାବ୍ଦୀ ଆଦି ଟ୍ରେନ୍।…