Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଅମ୍ଫାନ’ ଭୟ: ଲୁହା ଚେନ୍‌ରେ ବନ୍ଧାଗଲା ଟ୍ରେନ୍‌ର ବଗି

କୋଲକତା: ମହାବାତ୍ୟା ‘ଅମ୍ଫାନ’ର ପ୍ରଭାବ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ଅନୁଭତି ହେଲାଣି । ଧୀରେ ଧୀରେ ଏହାର ବେଗ ବଢ଼ିଲାଣି । ଆଜି ଅପରାହ୍ଣ ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ । ତେବେ ଅମ୍ଫନା ଭୟରେ ହାୱଡା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ରେଳ ଡବାଗୁଡ଼ିକୁ…

ବଢ଼ିଲା ଭାରତର ସମ୍ମାନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ସମ୍ଭାଳିବେ ସ୍ୱାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ପୁଣି ବିଶ୍ୱ ସ୍ତରରେ ବଢ଼ିଲା ଭାରତର ସମ୍ମାନ। ଆସନ୍ତା ମେ ୨୨ ରେ ଡାକ୍ତର ଡର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ସମ୍ଭାଳିବେ । ଡାକ୍ତର ହର୍ଷବର୍ଦ୍ଧନ ଜାପାନର ଡାକ୍ତର ହିରୋକି ନାକାତାନୀଙ୍କର ସ୍ଥାନ ନେବେ, ଯେକି ଏବେ ୩୪ ସଦସ୍ୱୀୟ…

ବଢୁଛି ଚିନ୍ତା: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୫,୬୧୧ ସଂକ୍ରମିତ, ୧୪୦ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଭାରତର ଏହି ଆୟୁର୍ବେଦିକ ଜଡ଼ି-ବୁଟିରୁ ତିଆରି ହେବ କରୋନା ଭ୍ୟାକ୍ସିନ !

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ । ଏହାର ମୁକାବିଲା ପାଇଁ ସାରା ବିଶ୍ୱରେ ଔଷଧ ଖୋଜା ଚାଲିଛି । ତେବେ ଭାରତରେ ଆୟୁର୍ବେଦିକ ଜଡ଼ି-ବୁଟି ଅଶ୍ୱଗନ୍ଧା କରୋନା ଚିକିତ୍ସାରେ ପ୍ରଭାବୀ ସାବ୍ୟସ୍ତ ହୋଇପାରେ ବୋଲି ଦିଲ୍ଲୀ ଆଇଆଇଟି ଓ ଜାପାନା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ…

ଲକଡାଉନ: ପୁଅ ପାଇଁ ବ୍ୟାଟ ଛାଡି କଇଁଚି ଧରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ: କ୍ରିକେଟ ଦୁନିଆର କିମ୍ବଦନ୍ତୀ ଖେଳାଳୀ ସଚିନ୍ ତେନ୍ଦୁଲକର । ଏହି ବାମହାତୀ ବ୍ୟାଟ୍ସମାନ ଜଣଙ୍କ ପୁଣି ଥରେ ନିଜ ବାମ ହାତକୁ ଭଲ ବ୍ୟବହାର କରିଛନ୍ତି। ସାଚୀନଙ୍କ ଯେଉଁ ବାମ ହାତ ଉପରେ ଦିନେ ଭାରତ ଏତେ ଆଶା ରଖୁଥଲା। କିନ୍ତୁ ଏଥର ଏହି ବାମ ହାତରେ ସେ ବ୍ୟାଟ୍ ବଦଳରେ ରହିଛି କଇଁଚି…

ଅମ୍ଫାନ ମୁକାବିଲା : ଫୋକସରେ ଦୁଇ ଓଡ଼ିଆ ଡିଜି

ଭୁବନେଶ୍ୱର : କିଛିବର୍ଷ ହେବ ଓଡିଶାରେ ବାତ୍ୟା ତାର ତାଣ୍ଡବ ଦେଖାଉଛି । କେତେବେଳେ ହୁଡହୁଡ୍ ତ କେତେବେଳେ ଫନି । ଆଉ ଏବେ ଅମ୍ଫାନ । ଅନେଶତ ମହାବାତ୍ୟା ପରେ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ଶତାବ୍ଦୀର ସବୁଠାରୁ ବଡ ବାତ୍ୟା ବୋଲି କୁହାଯାଉଛି । ତେବେ ଏହି ବାତ୍ୟା ସମୟରେ…

ଜୁନ୍ ୧ ରୁ ଗଡିବ ୨୦୦ଟି ଟ୍ରେନ

ନୂଆଦିଲ୍ଲୀ : ଜୁନ ୧ ତାରିଖଠାରୁ ଗଡିବ ଟ୍ରେନ । ଭାରତୀୟ ରେଳ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି। ୩୧ ତାରିଖରେ ଲକଡାଉନ୍ ୪ ଶେଷ ହେବା ପର ଦିନ ୨୦୦ଟି ନନ୍ ଏସି ଟ୍ରେନ୍ ଚାଲିବ। ଏ ନେଇ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଏହି ଟ୍ରେନର ଟିକେଟ୍ ଅନଲାଇନରେ ହିଁ…

‘ଅମ୍ଫାନ’ ମୁକାବିଲା ପାଇଁ ସଜାଗ ଅଛି ଏନ୍‌ଡିଆର୍‌ଏଫ୍

ନୂଆଦିଲ୍ଲୀ: ଆସନ୍ତାକାଲି ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅମ୍ଫାନ । ଲ୍ୟାଣ୍ଡଫଲ ବେଳେ ଏହାର ତାଣ୍ଡବ ରଚିବ । ଏହାର ପ୍ରଭାବ ଫନି ଭଳି ରହିବ । ଏଥିପାଇଁ ପୁରା ସଜାଗ ଅଛି ଏନ୍‌ଡିଆର୍‌ଏଫ୍ । ଏନେଇ ଏନ୍‌ଡିଆର୍‌ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

ସମାଜବାଦୀ ପାର୍ଟି ନେତା ଓ ତାଙ୍କ ପୁଅକୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା, ଭିଡିଓ ଭାଇରାଲ

ଲକ୍ଷ୍ନୌ: କ୍ୟାମେରାରେ କଏଦ୍ ହେଲା ଲାଇଭ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ସାମାଜବାଦୀ ପାର୍ଟି ନେତା ଓ ତାଙ୍କ ପୁଅକୁ ଗଳି କରି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ହତ୍ୟାକାଣ୍ଡ ଘଟିଛି ୟୁପିର ସମ୍ଭାଲା ଜିଲ୍ଲା ଚନ୍ଦୌସିରେ। ଏଠାରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାନସଭା ପ୍ରାର୍ଥୀ…

ବାକିଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ନିଜ ସ୍କୁଲରେ ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ପରୀକ୍ଷା ଛାତ୍ରଛାତ୍ରୀ ପଢୁଥିବା ସ୍କୁଲରେ ଦେବେ । ନିଜ ସ୍କୁଲରେ ପରୀକ୍ଷା ଦେବା ଦ୍ୱାରା ସେମାନଙ୍କୁ ବେଶୀ ଦୂର ଯିବାକୁ ପଡିବ ନାହିଁ । ସାମାଜିକ ଦୂରତ୍ୱ ନିୟମକୁୁ କଡାକଡି ଭାବେ ପାଳନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ମାନବ…